Browsing Category

ବଲାଙ୍ଗୀର

ଓଡିଶା ଲୋକସେବା ଆୟୋଗ ଆୟୁର୍ବେଦ ଡାକ୍ତରୀ…

ଟିଟିଲାଗଡ: ଟିଟିଲାଗଡ଼ ଉପଖଣ୍ଡ ସର୍ଗିଗୁଡା ଅଞ୍ଚଳର ଡାକ୍ତର ଗୁପ୍ତେଶ୍ଵର ମିଶ୍ର ଓଡିଶା ଲୋକସେବା ଆୟୋଗ ଆୟୁର୍ବେଦ ଡାକ୍ତରୀ ପରୀକ୍ଷାରେ ପ୍ରଥମ ସ୍ଥାନ ରଖିଛନ୍ତି। ପୂର୍ବରୁ ଡାକ୍ତରୀ ଅଧିକାରୀ ଭାବରେ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ସର୍ବଭାରତୀୟ ସ୍ତରରେ ୧୨ତମ ସ୍ଥାନ ରଖି କୃତକାର୍ଯ୍ୟ…

ନିର୍ବାଚନୀ ମଇଦାନରେ ଅବସରପ୍ରାପ୍ତ…

ପାଟଣାଗଡ଼: ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଲୁଛି। ନିର୍ବାଚନରେ ବିଟେକ ଛାତ୍ର, ଏମବିଏ, ଇଂଜିନିୟର, ଡାକ୍ତରୀ ଛାତ୍ର ତ କେଉଁଠି ଯୁବ କଳାକାର ତ କେଉଁଠି ମଡେଲ ଛିଡା ହେଉଥିବା ନଜରକୁ ଆସିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ମନ ଜିତିବା ପାଇଁ ଅନେକ ପ୍ରକାର…

ସ୍ୱାବଲମ୍ବୀ କଲା ୱେଷ୍ଟର୍ଣ୍ଣ ଛତୁ ଚାଷ:…

ବଲାଙ୍ଗିର: ଓଡ଼ିଶାରେ ଚାଷ ହେଉଥିବା ଲାଭ ପ୍ରଦାନକାରୀ ଚାଷ ମଧ୍ୟରେ ଛତୁ ଅନ୍ୟତମ। ଯେ କୌଣସି ବ୍ୟକ୍ତି ଏହାକୁ ଚାଷ କରି କମ ଦିନ ମଧ୍ୟରେ ଲାଭ ପାଇପାରିବ। ଛତୁ ଚାଷକୁ କମ୍‍ ସ୍ଥାନରେ ମଧ୍ୟ କରାଯାଇ ପାରୁଥିବାବେଳେ ଏଥିରେ ଅଧିକ ଖର୍ଚ୍ଚ ମଧ୍ୟ ହେଉନାହିଁଁ। ତେଣୁକରି ଲାଭକାରୀ ଚାଷ ହିସାବରେ ଅନେକ ଚାଷୀ…

ପୁଅକୁ ଖୋଜି ଖୋଜି ଛତିଶଗଡ଼ରୁ ଆସି…

ଟିଟିଲାଗଡ: ବୁଝୁନି ମାଆର ମନ। ୪ ବର୍ଷ ତଳୁ ନିଖୋଜ ହୋଇଯାଇଛି ପୁଅ । ହେଲେ ଲୋକଙ୍କଠୁ ଖବର ପାଇବା ମାତ୍ରେ ଡେରି ନ କରି ମଆ ପୁଅକୁ ଖୋଜିବାକୁ ବାହାରି ଯାଉଛି ଏ ଜିଲ୍ଲାରୁ ସେ ଜିଲ୍ଲା, ଏ  ରାଜ୍ଯରୁ ସେ ରାଜ୍ଯକୁ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିିଳିଛି ଟିଟିଲାଗଡ଼ରେ। ନିଖୋଜ ପୁଅର ସନ୍ଧାନ ଖବର ପାଇ…

