ମନୋରଞ୍ଜନ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍
ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ
ଯୁଦ୍ଧ ଯୋଗୁଁ ବଲିଉଡ୍ ପ୍ରଭାବିତ: ଅକ୍ଷୟ କୁମାର କହିଲେ 'ସମସ୍ତଙ୍କ ବ୍ୟବସାୟ ଚୌପଟ୍'
ଗୁପ୍ତ ବିବାହ କଲେ ର‍୍ୟାପର ବାଦଶାହ! ଗର୍ଲଫ୍ରେଣ୍ଡ ଈଶା ରିଖିଙ୍କ ସହ ଫଟୋ ଭାଇରାଲ
ବଲିଉଡରେ ଚର୍ଚ୍ଚା: ପ୍ରେମିକା ଗୌରୀ ସ୍ପ୍ରାଟଙ୍କୁ ବିରଳ ହୀରା ମୁଦି ଉପହାର ଦେଲେ ଆମିର ଖାନ, ନିର୍ବନ୍ଧ ନେଇ ଉଠିଲା ଗୁଜବ
‘ଧୁରନ୍ଧର ୨’ରେ ଅକ୍ଷୟ ଖାନ୍ନାଙ୍କୁ ମିସ୍ କଲେ ସୌମ୍ୟା ଟଣ୍ଡନ୍, କହିଲେ- ‘ରେହମାନ ଡକାୟତଙ୍କ ଶେଷକୃତ୍ୟ ଦୃଶ୍ୟ ଥିଲା ବହୁତ କଷ୍ଟକର’

ଜୀବନଚର୍ଯ୍ୟା

ବାରମ୍ବାର ମିଠା କିମ୍ବା ଲୁଣିଆ ଖାଇବାକୁ ଇଚ୍ଛା ହେଉଛି କି? ଜାଣନ୍ତୁ ଖାଦ୍ୟ କ୍ରେଭିଙ୍ଗ୍ସର କାରଣ ଏବଂ ନିୟନ୍ତ୍ରଣ ଉପାୟ
ପ୍ରତିଦିନ ଖାଆନ୍ତୁ ଗୋଟିଏ କୋଲା ରସୁଣ: ହଜମ ପ୍ରକ୍ରିୟାରୁ ନେଇ ହୃତ୍‌ପିଣ୍ଡ ପର୍ଯ୍ୟନ୍ତ, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଫାଇଦା
ଚମକୁଥିବା ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଚନ୍ଦନ ଫେସ୍ ପ୍ୟାକ୍, ଜାଣନ୍ତୁ ଏହାର ଫାଇଦା ଏବଂ ପ୍ରସ୍ତୁତି ପ୍ରଣାଳୀ
ସ୍ୱପ୍ନ ଶାସ୍ତ୍ର: ଏହି ୪ଟି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ୍ ହୋଇପାରେ ବଡ଼ କ୍ଷତି !
ସକାଳେ ଉଠିବା ମାତ୍ରେ କରନ୍ତୁ ନାହିଁ ଏହି ୩ଟି ଭୁଲ୍, ଅଟକି ଯାଇପାରେ ଆପଣଙ୍କ ଉନ୍ନତି
କୋରିଆନ୍ ଗ୍ଲାସ୍ ସ୍କିନ୍ ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଚେହେରା ଚମକିବ ଆଇନା ପରି

ବାଲେଶ୍ଵର

ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

ନୀଳଗିରି: ଘରେ ପଶିଲେ, ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି କଲେ । ବନ୍ଧୁକ ମୁନରେ ଘରୁ ୨୦ ଲକ୍ଷ ଟଙ୍କା ସହ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ୯ନମ୍ୱର ୱାର୍ଡ କହାଳିଆ ଗ୍ରାମରେ ଘଟିଛି ଏପରି ଅଘଟଣ । ଗାଁର ଗୋବିନ୍ଦା ସିଂହ...
ଓଡ଼ିଶା  ବାଲେଶ୍ଵର 

ଆଇନକାନୁନକୁ ଖୋଲା ଚ୍ୟାଲେଞ୍ଜ; ଜନଗହଳିପୂର୍ଣ୍ଣ ଅଞ୍ଚଳରେ କଟୁରୀ ବୁଲାଇଲେ ଯୁବକ

ବାଲେଶ୍ଵର: ହାତରେ ତେଲେଙ୍ଗା କଟୁରୀ ଧରି ମାର୍କେଟ ରାସ୍ତାରେ ବୁଲିଲେ ଯୁବକ। ବାଲେଶ୍ଵର ସହରର ଜନଗହଳି ପୂର୍ଣ୍ଣ ଇଲାକାରେ ହାତରେ ତେଲେଙ୍ଗା କଟୁରୀ ଧରି ଚାଲି ଚାଲି ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯୁବକ ଜଣକ କିଏ ଓ କାହିଁକି ଏଭଳି ମାରଣାସ୍ତ୍ର ଧରି ସହରର ଚିଡିଆପୋଲ ଅଞ୍ଚଳରେ ବୁଲୁଥିଲେ ତାହା...
ଓଡ଼ିଶା  ବାଲେଶ୍ଵର 

