ମନୋରଞ୍ଜନ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍
ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ
ଯୁଦ୍ଧ ଯୋଗୁଁ ବଲିଉଡ୍ ପ୍ରଭାବିତ: ଅକ୍ଷୟ କୁମାର କହିଲେ 'ସମସ୍ତଙ୍କ ବ୍ୟବସାୟ ଚୌପଟ୍'
ଗୁପ୍ତ ବିବାହ କଲେ ର‍୍ୟାପର ବାଦଶାହ! ଗର୍ଲଫ୍ରେଣ୍ଡ ଈଶା ରିଖିଙ୍କ ସହ ଫଟୋ ଭାଇରାଲ
ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ
‘ଧୁରନ୍ଧର ୨’ରେ ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା ଟଣ୍ଡନ୍, କହିଲେ- ‘ରେହମାନ ଡକାୟତଙ୍କ ଶେଷକୃତ୍ୟ ଦୃଶ୍ୟ ଥିଲା ବହୁତ କଷ୍ଟକର’

ଜୀବନଚର୍ଯ୍ୟା

ବାରମ୍ବାର ମିଠା କିମ୍ବା ଲୁଣିଆ ଖାଇବାକୁ ଇଚ୍ଛା ହେଉଛି କି? ଜାଣନ୍ତୁ ଖାଦ୍ୟ କ୍ରେଭିଙ୍ଗ୍ସର କାରଣ ଏବଂ ନିୟନ୍ତ୍ରଣ ଉପାୟ
ପ୍ରତିଦିନ ଖାଆନ୍ତୁ ଗୋଟିଏ କୋଲା ରସୁଣ: ହଜମ ପ୍ରକ୍ରିୟାରୁ ନେଇ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଫାଇଦା
ଚମକୁଥିବା ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଚନ୍ଦନ ଫେସ୍ ପ୍ୟାକ୍, ଜାଣନ୍ତୁ ଏହାର ଫାଇଦା ଏବଂ ପ୍ରସ୍ତୁତି ପ୍ରଣାଳୀ
ସ୍ୱପ୍ନ ଶାସ୍ତ୍ର: ଏହି ୪ଟି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ କ୍ଷତି !
ସକାଳେ ଉଠିବା ମାତ୍ରେ କରନ୍ତୁ ନାହିଁ ଏହି ୩ଟି ଭୁଲ୍, ଅଟକି ଯାଇପାରେ ଆପଣଙ୍କ ଉନ୍ନତି
କୋରିଆନ୍ ଗ୍ଲାସ୍ ସ୍କିନ୍ ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଚେହେରା ଚମକିବ ଆଇନା ପରି

ଖେଳ ଖବର

ଆଇପିଏଲ୍ ୨୦୨୬: ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମହାମୁକାବିଲା, ଶୁବମାନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଉପରେ ନଜର

ଆଇପିଏଲ୍ ୨୦୨୬ (IPL 2026) ର ୪ର୍ଥ ମ୍ୟାଚରେ ଆଜି ଗୁଜରାଟ ଟାଇଟନ୍ସ (GT) ଏବଂ ପଞ୍ଜାବ କିଙ୍ଗସ୍ (PBKS) ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ରୋମାଞ୍ଚକର ମ୍ୟାଚ୍ ମାର୍ଚ୍ଚ ୩୧ ତାରିଖରେ ମୁଲ୍ଲାନ୍‌ପୁର ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳର ଅଧିନାୟକ ଶୁବମାନ ଗିଲ୍ ଏବଂ ଶ୍ରେୟସ...
ଖେଳ ଖବର 

ବିଶ୍ୱର ଶ୍ରେଷ୍ଠ ପାରା ତୀରନ୍ଦାଜ ହେଲେ ଭାରତର ଶୀତଳ ଦେବୀ, ରଚିଲେ ଇତିହାସ

ବିଶ୍ବ ତୀରନ୍ଦାଜୀ ମହାସଂଘ (ୱର୍ଲଡ ଆର୍ଚେରୀ) ପକ୍ଷରୁ ଭାରତର ତାରକା ଶୀତଳ ଦେବୀଙ୍କୁ ୨୦୨୫ ବର୍ଷ ପାଇଁ ସର୍ବଶ୍ରେଷ୍ଠ ପାରା ତୀରନ୍ଦାଜ ଭାବେ ଘୋଷଣା କରାଯାଇଛି। ନିଜର ଅଦମ୍ୟ ସାହସ ଏବଂ ନିଷ୍ଠା ବଳରେ ସେ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅସମ୍ଭବକୁ ସମ୍ଭବ କଲେ ଶୀତଳ ଜାମ୍ମୁ-କାଶ୍ମୀରର ...
ଖେଳ ଖବର 

ଆଇପିଏଲ୍ ୨୦୨୬: ଆଜି ସିଏସକେ-ଆରଆର ମହାଲଢ଼େଇ; ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ସଞ୍ଜୁ ଓ ଜାଡେଜା, ଖେଳିବେନି ଧୋନି

ଆଇପିଏଲ୍ ୨୦୨୬ର ତୃତୀୟ ମୁକାବିଲାରେ ସୋମବାର ଚେନ୍ନାଇ ସୁପର କିଙ୍ଗସ (CSK) ଏବଂ ରାଜସ୍ଥାନ ରୟାଲ୍ସ (RR) ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗୁଆହାଟୀର ବର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବେଶ୍ ଭାବପ୍ରବଣ ରହିବ। କାରଣ ଏହି ମ୍ୟାଚରେ ଅନେକ ବଡ଼ ଖେଳାଳି...
ଖେଳ ଖବର 

