ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ବାଣିଗୋଚ୍ଛା ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ପ୍ରାଣବାୟୁ ଉଡ଼ି ଯାଇଛି । ବାଣିଗୋଚ୍ଛା ଥାନା ଚଡ଼େୟାପଲ୍ଲୀ ପଞ୍ଚାୟତ ବାମ ଗ୍ରାମର ରାଧାମୋହନ ନାଏକ ଏବଂ ତାଙ୍କ ପତ୍ନୀ ସତ୍ୟଭାମା ନାଏକ ଆଜି ଜାଳକାଠ ପାଇଁ ଜଙ୍ଗଲକୁ ଯାଇଥିଲେ । ମାତ୍ର କୈାଣସି କାରଣକୁ ନେଇ ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ସତ୍ୟଭାମାଙ୍କ ମୃତ୍ୟୁ ଘଟିଛି । ଖବରପାଇ ବାଣିଗୋଚ୍ଛା ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.