ମନୋରଞ୍ଜନ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍
ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ
ଯୁଦ୍ଧ ଯୋଗୁଁ ବଲିଉଡ୍ ପ୍ରଭାବିତ: ଅକ୍ଷୟ କୁମାର କହିଲେ 'ସମସ୍ତଙ୍କ ବ୍ୟବସାୟ ଚୌପଟ୍'
ଗୁପ୍ତ ବିବାହ କଲେ ର‍୍ୟାପର ବାଦଶାହ! ଗର୍ଲଫ୍ରେଣ୍ଡ ଈଶା ରିଖିଙ୍କ ସହ ଫଟୋ ଭାଇରାଲ
ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ
‘ଧୁରନ୍ଧର ୨’ରେ ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା ଟଣ୍ଡନ୍, କହିଲେ- ‘ରେହମାନ ଡକାୟତଙ୍କ ଶେଷକୃତ୍ୟ ଦୃଶ୍ୟ ଥିଲା ବହୁତ କଷ୍ଟକର’

ଜୀବନଚର୍ଯ୍ୟା

ବାରମ୍ବାର ମିଠା କିମ୍ବା ଲୁଣିଆ ଖାଇବାକୁ ଇଚ୍ଛା ହେଉଛି କି? ଜାଣନ୍ତୁ ଖାଦ୍ୟ କ୍ରେଭିଙ୍ଗ୍ସର କାରଣ ଏବଂ ନିୟନ୍ତ୍ରଣ ଉପାୟ
ପ୍ରତିଦିନ ଖାଆନ୍ତୁ ଗୋଟିଏ କୋଲା ରସୁଣ: ହଜମ ପ୍ରକ୍ରିୟାରୁ ନେଇ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଫାଇଦା
ଚମକୁଥିବା ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଚନ୍ଦନ ଫେସ୍ ପ୍ୟାକ୍, ଜାଣନ୍ତୁ ଏହାର ଫାଇଦା ଏବଂ ପ୍ରସ୍ତୁତି ପ୍ରଣାଳୀ
ସ୍ୱପ୍ନ ଶାସ୍ତ୍ର: ଏହି ୪ଟି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ କ୍ଷତି !
ସକାଳେ ଉଠିବା ମାତ୍ରେ କରନ୍ତୁ ନାହିଁ ଏହି ୩ଟି ଭୁଲ୍, ଅଟକି ଯାଇପାରେ ଆପଣଙ୍କ ଉନ୍ନତି
କୋରିଆନ୍ ଗ୍ଲାସ୍ ସ୍କିନ୍ ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଚେହେରା ଚମକିବ ଆଇନା ପରି

ଦେବଗଡ଼

ଜାଳ କାଠ ପାଇଁ ସାନ ଯାଆ ନେଇଗଲା ବଡ଼ ଯାଆର ଜୀବନ

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅଭାବନୀୟ ଘଟଣା। ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ମୃତ ବଡ଼ ଯାଆର ନାଁ ଜ୍ୟୋତ୍ସ୍ନା ଭୋଜ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା ପୁଲିସ । ହତ୍ୟା କାଣ୍ଡ ପରେ ସାହିରେ ଚାପା ଉତ୍ତେଜନା […]
ଓଡ଼ିଶା  ଦେବଗଡ଼ 

ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା

ଦେବଗଡ଼: ମହିଳାଙ୍କୁ ଦଳି ଦେଲା ଦନ୍ତା। ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ତିଳେଇପଶି ଗ୍ରାମରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦନ୍ତା ଦଳି ଦେଇଛି। ମୃତ ମହିଳା ତିଳେଇପଶି ମାହାର ସାହିର ଜିତୁ ମାହାରଙ୍କ ସ୍ତ୍ରୀ ପୂଜା ମାହାର। ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ଵାମୀ ଜିତୁ ଓ ତିନି ସନ୍ତାନ। ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ […]
ଓଡ଼ିଶା  ଦେବଗଡ଼ 

ଦନ୍ତାହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ସୁରଙ୍ଗିପାଳ ତାରିଣୀ ମନ୍ଦିର ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ଆଜି ସକାଳୁ ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ମୃତ ଦନ୍ତାହାତୀର ପାଟିରେ କ୍ଷତ ସ୍ଥାନ ଥିବା ବେଳେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ତଦନ୍ତ ଚାଲିଛି।
ଓଡ଼ିଶା  ଦେବଗଡ଼ 

