ମନୋରଞ୍ଜନ

'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?
ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା
ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'
'ପୁଷ୍ପା ୨'ରେ ଶାଢ଼ୀ ପିନ୍ଧିବା ମୋ ଜୀବନର ସବୁଠାରୁ 'ଆଲଫା' କାମ: ଅଲ୍ଲୁ ଅର୍ଜୁନ
ରାଜନୀତିରେ ମଧ୍ୟ ନିଜକୁ 'ବାହାର ଲୋକ' ଭାବୁଛନ୍ତି କଙ୍ଗନା ରଣାୱତ! ଅଶ୍ଳୀଳ ଆରୋପ ଉପରେ ହେଟର୍ସଙ୍କୁ ଦେଲେ କଡ଼ା ଜବାବ
ସୁକେଶ ଠକେଇ ମାମଲା: ଇଡି ଜେରା ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦିଲେ ନୋରା ଫତେହୀ

ଜୀବନଚର୍ଯ୍ୟା

ବାର୍ଦ୍ଧକ୍ୟ ନୁହେଁ, ବରଂ ୩୦ ବର୍ଷ ବୟସରୁ ଆରମ୍ଭ ହୁଏ ମାଂସପେଶୀ କ୍ଷୟ: ଜାଣନ୍ତୁ କିପରି ରଖିବେ ନିଜକୁ ସୁସ୍ଥ
ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ
ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ
ସ୍କିନକେୟାର ସେରମ୍ କିଣିବାକୁ ଯାଉଛନ୍ତି କି? ଉପାଦାନରୁ ଆରମ୍ଭ କରି ସ୍କିନ୍ ଟାଇପ୍ ପର୍ଯ୍ୟନ୍ତ, କିଣିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା
ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଏକ ସୁସ୍ଥ ଜୀବନଶୈଳୀ ଥାଇ ମଧ୍ୟ ଖରାପ ନିଦ୍ରା ହୃଦୟର କ୍ଷତି କରିପାରେ କି? ଜାଣନ୍ତୁ କାର୍ଡିଓଲୋଜିଷ୍ଟଙ୍କ ମତ

ଓଡ଼ିଶା

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଭୁବନେଶ୍ୱର: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ମଞ୍ଜୁରୀ । ୪ ଲେନ୍‌ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ । ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୁଧବାର...
ଦେଶ- ବିଦେଶ  ଓଡ଼ିଶା 

ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଗୁଣୁପୁର: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ତାରପାଗୁଡ଼ା ଗାଁରେ ଘଟିଛି ଏପରି ଅଘଟଣ । ନୂଆ ପାଇଖାନା ଟାଙ୍କିର ସେଣ୍ଟ୍ରିଂ କାଢ଼ିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ ପଦ୍ମପୁର...
ଓଡ଼ିଶା  ବଡ ଖବର 

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାକୁ ଯାଉଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରୁ ଉପକୂଳ...
ଓଡ଼ିଶା  ବଡ ଖବର 

ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଭଦ୍ରକ: ପୁଅକୁ ହାଣି ହତ୍ୟା କଲା ବାପା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବାପା ନିଜ ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଡା ଅଞ୍ଚଳରେ ବୁଧବାର ଦିନ ଘଟିଛି। ମୃତ ଯୁବକଙ୍କ ନାମ ବିକାଶ ସାହୁ ହୋଇଥିବା...
ଓଡ଼ିଶା 

ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଠକେଇ । ଚାକିରି ନାଁରେ କୋଟିଏରୁ ଅଧିକ ଠକେଇ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଭାବରେ ନିଜକୁ ପରିଚୟ ଦେଇ ଚାକିରି ଆଶାୟୀଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ବୁଧବାର ଦିନ ଗିରଫ କରିଛି। ଅଭିଯୁକ୍ତ ଜଣକ...
ଓଡ଼ିଶା  ବଡ ଖବର 

ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ମଦ ନିଶାରେ ବାପାକୁ ହତ୍ୟା କଲା ପୁଅ । ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ନୃଶଂସ ପୁଅ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁଅ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୁଆଖମଣରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ...
ଓଡ଼ିଶା  କେନ୍ଦୁଝର 

ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ମିଳିଲା ଅଟୋ ଚାଳକଙ୍କ ମୃତଦେହ । ୩୬ ଘଣ୍ଟା ପରେ ମିଳିଲା ଅଟୋ ଚାଳକ ସଂଜୟ ସ୍ଵାଇଁ ଙ୍କ ମୃତଦେହ । ଲିଙ୍ଗିପୁର କୁଆଖାଇ ନଦୀରେ ଠାବ । ଆଜି ଉଦ୍ଧାର କଲେ ବାଲିଅନ୍ତା ଅଗ୍ନିଶମ ଏବଂ ଓଡ୍ରାଫ । ସୋମବାର ରାତ୍ରି ୧୦ ଟାରେ ଟଙ୍କପାଣି ବ୍ରିଜ ଉପରେ ଅଟୋ ରଖି କୁଆଖାଇ...
ଓଡ଼ିଶା 

ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇର ଏକ ଜଙ୍ଗଲରୁ ୫ଟି ଓରାଙ୍ଗଓଟାନ ଛୁଆ ଉଦ୍ଧାର ହେବା ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିରଳ ପ୍ରଜାତିର ବନ୍ୟଜନ୍ତୁ ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ, ତାହା ବନ ବିଭାଗ ପାଇଁ ଏକ ବଡ଼ ରହସ୍ୟ ସୃଷ୍ଟି କରିଛି। ଏହା କୌଣସି ଆନ୍ତର୍ଜାତୀୟ ବନ୍ୟଜନ୍ତୁ...
ଓଡ଼ିଶା  ବଡ ଖବର 

ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଭୁବନେଶ୍ୱର: ଲାଞ୍ଚ ନ ଦେଲେ କୌଣସି କାମ ହେଉନି। ଟ୍ରାନ୍ସଫର୍‌‌ ସାର୍ଟିଫିକେଟ୍‌‌ (ଟିସି) ଠାରୁ ଆରମ୍ଭ କରି ହଷ୍ଟେଲ୍‌‌ ଆବଣ୍ଟନ ଯାଏଁ ସବୁଠି ହାତଗୁଞ୍ଜା ଦେବାକୁ ପଡ଼ୁଛି। ନୂତନ ଭାବେ ଶିକ୍ଷାନୁଷ୍ଠାନକୁ ଆସିଥିବାରୁ ଅଭିଯୋଗ କରିବାକୁ ପିଲାମାନେ ସାହସ ଜୁଟାଇ ପାରୁ ନାହାନ୍ତି। ରାଜ୍ୟର ଏକମାତ୍ର ଓ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ‘ରମାଦେବୀ’ରେ ଖୁଲମ୍‌‌ଖୁଲା ଲାଞ୍ଚ...
ଓଡ଼ିଶା  ବଡ ଖବର 

କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ: କଟକର ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଚିନ୍ମୟ ସାହୁ। ତେବେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ଅନ୍ୟ କିଛି ଛାତ୍ର ତାଙ୍କୁ ପୂର୍ବରୁ...
ଓଡ଼ିଶା 

ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଏଆଇ ମାଧ୍ୟମରେ ବିକୃତ, ଅଶ୍ଳୀଳ ଓ ଅପମାନଜନକ ଭାବରେ ପ୍ରସ୍ତୁତ କରି ସୋସିଆଲ ମିଡିଆ ପ୍ରଚାର କରାଯାଇଛି। ଯାହାକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜେପି କର୍ମକର୍ତ୍ତାଙ୍କ ନାମରେ ବାରିପଦା ଟାଉନ ଥାନା ଅଭିଯୋଗ ହୋଇଛି। ଧର୍ମ ଓ...
ଓଡ଼ିଶା 

ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫ ଦିନିଆ ୟୁଏଇ ଗସ୍ତ ଆଜି ଆରମ୍ଭ ହୋଇଥିବା ବେଳେ ଏହି ଗସ୍ତର ଫଳାଫଳକୁ ନେଇ ଆଶଙ୍କା ପ୍ରକାଶ କରିଛି ବିଜୁ ଜନତା ଦଳ । ପୂର୍ବରୁ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତରେ ରାଜ୍ୟକୁ କିଛି ମିଳିନଥିବା ବେଳେ ଏହି ଗସ୍ତ କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି...
ଓଡ଼ିଶା