Browsing Category

କୋରାପୁଟ

Koraput News: Find all Latest and Breaking News on Koraput. Read Breaking News on Koraput updated and published at The Sakala.

ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ…

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ କୁଖ୍ୟାତ ମହିଳା ମାଓବାଦୀ ହେଲ୍ ଦେବେ ପୋଡିଆମୀ…

ବାତ୍ୟା ଗୁଲାବ ପ୍ରଭାବ: କୋରାପୁଟରେ ପବନ…

କୋରାପୁଟ: ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଛି । ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ଗୁଲାବର ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି। ଆଜି ପାହାନ୍ତିଆରେ ପଟ୍ଟାଙ୍ଗି ଓ କୁନ୍ଦୁଲି ମଧ୍ୟରେ ଜାତୀୟ ରାଜପଥ ଉପରେର ଏକ ବିଶାଳ ଗଛ ଭାଙ୍ଗି…

ଚାଲାଣକାରୀଙ୍କ ନୂଆ ଶୈଳୀ: ପଇଡ଼ ବୋଝେଇ…

ଲମତାପୁଟ: ରାଜ୍ୟରେ ଚାଲାଣକାରୀ ମାନେ ଆପଣାଉଛନ୍ତି ଗଞ୍ଜେଇ ଚାଲାଣର ନୂଆ ନୂଆ ଶୈଳୀ। ଆଜି ଏକ ପଇଡ ବୋଝେଇ ଟ୍ରକରୁ ଜବତ ହେଉଛି ଗଞ୍ଜେଇ। ଏହି ପଇଡ଼ ବୋଝେଇ ଟ୍ରକ୍‌ରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମାଛକୁଣ୍ଡ ପୋଲିସ ଜବତ…

‘କୋରାପୁଟ କଫି’ଚାଷୀଙ୍କୁ…

ଭୁବନେଶ୍ୱର: ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହାର ଏକ ଉଦାହରଣ…

୨୪ ଘଣ୍ଟାରେ ୨୪ଥର କଟୁଛି ଲାଇଟ,…

ଭବାନୀପାଟଣା: ବିଦ୍ୟୁତ କାଟ ହେଉନଥିବା ଓ ଲୋ ଭୋଲ୍ଟେଜ ସମସ୍ୟା ଆଉ ନଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ। ସେହିପରି ବିଦ୍ୟୁତ ଉତ୍ପାଦନ ହେଉଥିବା କଳାହାଣ୍ଡି ଜିଲାରେ ଉପରୋକ୍ତ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ସମସ୍ୟା ଦ୍ବିଗୁଣିତ ଦେଖାଯାଇଛି। ତେବେ…

କୋଟିଆରେ ଜାରି ହେଲା ୧୪୪ ଧାରା

ଜୟପୁର: କରୋନା ସଂକ୍ରମଣ ବୃଦ୍ଧି ପାଇଁ କୋଟିଆରେ ୧୪୪ ଧାରା ଜାରି ହୋଇଛି। କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ୩ ଦିନ ପାଇଁ କୋଟିଆରେ ୧୪୪ ଧାରା ଜାରି କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ଯାନ ବାହାନ ଗଡ଼ିବାକୁ ମନା କରାଯାଇଛି । ବର୍ତ୍ତମାନ ଜିଲ୍ଲାର ସବୁ ଦଳର…

କଅଁଳ କାନ୍ଧରେ ତିନି ଭଉଣୀଙ୍କ ବୋଝ

ଯେଉଁ ବୟସରେ ସେ ହସିଖେଳି ବୁଲିପାରିଥାନ୍ତେ, କଲେଜରେ ପାଠ ପଢ଼ିଥାନ୍ତେ ସେହି ବୟସରେ ତାଙ୍କ କାନ୍ଧରେ ପଡ଼ିଯାଇଛି ପରିବାରର ବୋଝ। କୋରାପୁଟ ଜିଲ୍ଲା ମାନବାର ପଂଚାୟତର ମେଣ୍ଢାଗୁଡା ଗ୍ରାମର ଦହନା ନାରଙ୍ଗିଆ ଅତି କିଶୋରୀ ଅବସ୍ଥାରୁ ନିଜ ତିନି ସାନ ଭଉଣୀଙ୍କ ଭବିଷ୍ୟତ ଗଢ଼ିବାକୁ ପଣ କରି ଆଗେଇ ଚାଲିଛନ୍ତି।…