ମନୋରଞ୍ଜନ
ମନୋରଞ୍ଜନ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍
Published On
By Suryakanta
ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ 'କିଙ୍ଗ'କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବଂ ଉତ୍ତେଜନାପୂର୍ଣ୍ଣ ସ୍ଥିତି କାରଣରୁ ଫିଲ୍ମର ଦୁବାଇ ସିଡ୍ୟୁଲକୁ ବାତିଲ କରିଦିଆଯାଇଛି। କଳାକାର ଓ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଏହି ନିଷ୍ପତ୍ତି ନେଇଛନ୍ତି।...
ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ
Published On
By Suryakanta
ପାନ୍-ଇଣ୍ଡିଆ ସୁପରଷ୍ଟାର୍ ରାମ ଚରଣ ଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ 'ପେଡ୍ଡି' ର ପ୍ରଥମ ଝଲକ୍ ବା ଟିଜର ରିଲିଜ୍ ହୋଇଛି। ମାର୍ଚ୍ଚ ୨୭ ତାରିଖରେ ନିଜର ଜନ୍ମଦିନ ପାଳନ କରୁଥିବା ଏହି ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଉପହାର। 'ପେଡ୍ଡି ପେହଲୱାନ' ଭାବରେ ତାଙ୍କର ଏକ...
ଯୁଦ୍ଧ ଯୋଗୁଁ ବଲିଉଡ୍ ପ୍ରଭାବିତ: ଅକ୍ଷୟ କୁମାର କହିଲେ 'ସମସ୍ତଙ୍କ ବ୍ୟବସାୟ ଚୌପଟ୍'
Published On
By Suryakanta
ବର୍ତ୍ତମାନର ବିଶ୍ୱସ୍ତରୀୟ ପରିସ୍ଥିତି ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବଲିଉଡ୍ ବକ୍ସ ଅଫିସ୍ ଉପରେ ପଡ଼ିଥିବା ନେଇ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର ଖୋଲାଖୋଲି ଭାବେ ମତ ରଖିଛନ୍ତି। ବର୍ତ୍ତମାନ ସିନେମା ଜଗତର ଅବସ୍ଥାକୁ ନେଇ ସେ କହିଛନ୍ତି ଯେ "ସବକା ଧନ୍ଦା ଚୌପଟ୍" ଅର୍ଥାତ୍ ସମସ୍ତଙ୍କ ବ୍ୟବସାୟ ନଷ୍ଟ ହୋଇଯାଇଛି। ଏଭଳି କଠିନ ପରିସ୍ଥିତିରେ...
ଗୁପ୍ତ ବିବାହ କଲେ ର୍ୟାପର ବାଦଶାହ! ଗର୍ଲଫ୍ରେଣ୍ଡ ଈଶା ରିଖିଙ୍କ ସହ ଫଟୋ ଭାଇରାଲ
Published On
By Suryakanta
ବଲିଉଡର ଲୋକପ୍ରିୟ ର୍ୟାପର ତଥା ଗାୟକ ବାଦଶାହ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ୍ ମିଡିଆରେ କିଛି ଫଟୋ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି ଯେ ବାଦଶାହ ନିଜ ଗର୍ଲଫ୍ରେଣ୍ଡ ତଥା ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଙ୍କ ସହ ଗୁପ୍ତ ବିବାହ କରିଛନ୍ତି।...
ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ
Published On
By Suryakanta
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନ ଏବଂ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଆମିର ତାଙ୍କ ପ୍ରେମିକାଙ୍କୁ ଦୁଇଟି ବହୁମୂଲ୍ୟ ତଥା ବିରଳ ରତ୍ନଖଚିତ ମୁଦି ଉପହାର ଦେଇଛନ୍ତି। ଏହା ପରେ ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ବଲିଉଡରେ ଜୋରଦାର ଗୁଜବ ସୃଷ୍ଟି ହୋଇଛି।
ରିପୋର୍ଟ...
‘ଧୁରନ୍ଧର ୨’ରେ ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା ଟଣ୍ଡନ୍, କହିଲେ- ‘ରେହମାନ ଡକାୟତଙ୍କ ଶେଷକୃତ୍ୟ ଦୃଶ୍ୟ ଥିଲା ବହୁତ କଷ୍ଟକର’
Published On
By Suryakanta
ବକ୍ସ ଅଫିସରେ ଧମାଲ ମଚାଉଛି ବଲିଉଡ୍ ଫିଲ୍ମ 'ଧୁରନ୍ଧର ୨' (Dhurandhar 2) । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ସୌମ୍ୟା ଟଣ୍ଡନ୍ (Saumya Tandon) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଦ୍ୱିତୀୟ ଭାଗରେ ସେ ପୁଣିଥରେ ଅକ୍ଷୟ ଖାନ୍ନାଙ୍କ (Akshaye Khanna) ଅନସ୍କ୍ରିନ୍...