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରତିଶ୍ରୁତି ରକ୍ଷା କରି ୱାଙ୍ଖେଡେ ଗ୍ରାଉଣ୍ଡଷ୍ଟାଫଙ୍କୁ କଲେ ପୁରସ୍କୃତ

ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଭିତରେ ନିଜର ଦମଦାର ଖେଳ ପାଇଁ ଯେତିକି ପରିଚିତ, ଏବେ ପଡ଼ିଆ ବାହାରେ ନିଜର ଏକ ମହାନ କାର୍ଯ୍ୟ ପାଇଁ ସେତିକି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ର ଗ୍ରାଉଣ୍ଡଷ୍ଟାଫଙ୍କୁ ପୁରସ୍କୃତ କରି ସମସ୍ତଙ୍କ ହୃଦୟ...
ଖେଳ ଖବର 

ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

ବେଙ୍ଗାଲୁରୁ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ ମହାସମର । ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ । ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୯ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ବିଭୀଷିକା ମଧ୍ୟରେ ଭାରତ ସମେତ ବିଶ୍ୱର କ୍ରିକେଟ ପ୍ରଶଂସକ ପୁଣି ଥରେ ଫଟାଫଟ୍‌...
ବଡ ଖବର  ଖେଳ ଖବର 

ସିଏସକେ (CSK) ଫ୍ୟାନ୍ସଙ୍କ ପାଇଁ ବଡ଼ ଝଟକା, ଆହତ କାରଣରୁ ୨ ସପ୍ତାହ ପାଇଁ ବାଦ୍ ପଡ଼ିଲେ ମହେନ୍ଦ୍ର ସିଂହ ଧୋନି

ଆଇପିଏଲ ୨୦୨୬ (IPL 2026) ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପ୍ରଶଂସକଙ୍କ ପାଇଁ ଏକ ଅତ୍ୟନ୍ତ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଦଳର ପ୍ରମୁଖ ଖେଳାଳି ତଥା ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନି (MS Dhoni) ଆହତ କାରଣରୁ ଆଗାମୀ ୨ ସପ୍ତାହ ପାଇଁ କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିବେ। ଗୋଡ଼ର...
ଖେଳ ଖବର 

ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

କଟକ: ଓଡ଼ିଶାର କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ ଖୁସି ଖବର । ଡିସେମ୍ବର ୨୪ରେ ଦୁଲୁକିବ କଟକର ବାରବାଟୀ ଷ୍ଟାଡିୟମ। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବ T-20 ମ୍ୟାଚ୍‌ । ୨୦୨୬-୨୭ ପାଇଁ BCCI ଖେଳସୂଚୀରୁ ସ୍ପଷ୍ଟ ହୋଇଛି ବାରବାଟୀ ମ୍ୟାଚ୍‌ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ...
ଓଡ଼ିଶା  ବଡ ଖବର  ଖେଳ ଖବର 

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା: ଅନୁଷ୍କା ଶର୍ମାଙ୍କୁ ମିଳିଲା ସୁଯୋଗ

ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଭାରତୀୟ ମହିଳା ଦଳ ଘୋଷଣା କରିଛି। ଅଭିଜ୍ଞ ଖେଳାଳି ହରମନପ୍ରୀତ କୌରଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଉପ-ଅଧିନାୟକ...
ଖେଳ ଖବର 

୧୪ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଜିତେଶ ଶର୍ମାଙ୍କ ମଜାଦାର ବୟାନ

ଆଇପିଏଲ୍ (IPL) ୨୦୨୬ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ ରାଜସ୍ଥାନ ରୟାଲ୍ସର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ୱିକେଟ୍ କିପର-ବ୍ୟାଟର ଜିତେଶ ଶର୍ମା...
ଖେଳ ଖବର 

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ

ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଜୁନ୍ ମାସରେ ଆୟର୍ଲାଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ବହୁ ପ୍ରତୀକ୍ଷିତ ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ ଏହି ଟି-୨୦ ସିରିଜ୍ ଖେଳିବ। ଏ ନେଇ ଆୟର୍ଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ପାଇଁ ଏହି ସିରିଜ୍ ଆଗାମୀ ଇଂଲଣ୍ଡ...
ଖେଳ ଖବର 

ବିସିସିଆଇ ନମନ ପୁରସ୍କାର: ଶୁବମନ ଗିଲ୍ ଓ ସ୍ମୃତି ମନ୍ଧାନାଙ୍କୁ ବର୍ଷର ଶ୍ରେଷ୍ଠ କ୍ରିକେଟର ସମ୍ମାନ

ରବିବାର ଅନୁଷ୍ଠିତ ବିସିସିଆଇ ନମନ ପୁରସ୍କାର ସମାରୋହରେ ଭାରତୀୟ କ୍ରିକେଟ୍ ଦଳର ଯୁବ ତାରକା ଶୁବମନ ଗିଲ୍ ଏବଂ ମହିଳା ଦଳର ତାରକା ଖେଳାଳି ସ୍ମୃତି ମନ୍ଧାନାଙ୍କୁ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନ କରାଯାଇଛି। କ୍ରିକେଟ୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉଭୟଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।...
ଖେଳ ଖବର 

FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀକୁ ୧-୦ ଗୋଲ୍‌ରେ ହରାଇ FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । ସୋସିଆଲ ମିଡ଼ିଆ ସାଇଟ ‘X’ରେ ମହିଳା ହକି ଟିମକୁ ଶୁଭେଚ୍ଛା...
ଓଡ଼ିଶା  ବଡ ଖବର  ଖେଳ ଖବର