ମନୋରଞ୍ଜନ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍
ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ
ଯୁଦ୍ଧ ଯୋଗୁଁ ବଲିଉଡ୍ ପ୍ରଭାବିତ: ଅକ୍ଷୟ କୁମାର କହିଲେ 'ସମସ୍ତଙ୍କ ବ୍ୟବସାୟ ଚୌପଟ୍'
ଗୁପ୍ତ ବିବାହ କଲେ ର‍୍ୟାପର ବାଦଶାହ! ଗର୍ଲଫ୍ରେଣ୍ଡ ଈଶା ରିଖିଙ୍କ ସହ ଫଟୋ ଭାଇରାଲ
ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ
‘ଧୁରନ୍ଧର ୨’ରେ ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା ଟଣ୍ଡନ୍, କହିଲେ- ‘ରେହମାନ ଡକାୟତଙ୍କ ଶେଷକୃତ୍ୟ ଦୃଶ୍ୟ ଥିଲା ବହୁତ କଷ୍ଟକର’

ଜୀବନଚର୍ଯ୍ୟା

ବାରମ୍ବାର ମିଠା କିମ୍ବା ଲୁଣିଆ ଖାଇବାକୁ ଇଚ୍ଛା ହେଉଛି କି? ଜାଣନ୍ତୁ ଖାଦ୍ୟ କ୍ରେଭିଙ୍ଗ୍ସର କାରଣ ଏବଂ ନିୟନ୍ତ୍ରଣ ଉପାୟ
ପ୍ରତିଦିନ ଖାଆନ୍ତୁ ଗୋଟିଏ କୋଲା ରସୁଣ: ହଜମ ପ୍ରକ୍ରିୟାରୁ ନେଇ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଫାଇଦା
ଚମକୁଥିବା ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଚନ୍ଦନ ଫେସ୍ ପ୍ୟାକ୍, ଜାଣନ୍ତୁ ଏହାର ଫାଇଦା ଏବଂ ପ୍ରସ୍ତୁତି ପ୍ରଣାଳୀ
ସ୍ୱପ୍ନ ଶାସ୍ତ୍ର: ଏହି ୪ଟି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ କ୍ଷତି !
ସକାଳେ ଉଠିବା ମାତ୍ରେ କରନ୍ତୁ ନାହିଁ ଏହି ୩ଟି ଭୁଲ୍, ଅଟକି ଯାଇପାରେ ଆପଣଙ୍କ ଉନ୍ନତି
କୋରିଆନ୍ ଗ୍ଲାସ୍ ସ୍କିନ୍ ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଚେହେରା ଚମକିବ ଆଇନା ପରି

ରାଜନୀତି

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ସୋମବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଗାମୀ ନିର୍ବାଚନରେ ମୋଟ ୨୯୪ଟି ଆସନ ମଧ୍ୟରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜ୍ୟରେ ଏପ୍ରିଲ୍ ୨୩ ଓ ୨୯ ତାରିଖରେ ଦୁଇଟି ପର୍ଯ୍ୟାୟରେ...
ଦେଶ- ବିଦେଶ  ରାଜନୀତି 

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି।  ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର...
ଓଡ଼ିଶା  ବଡ ଖବର  ରାଜନୀତି 

ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ରାମଚନ୍ଦ୍ର କାଡାମ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାମଚନ୍ଦ୍ର କାଡ଼ାମ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ହାଇକମାଣ୍ଡ ଯାହାକୁ ରାଜ୍ୟସଭା ପ୍ରାର୍ଥୀ କରିବେ ଦଳର ୧୪ଜଣ ବିଧାୟକ ତାଙ୍କୁ ଭୋଟ ଦେବେ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍ ହୋଇ...
ଓଡ଼ିଶା  ରାଜନୀତି 

ମୁମ୍ବାଇ ମେୟର ନିର୍ବାଚନ: ବିଜେପିର ମେୟର ପ୍ରାର୍ଥୀ ହେଲେ ଋତୁ ତାୱଡେ, ସିନ୍ଦେ ସେନାର ସଞ୍ଜୟ ଘାଡି ଉପ-ମେୟର ପ୍ରାର୍ଥୀ

ମହାରାଷ୍ଟ୍ର: ମୁମ୍ବାଇ ମହାନଗର ନିଗମ (BMC) ନିର୍ବାଚନ ପରେ ଏବେ ମେୟର ପଦ ପାଇଁ ରାଜନୈତିକ ସରଗରମ ବୃଦ୍ଧି ପାଇଛି। ଭାରତୀୟ ଜନତା ପାର୍ଟି ଶନିବାର ଦିନ ମହାୟୁତି ମେଣ୍ଟର ମେୟର ପ୍ରାର୍ଥୀ ଭାବରେ ଋତୁ ତାୱଡେଙ୍କ ନାମ ଘୋଷଣା କରିଛି। ଅନ୍ୟପକ୍ଷରେ, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ଶଙ୍କର ଘାଡିଙ୍କୁ ଉପ-ମେୟର ପଦ...
ଦେଶ- ବିଦେଶ  ରାଜନୀତି 

ରାଜ୍ୟର ଆଉ ୧୨ ସାଂଗଠନିକ ଜିଲ୍ଲାରେ ବିଜେଡିର ନୂଆ କମିଟି

ଭୁବନେଶ୍ୱର: ରାଜ୍ୟର ଆଉ ୧୨ ଟି ସାଂଗଠନିକ ଜିଲ୍ଲାର ନୂଆ କମିଟି ଗଠନ କରିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୧୨ ଜିଲ୍ଲା ବରଗଡ଼, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ବଲାଙ୍ଗୀର, କଟକ, ମୟୁରଭଞ୍ଜ-୧, ମୟୁରଭଞ୍ଜ-୨ ଓ ଯାଜପୁର ପାଇଁ ନୂଆ କମିଟି ଗଠନ କରାଯାଇଛି। ପୂର୍ବରୁ ଗତ...
ଓଡ଼ିଶା  ରାଜନୀତି 