ମନ୍ଦିର ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମନ୍ଦିର ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ସାଇ ମନ୍ଦିର ଗଳି ନିକଟରେ ଜଣଙ୍କୁ ବେକ କାଟି ନିର୍ମମ ହତ୍ୟା କରାଯାଇଥିବା ସୂଚନା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଲୋକେ ଦେଖିବା ପରେ...
ଓଡ଼ିଶା  ବାଲେଶ୍ଵର 

ଗୋଠ ଛଡା ହାତୀର ଉପଦ୍ରବ; ଘରର କାନ୍ଥ ପଡି ଦୁଇ ବର୍ଷ ଶିଶୁପୁତ୍ର ମୃତ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗ୍ରାମରେ ଗୋଠ ଛଡା ହାତୀର ଉପଦ୍ରଵ । ଭାଙ୍ଗିଲା ଘରର କାନ୍ଥ । କାନ୍ଥ ପଡି ମାଆ କୋଳରେ ଶୋଇଥିବା ଦୁଇ ବର୍ଷ ଶିଶୁ ପୁତ୍ର ମୃତ । ପରିବାରର ଅନ୍ୟ ସଦସ୍ୟମାନେ ଆହତ ହୋଇଥିବାବେଳେ ରାଇବଣିଆ ଵନ୍ୟ ବିଭାଗ ଦ୍ୱାରା ଉଦ୍ଧାର ହୋଇ ହାତୀଗଡ଼ ହସ୍ପିଟାଲରେ...
ଓଡ଼ିଶା  ବାଲେଶ୍ଵର 

କୋକୋଇ ବନ୍ଧା ସରିଥିଲା, ଅନ୍ତିମ ସଂସ୍କାର ବେଳେ ଚେଇଁ ଉଠିଲା ଶବ

ବାଲେଶ୍ୱର: ଅନ୍ତିମ ସଂସ୍କାର ପାଇଁ ମଶାଣିରେ ସବୁ ବନ୍ଦୋବସ୍ତ ସରିଥିଲା। ଘର ଦୁଆର ମୁହଁରେ ବି କୋକୋଇ ବନ୍ଧା ସରିଥିଲା। ଖାଲି ଅପେକ୍ଷା ଥିଲା ଆମ୍ବୁଲାନ୍ସକୁ। ଭୁବନେଶ୍ବରରୁ ଶବ ଫେରିବା ପରେ ମଶାଣିକୁ ନେବା ପାଇଁ ଘରଲୋକ ତରତର ହେଉଥିବା ବେଳେ ହଠାତ୍‌ ଚେଇଁ ଉଠିଲେ ମହିଳା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଓଲମରା ପଞ୍ଚାୟତର...
ଓଡ଼ିଶା  ବାଲେଶ୍ଵର 

ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ବେଳେ ତୁମୁଳକାଣ୍ଡ: ସପକ୍ଷ-ବିପକ୍ଷବାଦୀ ମଧ୍ୟରେ ହାତାହାତି, ବାଡ଼ାବାଡ଼ି

ବାଲେଶ୍ୱର: ଜନଶୁଣାଣି ବେଳେ ଗୋଷ୍ଠୀ ସଂଘର୍ଷ । ବାଲେଶ୍ୱର ଜଳେଶ୍ୱରରେ ବାଲିଖାଦାନ ନିଲାମ ପାଇଁ ଜନ ଶୁଣାଣି ବେଳେ ଉତ୍ତେଜନା । ସପକ୍ଷ-ବିପକ୍ଷବାଦୀ ମଧ୍ୟରେ ହାତାହାତି। ସେକସରାଇ ବାଲି ସୈରାତ ପାଇଁ ମହମ୍ମଦ ନଗର ପାଟଣା ପଞ୍ଚାୟତ ଅଫିସ୍ ପରିସରରେ ଚାଲିଥିଲା ଜନ ଶୁଣାଣି। ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହେଉଥିଲା ।...
ଓଡ଼ିଶା  ବାଲେଶ୍ଵର 

ବାଲେଶ୍ୱର ସ୍କୁଲରେ ରକ୍ତପାତ: ବାର୍ଷିକୋତ୍ସବ ବେଳେ ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

