ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600
Browsing Category

ଖୋର୍ଦ୍ଧା

Khordha News: Find all Latest and Breaking News on Khordha. Read Breaking News on Khordha updated and published at The Sakala.

ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ…

ଖୋର୍ଦ୍ଧା: ବିଜେପି ନେତାଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ଖୋର୍ଦ୍ଧା ଜିଲ୍ଲାର କର୍ତ୍ତବ୍ୟରତ ସାମ୍ବାଦିକ। ଖୋର୍ଦ୍ଧା ଛଣଗିରିରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରିକୁ ତୀବ୍ର ବିରୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଏହାପୂର୍ବରୁ ଖୋର୍ଦ୍ଧା…

୧୫୨ବର୍ଷରେ ଗୁରୁଜଙ୍ଗ ପଂଚୁଦୋଳ ମେଳଣ, ୨୨…

ଖୋର୍ଦ୍ଧା: ହିନ୍ଦୁ ସଂସ୍କୃତି, ପରମ୍ପରାରେ ଦୋଳ ଉତ୍ସବର ବିଶେଷ ମହତ୍ୱ ରହିଛି। ଦୋଳ ପୂର୍ଣ୍ଣମୀ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ଦୋଳ ମେଳଣ ଚାଲିଛି। ରବିବାର ଠାରୁ ଗୁରୁଜଙ୍ଗ ପଂଚୁ ଦୋଳ ମେଳଣ ଆରମ୍ଭ ହୋଇଛି। ବୁଧବାର ରାତିରେ ଦୋଳରେ ଠାକୁର ଫଗୁ…

ଏଟିଏମ୍‌ କାର୍ଡ ବଦଳାଇ ୧୭ ହଜାର ଟଙ୍କା…

ବାଲୁଗାଁ: ବାଣପୁର ଥାନା ଅଞ୍ଚଳରେ ଜଣେ ବ୍ଯକ୍ତିଙ୍କ ଏଟିଏମ କାର୍ଡ ବଦଳାଇ ତାଙ୍କ ଆକାଉଣ୍ଟରୁ ଜଣେ ଦୁର୍ବୃତ୍ତ ୧୭ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଥିବା ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ବାଣପୁର ଖୁଣ୍ଟପଲ୍ଲୀ ଗ୍ରାମର ମକଦ୍ଦମ ଜେନା(୫୮) ନାମକ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ…

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମର ମୁରଲୀଧର ସାହୁଙ୍କ ପୁଅ ପ୍ରକାଶ ମଙ୍ଗଳବାର ଦିନ ଅପରାହ୍ନରେ ଦୋକାନରେ ବ୍ୟବସାୟ କରୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଭାବେ ଆକ୍ରମଣ କରିବରୁ ଗୁରୁତର ଆହତ ହୋଇଛନ୍ତି। ଏଥିରେ ବଡ ଭାଇ ପ୍ରସନ୍ନ କୁମାର ସାହୁ ବେଗୁନିଆ ଥାନାରେ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ,…

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ । ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଂଗୀତା ମହାପାତ୍ର ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଠିକାଦାରଙ୍କଠାରୁ ୫୦ ହଜାର ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ୧୮ ଲକ୍ଷର ବିଲ୍‌ ପାସ୍‌ ପାଇଁ ୨ ଲକ୍ଷ ୧୫…

ଖୋର୍ଦ୍ଧା ବରୁଣେଇ ପୀଠରେ 5T ଅଧ୍ଯକ୍ଷ…

ଖୋର୍ଦ୍ଧା: ଆଜି ସକାଳୁ ଖୋର୍ଦ୍ଧା ବରୁଣେଇ ପୀଠରେ ପହଞ୍ଚିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ। ଭୋରରୁ ଗ୍ରାଉଣ୍ଡରେ ପହଞ୍ଚି ବିକାଶର ଅନିୁଧ୍ୟାନ କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୋର ସାଢେ ୫ଟାରେ ଖୋର୍ଦ୍ଧାର ମାଆ ବରୁଣେଇ ମନ୍ଦିରରେ ପହଞ୍ଚିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମାଆଙ୍କୁ ଦର୍ଶନ…

ମାର୍ଚ୍ଚ ୬ ତାରିଖରେ ବିଏସକେୱାଇ ନବୀନ…

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ଯାୟରେ ଏହା ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ । ପରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର  ୯୦ ପ୍ରତିଶତ ଲୋକ ଉପକୃତ ହେବେ । ବିଏସକେୱାଇର ଏହି…

ବ୍ରାଉନସୁଗାର ଡିଲବେଳେ ଚଢ଼ାଉ କଲା…

ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବେପାର। ପୋଲିସ ଯେତେ ଧରିଲେ ମଧ୍ୟ ଏହି ନିଶା କାରବାର ସେତେ ବଢୁଛି। ଜେଲ ଭିତରେ ଥାଇ ମୋବାଇଲ ଯୋଗେ କରୁଥିଲେ ଡିଲ। ଜେଲ ସୂପରିଟେଣ୍ଡଙ୍କ ଠାରୁ ସୁରାକ ପାଇ ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଦର୍ଶ ଥାନା ଅନ୍ତର୍ଗତ…

ଏକ ସିନେମା ହଲ୍‌‌ର ଅପମୃତ୍ୟୁ

ଯାଁଳା (ବୁଲା ବାରିକ):  ରାଜଧାନୀ ଭୁବନେଶ୍ୱର ଠାରୁ ଖୋର୍ଦ୍ଧା ଯିବା ବାଟରେ ପଡ଼େ ଯାଁଳା। ଏକଦା ଯାଁଳାର ସ୍ୱତନ୍ତ୍ର ପରିଚୟ କହିଲେ ଲୋକେ ଶ୍ୟାମା ଟକିଜ୍‌‌ ବା ସିନେମା ହଲ୍‌‌କୁ ବୁଝୁଥିଲେ। କିନ୍ତୁ ସମୟ ଗଡ଼ିବା ସହ ଶ୍ୟାମା ଟକିଜ୍‌‌ରେ ତାଲା ପଡ଼ିଲା। କିନ୍ତୁ ଏବେ ବି ଯାଁଳାର ଆଖପାଖ ପାଖାପାଖି ୬୦…

ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା…

ଖୋର୍ଦ୍ଧା : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ଧକ୍କା ଦେଇଛି ହାଇଓ୍ୱା। ଆଜି ସକାଳ ପ୍ରାୟ ୬ଟା ବେଳେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ାରୁ ପୁରୀକୁ ୪୨ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଆସୁଥିଲା। ବସଟି ଗଡ ଖୋର୍ଦ୍ଧା ଛକ ନିକଟରେ ଛିଡ଼ା ହୋଇଥିବା…