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ…

ମୁରିବାହାଲ: ମୁରିବାହାଲ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ସରପଞ୍ଚ, ସମିତି ଦଭ୍ୟ ଏବଂ ୱାର୍ଡ ମେମ୍ବର ନିମନ୍ତେ ସମୁଦାୟ ୭୨୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେଥି ମଧ୍ୟରୁ ୱାର୍ଡ ସଭ୍ୟ ୫୩, ସମିତି ସଭ୍ୟ ୩୫ ଓ ସରପଞ୍ଚ ୨୬ ସର୍ବମୋଟ ୧୧୪ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଫଳରେ ୬୧୧ ଜଣଙ୍କ…

ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେକସନ…

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେକସନ ଅଫିସର ପ୍ରଫୁଲ୍ଲ ସା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଫୁଲ୍ଲଙ୍କ ଘର ସମେତ ଏକାକାଳୀନ ତିନିଟି ସ୍ଥାନରେ ଭିଜଲାନ୍ସ ଚଢାଉ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀରର ଗାନ୍ଧିନଗରପଡା, ହାଟପଦାପଡାର ପୈତୃକ ଘରେ ଏବଂ କାର୍ଯ୍ଯାଳୟରେ ଚଢାଉ କରିଛି…

ବଲାଙ୍ଗିର ପୁଲିସକୁ ସଫଳତା: ୫୨୮୦ ବୋତଲ…

ବଲାଙ୍ଗିର: ନିଶା ଦମନ କ୍ଷେତ୍ରରେ ବଲାଙ୍ଗିର ପୁଲିସକୁ ବଡ ସଫଳତା ମିଳିଛି। ବଲାଙ୍ଗିର ଜିଲ୍ଲାରେ ଦୀର୍ଘ ଦିନରୁ ବେଆଇନ ଭାବେ ନିଶା ଦ୍ରବ୍ୟ ଚାଲାଣ ହେଉଥିବାବେଳେ ଗୁରୁବାର ବିପୁଳ ପରିମାଣର କଫ ସିରଫ ଜବତ କରିଛି ବଲାଙ୍ଗିର ପୁଲିସ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ…

ସରପଞ୍ଚ ପରେ ୱାର୍ଡ ମେମ୍ବର ପଦବୀ ନିଲାମ…

ବଲାଙ୍ଗିର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ବିଲେଇସର୍ଡା ଗ୍ରାମରେ ନିଲାମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପୁଣି ଏଭଳି ଏକ ଘଟଣା ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅର୍ନ୍ତଗତ ଖୁଜେନବାହାଲ ପଞ୍ଚାୟତରୁ। ୱାର୍ଡ ମେମ୍ବର ପଦବୀ ପାଇଁ ୪୦ ହଜାର ଟଙ୍କାରେ…

ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା…

ଭୁବନେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ଯବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏହି ଘଟଣାରେ ବଜ୍ରକାପ୍ତା ବ୍ୟବସାୟୀ ଅଜିତ କୁମାର ବୁଡେକୁ ଗିରଫ…

ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ: ୪୪ ଲକ୍ଷ…

ବଲାଙ୍ଗିର: ଗାଁ ମନ୍ଦିର ପ୍ରାଙ୍ଗଣରେ ଚାଲିଥିଲା ବୈଠକ। ବୈଠକରେ ଉପସ୍ଥୀତ ଥିଲେ ସରପଞ୍ଚ ପଦବୀ ପାଇଁ ଆଶାୟୀ ଥିବା ନେତା। ନେତାଙ୍କୁ ଘେରି ବସିଥିଲେ ବହୁ ସଂଖ୍ୟାରେ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ଏହିଭଳି ଗ୍ରାମସଭାରେ ଗାଁ ଉନ୍ନତି ପାଇଁ ଆଲୋଚନା ଚାଲିଥିବା ଭଳି ମନେ ହେଉଥିବା ଏହି ବୈଠକରେ କିନ୍ତୁ…