ମନୋରଞ୍ଜନ
ଖୋର୍ଦ୍ଧା
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଜିଆରଏଫ୍ ନିର୍ଦ୍ଦେଶକୁ ଫୁ’: ୨ ବର୍ଷ ହେଲା ଟ୍ରାନ୍ସଫର୍ମର ହସ୍ତାନ୍ତର ଫାଇଲ୍ ଚାପି ବସିଛି ଟିପିସିଓଡିଏଲ୍
Published On
By Sakala Desk
ବାଳକାଟି: ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଅଭିଯୋଗ ନିବାରଣ ଫୋରମ୍ (GRF) ର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି ରହିବା,...
ଶିଶୁପାଳଗଡ଼ରେ ମା’ ଡାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ଏକାମ୍ର ବିଧାୟକ
Published On
By Sakala Desk
ଭୁବନେଶ୍ୱର: ଐତିହାସିକ ଶିଶୁପାଳଗଡ଼ ସ୍ଥିତ ବଡ଼ଟାଙ୍ଗୀ ଗ୍ରାମରେ ଓଁ ମା’ ଡ଼ାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।
ମନ୍ଦିର ପ୍ରତିଷ୍ଠା ଦିବସ ସହିତ ଏଠାରେ...
ଖୋର୍ଦ୍ଧା ଘରୋଇ କମ୍ପାନୀରେ ହତ୍ୟାକାଣ୍ଡ: ବିହାରୀ ଶ୍ରମିକର ଛୁରାମାଡ଼ରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
Published On
By Tapas Ranjan Nanda
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କମ୍ପାନୀ ଭିତରେ ସାମାନ୍ୟ ବଚସାରୁ ଜଣେ ସହଯୋଗୀ ଶ୍ରମିକର ଛୁରାମାଡ଼ରେ ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଓଡ଼ିଶାର ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବିହାରର ବୋଲି ଜଣାପଡିଛି।
କଥା...
ବାଲୁଗାଁରେ ଲୁଟେରାଙ୍କ ଆତଙ୍କ, ଗୋଟିଏ ରାତିରେ ୮ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି
Published On
By Tapas Ranjan Nanda
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରରେ ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ ରାତିରେ ସହରର ବିଭିନ୍ନ ସ୍ଥାନରେ ଥିବା ୮ଟି ମନ୍ଦିରରୁ ଚୋରି ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ବାକ୍ସ ଭାଙ୍ଗି...
ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ପାଳିତ
Published On
By Madhusudan Das
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ଵରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟାପକ ପ୍ରବୀଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ...
ଧଉଳି ଗଣଦୁଷ୍କର୍ମ ମାମଲା: ବରଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ, ଜାରି ରହିଛି ପୋଲିସର ଛାନଭିନ
Published On
By Sakala Desk
ଭୁବନେଶ୍ୱର ଧଉଳି ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ନାବାଳିକା ଗଣଦୁଷ୍କର୍ମ ମାମଲାରେ କମିଶନରେଟ୍ ପୋଲିସକୁ ମିଳିଛି ଆଉ ଏକ ସଫଳତା। ପୋଲିସର ସ୍ୱତନ୍ତ୍ର ଟିମ୍ ବା ସ୍ପେଶାଲ ସ୍କ୍ୱାଡ୍ ଆଜି ଏହି ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ସାଗର ଜେନା ଏବଂ ତାକୁ ବରଗଡ ଅଞ୍ଚଳରୁ କାବୁ କରାଯାଇଥିବା...
ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫’ ଉଦଯାପିତ
Published On
By Sakala Desk
ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଚଳିତ ବର୍ଷର ବାର୍ଷିକ କ୍ରୀଡ଼ା ଉତ୍ସବ 'ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫' ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ଏବଂ ୨୦ ତାରିଖ ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ...
ରସିକିଆ କଲେଜ ଅଧ୍ୟକ୍ଷ: ମହଙ୍ଗା ପଡ଼ିଲା କେମେଷ୍ଟ୍ରି ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ, ଥାନାରେ ଏତଲା....
Published On
By Deviprasad Mohanty
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ପ୍ରେମ ନିବେଦନ କରିବା ମହଙ୍ଗା ପଡ଼ିଛି। ରସିକିଆ ଅଧ୍ୟକ୍ଷଙ୍କ ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ମୋବାଇଲ ବିଭିନ୍ନ ପ୍ରକାର ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ। କେବଳ ଭଏସ ମେସେଜ ନୁହେଁ କଲେଜରେ କ୍ଲାସ କଲାବେଳେ ଫୋନ କରି...
ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲର ଡାଟା ଏଣ୍ଟ୍ରି ଅପରେଟର, ଜମି କିସମ ରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ...
Published On
By Deviprasad Mohanty
ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ l ଜମି କିସମ ରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚଷ ମାଡିବସିଲା ଭଜିଲାନ୍ସ l
ସୂଚନା ଅନୁଯାୟୀ, ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର...
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା : ୬ଅଭିଯୁକ୍ତ ଗିରଫ, ୨କେଜିରୁ ଉର୍ଦ୍ଧ୍ବ ସ୍ଵର୍ଣ୍ଣ ଅଳଙ୍କାର ଜବତ
Published On
By The Sakala
ଖୋର୍ଦ୍ଧା : ଜଙ୍କିଆ ଥାନା ଅଧୀନ ସାଇ ସୋନା ଆଳଙ୍କାର ଦୋକାନରୁ ୧୧ କୋଟି ୫୫ ଲକ୍ଷ ଟଙ୍କାର ସୁନା ଓ ଚାନ୍ଦୀ ଲୁଟ୍ ମାମଲାରେ ପୁଲିସ ଆହୁରି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହିତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ଧରିବାରେ ସଫଳ ହୋଇ କୋର୍ଟକୁ ପଠାଇଛି। ସେମାନଙ୍କ ଠାରୁ ୨କେଜିରୁ ଉର୍ଦ୍ଧ ସ୍ଵର୍ଣ୍ଣ ଅଳଙ୍କାର, ସାଢେ଼ ୪କେଜି ରୂପା ସହ ନଗଦ ଟଙ୍କା ଏବଂ ଲୁଟ ରେ ବ୍ୟବହାର ବନ୍ଧୁକ, ଭୁଜାଲି ମଧ୍ୟ […]
ଜାତୀୟ ରାଜପଥ ଉପରେ ଜଳିଗଲା ‘ଆମ ବସ’
Published On
By The Sakala
ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ନିକଟ ଗଡଖୋର୍ଦ୍ଧା ଛକରେ ଜଳିଗଲା ଚଳନ୍ତା ଆମ ବାସ। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ବେଳେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ ମଧ୍ଯାହ୍ନ ୧୨ଟା ସମୟରେ ଏକ ଆମ ବସ ଜଗତପୁରରୁ ଖୋର୍ଦ୍ଧା ଆସୁଥିଲା। ବସ୍ରେ ୩୦ରୁ ଊର୍ଦ୍ଧ୍ବ […]
ଭଣ୍ଡେଇଦେଲେ କେନ୍ଦ୍ର ସରକାର: ଦ୍ୱିତୀୟ ପାଇକ ବିଦ୍ରୋହ ପାଇଁ ମହାସଂଘର ଆହ୍ୱାନ
Published On
By The Sakala
ଭୁବନେଶ୍ୱର : ଓଡ଼ିଶାର ପାଇକ ବିଦ୍ରୋହକୁ ଜାତୀୟସ୍ତରରେ ମାନ୍ୟତା ଦେବାରେ ଟାଳଟୁଳ ନୀତି ବିରୋଧରେ ଦ୍ୱିତୀୟ ବିଦ୍ରୋହ ପାଇଁ ଆହ୍ୱାନ ଦେଇଛି ପାଇକ ମହାସଂଘ । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ପାଇକ ଚେୟାର ସ୍ଥାପନ, ପାଇକ ଏକାଡେ଼ମୀ ଓ ପାଇକ ରେଜିମେଣ୍ଟ ଗଠନ ଆଦିରେ ଅବହେଳା ସାଙ୍ଗକୁ ଏବେ ଏନ୍ସିଆର୍ଟି ପୁସ୍ତକୁ ପାଇକ ବିଦ୍ରୋହକୁ ବାଦ ଦେବା ପ୍ରତିବାଦରେ ଖୋର୍ଦ୍ଧାମାଟିରୁ ପୁଣି ପାଇକ ବିଦ୍ରୋହ ଆରମ୍ଭ ହେବ ବୋଲି […]