ରାହୁଲ କହିଲେ ‘ନମସ୍ତେ ମୋ ଗଦ୍ଦାର ବନ୍ଧୁ...’, ବିଟ୍ଟୁ କହିଲେ ‘ଦେଶର ଶତ୍ରୁ’; ସଂସଦ ପରିସରରେ ହାଇଡ୍ରାମା

ବୁଧବାର ସଂସଦ ପରିସରରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ୍ ସିଂ ବିଟ୍ଟୁଙ୍କ ମଧ୍ୟରେ ଏକ ଜୋରଦାର ବାକ୍‌ଯୁଦ୍ଧ ହୋଇଛି। ଏହି ସମୟରେ ରାହୁଲ ଗାନ୍ଧୀ ବିଟ୍ଟୁଙ୍କୁ ‘ଗଦ୍ଦାର’ ବା ବିଶ୍ୱାସଘାତକ ବୋଲି ସମ୍ବୋଧନ କରିଥିବାବେଳେ, ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ‘ଦେଶର ଶତ୍ରୁ’...
ରାଜନୀତି 

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର

ମହାରାଷ୍ଟ୍ର: ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର । ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି । ସେ ରାଜ୍ୟ ଇତିହାସରେ ଏହି ପଦବୀ ଅଳଙ୍କୃତ କରିଥିବା ପ୍ରଥମ ମହିଳା ହୋଇପାରିଛନ୍ତି।...
ଦେଶ- ବିଦେଶ  ବଡ ଖବର  ରାଜନୀତି 

ଅଜିତ ପାୱାରଙ୍କ ଦେହାନ୍ତ ପରେ ଅନିଶ୍ଚିତତାରେ ଏନସିପି ମିଶ୍ରଣ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ବିୟୋଗ ରାଜ୍ୟ ରାଜନୀତି ତଥା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ପାଇଁ ଏକ ଅପୂରଣୀୟ କ୍ଷତି। ୨୦୨୩ ମସିହାରେ ଦଳ ବିଭାଜନ ପରେ, ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୋଷ୍ଠୀ ପୁନର୍ବାର ଏକାଠି ହେବା ପାଇଁ ଲଗାତାର ଆଲୋଚନା ଚଳାଇଥିଲେ। କିନ୍ତୁ ଅଜିତଙ୍କ ହଠାତ୍ ଦେହାନ୍ତ...
ଦେଶ- ବିଦେଶ  ବଡ ଖବର  ରାଜନୀତି 

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଏକ ଷଡଯନ୍ତ୍ର! ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟଣା ଏବେ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଅଜିତ ପାୱାରଙ୍କର ଦେହାନ୍ତ ଖବର ଆସିବା ପରେ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ଏକ ପୋଷ୍ଟ କରି , ଅଜିତ ପାୱାରଙ୍କ...
ଦେଶ- ବିଦେଶ  ବଡ ଖବର  ରାଜନୀତି 

ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ମୋକିମ, ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' !

ଭୁବନେଶ୍ୱର: ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ମହମ୍ମଦ ମୋକିମ । ଏହାରି ମଧ୍ୟରେ ମହମ୍ମଦ ମୋକିମ୍‌ଙ୍କ ଦେଇଛନ୍ତି ବଡ଼ ସୂଚନା । ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ବୋଲି କହିଛନ୍ତି ମୋକିମ ଏବଂ ତାଙ୍କ ନୂଆ ଦଳର ନାଁ 'ଓଡ଼ିଶା ଜନତା କଂଗ୍ରେସ' କିମ୍ବା 'ଓଡ଼ିଶା ଲୋକ କଂଗ୍ରେସ' ରହିପାରେ । ସମର୍ଥକଙ୍କ ସହ ଆଲୋଚନା...
ଓଡ଼ିଶା  ବଡ ଖବର  ରାଜନୀତି 

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ନୀତିନ ନବୀନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନୀତିନ ନବୀନ। ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ଶାସିତ ରାଜ୍ୟର...
ଦେଶ- ବିଦେଶ  ବଡ ଖବର  ରାଜନୀତି 

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ: ଜାତୀୟ ସଙ୍ଗୀତକୁ ଅପମାନ ଓ ମାଇକ୍ ବନ୍ଦ ଅଭିଯୋଗ ଆଣିଲେ

ତାମିଲନାଡୁ: ତାମିଲନାଡ଼ୁ ବିଧାନସଭା ଅଧିବେସନରେ ହାଇଡ୍ରାମା । ବଜେଟ ଅଧିବେଶନର ଶୁଭାରମ୍ଭ ସମୟରେ ରାଜ୍ୟପାଳ ଆର.ଏନ. ରବି (RN Ravi) ନିଜର ପାରମ୍ପରିକ ଅଭିଭାଷଣ ରଖିବା ପୂର୍ବରୁ ଗୃହ ତ୍ୟାଗ କରି ଚାଲିଯାଇଛନ୍ତି। ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ଏବଂ ଅଭିଭାଷଣ ସମୟରେ ତାଙ୍କ ମାଇକ୍ ବନ୍ଦ କରିଦିଆଯାଇଥିବା ସେ ଗୁରୁତର ଅଭିଯୋଗ...
ଦେଶ- ବିଦେଶ  ବଡ ଖବର  ରାଜନୀତି