ନୋରା ଫତେହୀଙ୍କ ବିବାଦୀୟ ଗୀତ 'ସରକେ ଚୁନର ତେରୀ' ୟୁଟ୍ୟୁବରୁ ହଟିଲା, NHRC ପକ୍ଷରୁ ନୋଟିସ ଜାରି
Published On
By Suryakanta
ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ ଫିଲ୍ମର ଏକ ଆଇଟମ୍ ଗୀତ ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିବାଦୀୟ ଗୀତ 'ସରକେ ଚୁନର ତେରୀ' (Sarke Chunar Teri) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୀତରେ ଅଶ୍ଳୀଳତା ଏବଂ ଖରାପ...
ପ୍ରଭାସ ନୁହଁନ୍ତି, ୪୪ ବର୍ଷ ବୟସରେ ଏହି ବିଜନେସମ୍ୟାନଙ୍କୁ ବିବାହ କରିବେ 'ବାହୁବଲୀ' ଫେମ୍ ଅନୁଷ୍କା ଶେଟ୍ଟୀ!
Published On
By Suryakanta
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। 'ବାହୁବଲୀ'ରେ ଦେବସେନା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଷ୍କା ୪୪ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ସେ ତାଙ୍କର...
ମୁମ୍ବାଇରେ କୃତିକା କାମରା ଏବଂ ଗୌରବ କପୁରଙ୍କ ଗ୍ରାଣ୍ଡ ରିସେପ୍ସନ, ଯୋଗଦେଲେ ଫିଲ୍ମ ଓ କ୍ରିକେଟ୍ ଜଗତର ତାରକା
Published On
By Suryakanta
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କୃତିକା କାମରା ଏବଂ କ୍ରୀଡ଼ା ଉପସ୍ଥାପକ ଗୌରବ କପୁର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତ ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହାପରେ ମାର୍ଚ୍ଚ ୧୨ ତାରିଖରେ ନବଦମ୍ପତି ନିଜର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ (ପ୍ରୀତିଭୋଜନ)...
Priyanka Chopra: ପ୍ରିୟଙ୍କା ଚୋପ୍ରା କାହିଁକି ଛାଡିଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି, କଲେ ବଡ ଖୁଲାସା
Published On
By Tapas Ranjan Nanda
ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ନିକଟରେ ଏକ ସାକ୍ଷାତକାରରେ ବଲିଉଡ ଛାଡିବାର ପ୍ରକୃତ କାରଣ ବିଷୟରେ ଖୁଲାସା କରିଛନ୍ତି। ନିଜ କ୍ୟାରିୟରର ଶୀର୍ଷରେ ଥିବା ସମୟରେ ସେ କାହିଁକି ହଠାତ ହଲିଉଡ ମୁହାଁ ହୋଇଥିଲେ, ସେ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ଏବେ ପ୍ରିୟଙ୍କା କହିଛନ୍ତି ଯେ, ସେହି ସମୟରେ ତାଙ୍କୁ ଇଣ୍ଡଷ୍ଟ୍ରିରେ...
ମହାକୁମ୍ଭ ଫେମ୍ ମୋନାଲିସା କ’ଣ ନାବାଳିକା? ବାଲ୍ୟ ବିବାହ ଅଭିଯୋଗ ଉପରେ ସ୍ୱାମୀ ଫରମାନ ଖାନ ଦେଲେ ପ୍ରମାଣ
Published On
By Suryakanta
ମହାକୁମ୍ଭରେ ରୁଦ୍ରାକ୍ଷ ମାଳା ବିକ୍ରି କରି ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା ମୋନାଲିସା ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜ ପରିବାରର ଇଚ୍ଛା ବିରୋଧରେ ଯାଇ ନିଜ ପ୍ରେମିକ ଫରମାନ ଖାନ୍ଙ୍କୁ କେରଳରେ ବିବାହ କରିଛନ୍ତି। ତେବେ ଏହି ଆନ୍ତଃଧର୍ମୀୟ ବିବାହ ପରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସୋସିଆଲ୍...
ସ୍ୱାମୀ ସୋହେଲ ଖତୁରିଆଙ୍କୁ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ଦେଲେ ଅଭିନେତ୍ରୀ ହଂସିକା ମୋଟୱାନୀ, ନେଲେ ନାହିଁ କୌଣସି ଭରଣପୋଷଣ
Published On
By Tapas Ranjan Nanda
ହଂସିକା ମୋଟୱାନୀ ଏବଂ ବ୍ୟବସାୟୀ ସ୍ୱାମୀ ସୋହେଲ ଖତୁରିଆଙ୍କର ଆନୁଷ୍ଠାନିକ ଭାବେ ବିବାହ ବିଚ୍ଛେଦ ହୋଇଛି। ମୁମ୍ବାଇର ବାନ୍ଦ୍ରା ପରିବାର ଅଦାଲତ ଏହି ଦମ୍ପତିଙ୍କୁ ପାରସ୍ପରିକ ସମ୍ମତି ଭିତ୍ତିରେ ଛାଡ଼ପତ୍ର ପ୍ରଦାନ କରିଛନ୍ତି। ଏହି ଛାଡ଼ପତ୍ର ପ୍ରକ୍ରିୟାରେ ଅଭିନେତ୍ରୀ ଜଣକ କୌଣସି ପ୍ରକାର ଭରଣପୋଷଣ ବା ସ୍ତ୍ରୀଧନ ଦାବି ନକରିବା ଏକ ଚର୍ଚ୍ଚାର ବିଷୟ...



