ମନୋରଞ୍ଜନ
ପୁରୀ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ପାରିକୁଦ ମହୋତ୍ସବ ପଡ଼ିଆରେ ସ୍ୱଚ୍ଛତା ଅଭିଯାନ: ପ୍ଲାଷ୍ଟିକ୍ ମୁକ୍ତ ପାଇଁ ଏକାଠି ହେଲେ ଶତାଧିକ ମହିଳା ଓ ସ୍ୱେଚ୍ଛାସେବୀ
Published On
By Tapas Ranjan Nanda
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ବାଲିଗୋଠଠାରେ ୪୨ ମୌଜା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଦ୍ୱିତୀୟ ପାରିକୁଦ ମହୋତ୍ସବ ସଫଳତାର ସହ ଶେଷ ହୋଇଛି। ତେବେ ମହୋତ୍ସବ ଶେଷ ହେବା ପରେ ପଡ଼ିଆରେ ପଡ଼ିଥିବା ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ୍ ସଫା କରିବା ପାଇଁ ଏକ ବୃହତ୍ ସ୍ୱଚ୍ଛତା ଅଭିଯାନ...
ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ
Published On
By Madhusudan Das
ପୁରୀ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି । ଏପ୍ରିଲ ୮, ୯ ଓ ୧୦ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି କାର୍ଯ୍ୟ ହେବ । ଗଣତମଣତି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ୱା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ଗୁରୁତ୍ବ ଦିଆଯିବ । ଏହା ପରେ...
ଗ୍ରୀଷ୍ମକାଳୀନ ଜାତୀୟ ସେବା ଶିବିର
Published On
By Sakala Desk
ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ପଞ୍ଚାୟତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଆରମ୍ଭ ହୋଇଛି। ଏହାକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରକାଶ କୁମାର ଜେନା ଉଦଘାଟିତ କରିଥିଲେ। ଏଥିରେ ୫୦ ଜଣ ବାଳିକା ଏବଂ ୫୦ ଜଣ ବାଳକ ଶିବିରରେ ଭାଗ ନେଇଛନ୍ତି।...
କୃଷ୍ଣପ୍ରସାଦରେ ମହାସମାରୋହରେ ରାମ ନବମୀ ପାଳିତ: ୪୦ କିଲୋମିଟର ବ୍ୟାପୀ ବାଇକ୍ ରାଲିରେ କମ୍ପିଲା ଅଞ୍ଚଳ
Published On
By Tapas Ranjan Nanda
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ପବିତ୍ର ରାମ ନବମୀ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସମଗ୍ର ଅଞ୍ଚଳ ରାମ ନାମ ସଂକୀର୍ତ୍ତନ ଓ ରାମଧ୍ୱନିରେ ଉତ୍ସବମୁଖର ହୋଇଉଠିଛି। ରାମରାଜ୍ୟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ସ୍ଥାନୀୟ ଶ୍ରଦ୍ଧାଳୁମାନେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।
ବିଶାଳ ମୋଟରସାଇକେଲ୍ ରାଲି
ଏହି ପବିତ୍ର ଅବସରରେ...
ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ
Published On
By Tapas Ranjan Nanda
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଜରକୋଟ ପଞ୍ଚାୟତର ତାଳତୋଳା ଗ୍ରାମରେ ଥିବା ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିରରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମନ୍ଦିର ପ୍ରାଙ୍ଗଣରେ ୩୭ତମ ନବାହ୍ନ ପାରାୟଣର ଶୁଭାରମ୍ଭ ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଆବିର୍ଭାବ ଦିବସ ପାଳନ ସହିତ ସମଗ୍ର ଅଞ୍ଚଳରେ ଏକ...
ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ
Published On
By Madhusudan Das
ପୁରୀ: ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ନିଖୋଜ ହୋଇଗଲେ ଯୁବକ। ନିଖୋଜ ଯୁବକ ଜଣକ ଯାଜପୁର ଅଞ୍ଚଳର ଶୁଭେନ୍ଦୁ ପ୍ରଧାନ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ଘଟିଛି ଏଭଳି ଅଘଟଣ। ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ନିଖୋଜ ହୋଇଗଲେ ଶୁଭେନ୍ଦୁ। ଜେଟ ସ୍କି ଦ୍ବାରା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ...
ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
Published On
By Madhusudan Das
ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ। ମଧ୍ୟାହ୍ନଧୂପ ଭୋଗ ଉଠିବା ପରେ ହେବ ଶ୍ରୀରାମ ଜନ୍ମ ନୀତି। ନୀତି ଆରମ୍ଭରୁ ଶେଷ ହେବା ଯାଏ ବନ୍ଦ ରହିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ । ରାମଜନ୍ମର ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ନବମୀ ପାଇଁ ସ୍ୱତନ୍ତ୍ର...
ଅଗ୍ନିବିପନ୍ନ ପରିବାରକୁ ଏଚପି ଗ୍ୟାସ ବିତରକଙ୍କ ସହାୟତା: ୧ ଲକ୍ଷ ୨୭ ହଜାର ଟଙ୍କାର ଚେକ୍ ପ୍ରଦାନ
Published On
By Tapas Ranjan Nanda
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଡ଼ଅଁଳ ପଞ୍ଚାୟତର ଖଟିଆକୁଦି ଗ୍ରାମରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ସଞ୍ଜୟ ତରେଇଙ୍କ ପରିବାରକୁ ସହାୟତାର ହାତ ବଢାଯାଇଛି। ଗତ ସେପ୍ଟେମ୍ବର ୧୨ ତାରିଖରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସଞ୍ଜୟଙ୍କର ସମସ୍ତ ଗୃହ ଜଳିପୋଡି ପାଉଁଶ ହୋଇଯାଇଥିଲା। ବର୍ଷକର ସଞ୍ଚିତ ଖାଦ୍ୟଶସ୍ୟ ଠାରୁ ଆରମ୍ଭ କରି...
ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
Published On
By Tapas Ranjan Nanda
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁର ଓ ରାଜହଂସ ଅଞ୍ଚଳରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଏବଂ ବିଶ୍ୱପ୍ରସିଦ୍ଧ ଚିଲିକାର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶୁକ୍ରବାର ସକାଳେ ବ୍ରହ୍ମପୁରଠାରେ ଏକ ବିଶାଳ ରାଲି ମାଧ୍ୟମରେ ସ୍ଥାନୀୟ ଗ୍ରାମବାସୀଙ୍କୁ...
ଅନିଲ ସେଠ ହେଲେ ମିଡ଼ିଆ ସେଲ ସଂଯୋଜକ
Published On
By Sakala Desk
କୃଷ୍ଣପ୍ରସାଦ: ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଗଣମାଧ୍ୟମ ସଂଯୋଜକ ହେଲେ ଅନିଲ କୁମାର ସେଠ । ଏହା ପୂର୍ବରୁ ସେ ପୁରୀ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଭାବେ ୨ଥର ମନୋନିତ ହୋଇଥିଲେ। ତାଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି...
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
Published On
By Madhusudan Das
ପୁରୀ: ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ବୁଧବାର ଅର୍ଥାତ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।...
ଭକ୍ତଙ୍କ କଳିରେ ଠାକୁର ବନ୍ଦୀ: ବନ୍ଦ କବାଟ ଆଢ଼ୁଆଳରେ ବାବା କମଳେଶ୍ବର
Published On
By Sakala Desk
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ପଞ୍ଚାୟତର ଦେଉଳପଡା ଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିକୁଦର ଆରାଧ୍ୟ ଦେବତା ବାବା କମଳେଶ୍ବରଙ୍କ ମନ୍ଦିରରେ ଏବେ ବିବାଦର ଛାଇ ଦେଖିବାକୁ ମିଳିଛି। ଦଶଦୋଳ ମେଳଣକୁ ନେଇ ସୃଷ୍ଟି ହୋଇଥିବା ମତାନ୍ତର କାରଣରୁ ଠାକୁରଙ୍କୁ ମନ୍ଦିର ଭିତରେ ଆବଦ୍ଧ କରି ରଖାଯାଇଛି।
ସୂଚନା ଅନୁଯାୟୀ,...