ରାଜନୈତିକ ଆକ୍ରୋଶ: ନିର୍ବାଚିତ ପୌରାଧ୍ୟକ୍ଷାଙ୍କୁ ବିଦାକଲେ ସରକାର

ଦେବଗଡ଼: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାର ବହିଷ୍କାର କରିଛନ୍ତି। ଗତ ପୌର ନିର୍ବାଚନରେ ବିଜେଡି ଟିକଟରେ ନିର୍ବାଚିତ ହୋଇଥିବା ଶାନ୍ତି ମଞ୍ଜରୀଙ୍କ ବିରୋଧରେ ପୌର ପରିଷଦ ଉପାଧ୍ୟକ୍ଷ ତଥା ବିଜେପି ନେତା ପ୍ରଜିତ କୁମାରଙ୍କ ଅଭିଯୋଗ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ଉପେର ବିରୋଧୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ପୌର ପରିଷଦ ଅଧ୍ୟକ୍ଷା ନିର୍ବାଚନରେ ଶାନ୍ତି ମଞ୍ଜରୀ ବିପୁଳ େଭାଟ ବ୍ୟବଧାନରେ ନିର୍ବାଚିତ ହୋଇଥିେଲ […]
ଓଡ଼ିଶା  ଦେବଗଡ଼ 

କଲରାପତରିଆ ବାଘଛାଲ ଡିଲ ବେଳେ ବନବିଭାଗର ଚଢ଼ଉ, ୭ ଅଭିଯୁକ୍ତ ଗିରଫ

ଦେବଗଡ: ବାରକୋଟ ବନାଞ୍ଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ସମୟରେ ମାଡିବସିଲା ବନବିଭାଗ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଲରାପତ୍ରିଆ ବାଘ ଛାଲ ସମେତ ଦୁଇଟି ବାଇକ ଏବଂ ୫ ଟି ମୋବାଇଲ ଜବତ ହୋଇଛି। ଗିରଫ ହୋଇଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରାଜସ୍ଥାନ ଜୋଧପୁର ଜିଲାର ଅଶୋକ ବିଶ୍ନୋଇ, ଅଜୟପାଲ ବିଶ୍ନୋଇ, ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ସାନବାଗଦର୍ହି ଗାଁର ବିରବର ନାହାକ, ଦେବଗଡ […]
ଓଡ଼ିଶା  ଅପରାଧ  ଦେବଗଡ଼ 

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସେଣ୍ଢାଗ୍ରାମରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। ମୃତ ନବବଧୂ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗ୍ରାମର ରୋଜାଲିନ ସାହୁ। ଗତ ମଇ ମାସରେ ଜରଡ଼ା ଗ୍ରାମର କ୍ଷୀରୋଦ ସାହୁଙ୍କ ୧୯ ବର୍ଷୀୟା କନ୍ୟା ରୋଜାଲିନ ସହ ସେଣ୍ଢା ଗ୍ରାମର ଘନଶ୍ୟାମ ସାହୁଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ପରଠାରୁ ସ୍ଵାମୀ ଘରଲୋକେ ଯୌତୁକ ଦାବିରେ ଶାରୀରିକ ନିର୍ଯାତନା ଦେବାରୁ କିଛି ଦିନପାଇଁ ବାପ ଘରକୁ […]
ଓଡ଼ିଶା  ଦେବଗଡ଼ 

ହାତୀ ପାଇଁ ଉତ୍ତେଜନା, ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼: କୁଣ୍ଢେଇଗଳା ବନାଞ୍ଚଳ ନୂଆଡ଼ିହ ସେକ୍ସନ ଅନ୍ତର୍ଗତ ଭେଜିକୁଦର ଗ୍ରାମରେ ଗତ କିଛିଦିନଧରି ୧୦ ଟିକିଆ ହାତୀପଲଙ୍କ ଉପଦ୍ରଵ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିବା ବେଳେ ବିଭାଗୀୟ ଫରେଷ୍ଟର ଦାଇତ୍ୱରେ ରହୁ ନଥିବାରୁ ହାତୀ ପାଇଁ ଗ୍ରାମରେ ଉତ୍ତେଜନା ଦେଖା ଯାଇଛି । ହାତୀ ଘଉଡ଼ାଇବାରେ ବିଭାଗୀୟ କର୍ମଚାରୀ ଅବହେଳା କରୁଥିବାରୁ ଗତକାଲି ଫରେଷ୍ଟର ଛବିଳ ବେହେରା ଗ୍ରାମକୁ ଯାଇଥିବା ସମୟରେ ଉତ୍ୟକ୍ତ ଗ୍ରାମ ବାସୀ ମାନେ କୁଆଡେ ଆସିଛ କହି ପ୍ରଶ୍ନ ପଚାରିବା ସହ ଯୁକ୍ତି […]
ଓଡ଼ିଶା  ଦେବଗଡ଼ 

