ମନୋରଞ୍ଜନ
ମାଲକାନଗିରି
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
Published On
By Madhusudan Das
ମାଲକାନଗିରି: ପ୍ରେମ ପାଇଁ ଟାୱାରରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ବିବାହ ପାଇଁ ମନାକଲା ପ୍ରେମିକା । ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁରୁ ଆସିଛି ଏପରି ଖବର । ଯୁବକ ଜଣକ ହେଲେ...
ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ
Published On
By Madhusudan Das
ମାଲକାନଗିରି: ଯୁଦ୍ଧ ପାଇଁ ସରିଯିବ ପେଟ୍ରୋଲ ଆଉ ଡିଜେଲ । ମାଲକାନଗିରି ଜିଲ୍ଲାରେ ଏଭଳି ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଗତକାଲି ରାତି ଓ ଆଜି ସକାଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା...
ପୁଲିସକୁ ବଡ଼ ସଫଳତା: ଅସ୍ତ୍ରଶସ୍ତ୍ର ସହ ୪୧ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ପୁରସ୍କାର
Published On
By Deviprasad Mohanty
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଠାରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଦେଇ ଏକକାଳୀନ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ପୁଲିସ ନିକଟରେ ଏହି ମାଓବାଦୀମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆତ୍ମସମର୍ପଣ କରିଥିବା...
ମାଲକାନଗିରିରେ ୯ ଦିନ ପରେ ଫେରିଲା ଇଣ୍ଟରନେଟ ସେବା, ଆଶ୍ୱସ୍ତ ହେଲେ ଜିଲ୍ଲାବାସୀ...
Published On
By Deviprasad Mohanty
ମାଲକାନଗିରି: ମାଲକାନଗିରିରେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି। ଆଜି ଦିନ ୧୨ଟା ପରେ ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହେବା ପରେ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଇଣ୍ଟରନେଟ ସେବା ବନ୍ଦ ରହିବା କାରଣରୁ ଯେଉଁ ଅସୁବିଧା ସୃଷ୍ଟି ହୋଇଥିଲା, ତାହା...
ମାଲକାନଗିରି ହିଂସାକାଣ୍ଡ ଘଟଣା, ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା
Published On
By Deviprasad Mohanty
ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରଶାସନ ଗୁରୁବାର ଦିନ ଜିଲ୍ଲାରେ ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବ୍ୟାନ୍କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛନ୍ତି। ଯାହା ଦ୍ୱାରା ଡିସେମ୍ବର ୧୨ ତାରିଖ ରାତି ୧୨ଟା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।ଏହି କଟକଣା ଦ୍ବାରା ହ୍ୱାଟସଆପ୍, ଫେସବୁକ୍ ଏବଂ...
ମାଲକାନଗିରି ହିଂସାକାଣ୍ଡ ଘଟଣାକୁ ନେଇ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କଲା ବିଜେଡ଼ି
Published On
By Deviprasad Mohanty
ଭୁବନେଶ୍ବର: ମାଲକାନଗିରି ଘଟଣାକୁ ନେଇ ବିଜେଡି ଆଜି ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ (Fact-Finding Team) ଗଠନ କରିଛି। ଯେଉଁଥିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିବାକୁ କୁହାଯାଇଛି। ସେଠାରେ ଏକ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ଚାଞ୍ଚଲ୍ୟକର ଘଟଣା ପରେ ୫୦ରୁ...
ଗୃହରେ ମାଲକାନଗିରି ଘଟଣାକୁ ନେଇ ରାଜା ସ୍ଵାଇଁଙ୍କ ଉଦବେଗ: 'ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡ଼ିଶାରେ ମାଲକାନଗିରି ଜଳୁଛି'
Published On
By Deviprasad Mohanty
ଭୁବନେଶ୍ବର: ବିଧାସଭାର ଶୂନ୍ୟକାଳରେ ମାଲକାନଗିରି ଘଟଣାକୁ ନେଇ ରଣେନ୍ଦ୍ର ପ୍ରତାପ (ରାଜା ) ସ୍ଵାଇଁ ଉଦବେଗ ପ୍ରକାଶ କରିଛନ୍ତି। ମାଲକାନଗିରି ଜଳୁଛି। ଆଉ ଗୋଟେ କନ୍ଧମାଳ ହେବାକୁ ଯାଉଛି। ଘର ପୋଡ଼ି ହୋଇଛି। ଜୀବନ ଯୌବନ ଚାଲି ଗଲାଣି। ଆମେ ବିଧାନସଭାରେ ବସିଛୁ, କିନ୍ତୁ ରାଜ୍ୟର ଗୋଟିଏ ଭାଗ ଜଳୁଛି। ଆଜିକା ଦିନରେ ସେଠିକା ସ୍ଥିତି...
ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ
Published On
By Deviprasad Mohanty
ଭୁବନେଶ୍ବର: ମାଲକାନାଗିରିରେ ତେଜୁଛି ଉତ୍ତେଜନା। ବନ୍ଦ କରାଗଲା ଇଣ୍ଟରନେଟ୍ ସେବା। ମାଲକାନାଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ। ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏମଭି-୨୬ ଓ ରାଖେଲଗୁଡା ଗାଁରେ ଗଣ୍ଡୋଗଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।
ମାଲକାନଗିରିରେ ଲଜ୍ଜା: ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର...
Published On
By Deviprasad Mohanty
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV -79 ଥାନା ଆଞ୍ଚଳରେ ଲଜ୍ଜା ଜନକ ଘଟଣା l ବନ୍ଦ ଘରେ ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରକୁ ଡାକି ପଡ଼ୋଶୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ MV -79 ଥାନାରେ ଅଭିଯୋଗ କରିଛନ୍ତି ୩ ଛାତ୍ରୀଙ୍କ ପିରବାରଲୋକେ। ଅଭିଯୁକ୍ତ ଫେରାର ହୋଇ ଯାଇଥିବା...
ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ
Published On
By Deviprasad Mohanty
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନାବାଳିକାକୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ ହୋଇଛି। ୨ ଜଣ ନବଳିକା ଓ ୨ଜଣ ଯୁବକ ଜିଲ୍ଲାର ତଣ୍ଡାପାଲି ନିକଟରେ ଥିବା ଏକ ଜଙ୍ଗଲକୁ ଯାଇଥିଲେ। ତେବେ ସେଠାରେ ଜଣେ ନବଳିକାକୁ ମଦ ପିଆଇ ତାଙ୍କ ସହ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାର...
ବିସ୍ଫୋରକ ସହିତ ୩ ମାଓବାଦୀ ଗିରଫ
Published On
By The Sakala
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମାରେ ମାଓ ବିରୋଧୀ ଅଭିଯାନବେଳେ ଚିନ୍ତାଗୁଫା ଥାନା ଅଞ୍ଚଳରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ଓ CRPF ପକ୍ଷରୁ ଜାରି ରହିଛି ଅଭିଯାନ। ପେଣ୍ଟାପାଦ ଗ୍ରାମ ନିକଟରେ ୩ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରିଥିଲେ ଯବାନ। ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି। ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି […]
ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ …
Published On
By The Sakala
ମାଲକାନଗିରି: ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଥିଲେ ଯୁବକ। ଗତ ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲା। ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ଆଜି ସକାଳୁ ସ୍ଥାନୀୟଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର […]