ବାଲେଶ୍ୱର ଜିଲ୍ଲା ରେମୁଣା ହାଇସ୍କୁଲରେ ଆଜି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଶିକ୍ଷା ବାତାବରଣ ବଦଳରେ ରକ୍ତପାତ ଘଟିଛି। ସ୍କୁଲ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର, ନିଜ ଜୁନିଅର ବା ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି। ସୂଚନା...
ଓଡ଼ିଶା  ବାଲେଶ୍ଵର 

'ଗୋଟିଏ ଛେଳିକୁ ଦୁଇଜଣ ମାଲିକ', ପ୍ରକୃତ ମାଲିକକୁ ଚିହ୍ନିବାକୁ ଥାନାରେ ଛେଳିର ଟିଆଇ ପରେଡ୍

ନୀଳଗିରି: ଛେଳିର ପ୍ରକୃତ ମାଲିକ କିଏ । ଏ ନେଇ ନୀଳଗିରି ଥାନାରେ ତୁମ୍ବିତୋଫାନ । ମାଲିକାନା ନେଇ ଥାନାରେ ଛେଳିର ହେଲା ଟିଆଇ ପରେଡ୍ । ପ୍ରକୃତ ମାଲିକକୁ ଚିହ୍ନିବାକୁ ଛେଳିଟିର ଟିଆଇ ପରେଡ୍ କରାଯିବା ଓ ସାକ୍ଷୀ ପାଇଁ ଆଉ ଏକ ଛେଳିକୁ ଅଣାଯିବା ଚର୍ଚ୍ଚାର ବିଷୟ ହୋଇଛି । ନୀଳଗିରି ଥାନାରେ...
ଓଡ଼ିଶା  ବାଲେଶ୍ଵର 

ଶିକ୍ଷାନୁଷ୍ଠାନରେ ଲଜ୍ଜା: ୭ମ ଶ୍ରେଣୀର ଛାତ୍ରୀଙ୍କୁ ‍ଗଣିତ ଶିକ୍ଷକ ଅସଦାଚରଣ, ଛାତକୁ ଡାକି....

ବାଲେଶ୍ବର: ବାଲେଶ୍ଵରରୁ ଶିକ୍ଷାନୁଷ୍ଠାନରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗଣିତ ଶିକ୍ଷକ  ୭ମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ବୋଳିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଟାଉନ ଥାନା ଅର୍ନ୍ତଗତ...
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ଜମିଜମାକୁ କେନ୍ଦ୍ର କରି ଯୁବକଙ୍କ ବେକରେ ରଶି ଲଗାଇ ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ...

ବାଲେଶ୍ବର: ମରିଗଲା ମାନବିକତା। ହିଂସା ପରାୟଣରେ କ'ଣ କରେ ମନୁଷ୍ୟ। ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ପରିକ୍ଷୀ ପୁଲିସ ଥାନା ଅଞ୍ଚଳରେ। ଜଣେ ଯୁବକଙ୍କୁ ବେକରେ ରଶି ଲଗାଇ ଦୁଇ କିଲୋମିଟର ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ। କେତେବେଳେ ରାସ୍ତା ମଝିରେ ଗୋଇଠା, ବିଧା, ମାଡ ମଧ୍ୟ ମାରିବାକୁ...
ଓଡ଼ିଶା  ବାଲେଶ୍ଵର 

ସୋର ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ୱାର୍ଡର ନିଲମ୍ବିତ

ସୋର: ସୋର ଜେଲରୁ କଏଦୀ ଫେରାର ଘଟଣା। ଦୁଇ ୱାର୍ଡର ସସପେଣ୍ଡ। ସୂଚନା ଦେଲେ ଜେଲ ଡିଜି ସୁଶାନ୍ତ ନାଥ । ଜେଲ ଡିଜି କହିଛନ୍ତି କି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଏଡିଜି ପ୍ରିଜନ ଅମିତାଭ ଠାକୁର ଘଟଣାସ୍ଥଳକୁ ଯାଉଛନ୍ତି । ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ତଦନ୍ତ ହେବ । ସିସିଟିଭି କିଭଳି ଭାଇରାଲ...
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ଘର କାନ୍ଥ ପଡ଼ି ଦମ୍ପତିଙ୍କ ମୃତ୍ୟୁ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ଅଭାବନୀୟ ଘଟଣା। ଘରେ ଶୋଇଥିବା ବେଳେ କାନ୍ଥ ପଡ଼ି ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ  ପିଥ ମୃର୍ମୁ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ।  
ଓଡ଼ିଶା  ବାଲେଶ୍ଵର