ଜବତ ଗଂଜେଇକୁ ବେପାର କରୁଛି ଏସ୍‌ଟିଏଫ୍‌; ଅଡିଓ ଭାଇରାଲ୍‌

ଦେବଗଡ଼: ବ୍ରାଉନସୁଗାର, ଗଂଜେଇ ଭଳି ବେଆଇନ ନିଶା କାରବାରକୁ ରାଜ୍ୟରୁ ମୂଳପୋଛ କରିବା ଦିଗରେ କାମ କରୁଥିବା ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବିରୋଧରେ ସଂଗିନ୍‌ ଅଭିଯୋଗ ଆସିଛି। ଖୋଦ୍‌ ଏସ୍‌ଟିଏଫ୍‌ର ଅଧିକାରୀମାନେ ମାଫିଆଙ୍କ ସହ ମିଶି ଗଂଜେଇ ବେପାର କରୁଛନ୍ତି। ଜଣେ ଗଂଜେଇ ବେପାରୀ ଓ ଏସ୍‌ଟିଏଫ୍‌ ଅଧିକାରୀଙ୍କ ଫୋନ୍‌ ବାର୍ତ୍ତାଳାପରୁ ଏଭଳି ଏକ ସଂଗିନ୍‌ ଅଭିଯୋଗ ମୁଣ୍ଡ ଟେକିଛି। ସୂଚନାନୁଯାୟୀ, ଜଣେ ଖବରୀର ସୂଚନା ଆଧାରରେ ଗତ ୬ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା […]
ଓଡ଼ିଶା  ଦେବଗଡ଼ 

ସ୍ପଷ୍ଟ ଦିବାଲୋକରେ ଜିଲ୍ଲାରେ ଚାଲିଛି ଲଘୁ ଖଣିଜର ହରିଲୁଟ

ଦେବଗଡ଼: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ। ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍ ରେ ଲୁଟ ହେଉଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲା ଖଣି ଅଧିକାରୀ  ଅଫିସ ନ ଆସି ବାଲି ଓ ପଥର ମାଫିଆଙ୍କ ସହ କୋଳାକୋଳି ହୋଇ ପିସି କାରବାରରେ ବ୍ୟସ୍ତ ଥିବା କାରଣରୁ ସରକାର ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି। ଦେବଗଡ଼ ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର […]
ଓଡ଼ିଶା  ଦେବଗଡ଼ 

ବନ୍ଧୁ ସାଜିଲା ହତ୍ୟାକାରୀ,ହତ୍ୟାକାଣ୍ଡ ପରେ ସଡ଼କ ଦୁର୍ଘଟଣାର ରୂପ ଦେବାକୁ କରିଥିଲା ପ୍ରୟାସ

ଦେବଗଡ଼ : ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଗ୍ରାମରେ ଠିକା କାମର ଲାଭ ଅର୍ଥ ଭାଗ ଓ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଧେହରେ ଜଣେ ବନ୍ଧୁ ଷଡଯନ୍ତ୍ର ପୂର୍ବକ ଅନ୍ୟ ଜଣେ ବନ୍ଧୁଙ୍କୁ ନିର୍ମମ ହତ୍ୟା କରିବା ପରେ ହତ୍ୟାକାଣ୍ଡକୁ ସଡ଼କ ଦୁର୍ଘଟଣାର ରୂପ ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ପୁଲିସର ଫାସରେ ପଡ଼ିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାଇ ଗତ ଅକ୍ଟୋବର ୧୧ ତାରିଖ ରାତି ପ୍ରାୟ ୧୧ […]
ଓଡ଼ିଶା  ଦେବଗଡ଼ 

ଦେବଗଡ଼ରେ ଲଜ୍ଜ୍ୟା: ମାଆଙ୍କୁ ଦୁଷ୍କର୍ମ କଲା ପୁଅ, ଅଭିଯୁକ୍ତ ଥାନାରେ ଅଟକ

ଦେବଗଡ଼: ମାଆଙ୍କୁ ଦୁଷ୍କର୍ମ କଲା ପୁଅ। ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ। ଏନେଇ ପୀଡିତା ମାଆ ଆଜି ସନ୍ଧ୍ୟାରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାସହ ଅଭିଯୁକ୍ତ ସୈତାନ ପୁଅକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଆରମ୍ଭ କରିଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାଇ କୌଣସି ଏକ […]
ଓଡ଼ିଶା  ଦେବଗଡ଼ 

ତାସ ଖେଳରୁ ମହାଭାରତ: ସାଙ୍ଗକୁ ହତ୍ୟା କଲା ସାଙ୍ଗ, ଦୁଇ ଜଣ ଅଟକ ଜଣେ ଫେରାର

ଦେବଗଡ଼: କୁଣ୍ଢେଇଗୋଳା ଥାନା ବୁଢାପାଳ ବିଟ ଅନ୍ତର୍ଗତ ଗମ୍ଭାରୀପାଳ ଗ୍ରାମରେ ଗତକାଲି ରାତ୍ରୀରେ ତାସ ଖେଳରୁ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି। ହତ୍ୟା କାଣ୍ଡରେ ସେହି ଗ୍ରାମର ଅଜୟ ମୁଖି ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ହତ୍ୟା କାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ଦୁଇଜଣ ଯୁବକକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ଥିବା ଜଣା ପଡିଛି। ଏ ନେଇ ଆଜି ପୂର୍ବାହ୍ନରେ ମୃତର ଭାଇ ବିଜୟ ମୁଖିର ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା […]
ଓଡ଼ିଶା  ଦେବଗଡ଼