Browsing Category

ନୂଆପଡ଼ା

Nuapada News: Find all Latest and Breaking News on Nuapada. Read Breaking News on Nuapada updated and published at The Sakala.

ଧରାପଡ଼ିଲା ଏଟିଏମ ଭ୍ୟାନ୍‌ ଲୁଟେରା:…

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚ ପାଖରେ ସିଏମ୍ ଏସ ଗାଡ଼ିରେ ସିନାପାଲି ଓ ବୋଡ଼େନରେ ଥିବା ଏଟିଏମ ମାନଙ୍କରେ ଟଙ୍କା ଭର୍ତି କରିବା ପାଇଁ ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚରୁ ୫୭ଲକ୍ଷ୍ୟ ଟଙ୍କା ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ କୌଣସି କାର୍ଯ୍ଯ ନେଇ ପୁଣିଥରେ…

ଜୀବନ ବଞ୍ଚାଇଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ…

ଖଡ଼ିଆଳ : ରାଜ୍ୟ ସରକାର ଅନେକ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅନେକ ଯୋଜନା କରିଥିବାବେଳେ ସେଥିମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ୟତମ ଅଟେ ।ଏହି ଯୋଜନା ରେ ଅନେକ ଗରିବ ଶ୍ରେଣୀ ର ଲୋକେ ଚିକିତ୍ସିତ ହୋଇ ଜୀବନ ରକ୍ଷା କରି ପାରିଛନ୍ତି। ସେହିପରି ଏ ନେଇ ଗତ ୧୦-୪-୨୨ରେ ସକାଳ…

ବାଇକ- ଟ୍ରକ ମୁହାଁମୁହିଁ ଧକ୍କା: ୪ମୃତ,…

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ନିକଟ କ୍ରିଷ୍ଣା ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।  ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ। ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ…

ପୁଅକୁ ହତ୍ଯା କରିବା ପରେ ରଶି ଲଗାଇ…

ନୂଆପଡ଼ା: ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବାପା ଟାଙ୍ଗିଆ ଚୋଟରେ ପୁଅର ମୃତ୍ଯୁ ଘଟିଥିବା ବେଳେ ରଶି ଲଗାଇ ବାପା ମଧ୍ଯ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି। ମୃତ ବାପ-ପୁଅ ଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ। ସୂଚନା ଅନୁଯାୟୀ,  ୧୪ ବର୍ଷ…

ବଜ୍ରାଘାତରେ ଗୋଟିଏ ପରିବାରର ୪ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ମଲ୍ଲିକାମୁଣ୍ଡାରେ ଅଭାବନୀୟ ଘଟଣା ଘଟି ଯାଇଛି। ବଜ୍ରାଘାତରେ ଗୋଟିଏ ପରାବାରର ୪ ସଦସ୍ଯଙ୍କ ମୃତ୍ଯୁ ଘଟିଛି। ମୃତକ ୪ ଜଣଙ୍କ ମଧ୍ଯରେ ଜଣେ ନାବାଳକ ରହିଛନ୍ତି। ୪ ଜଣ ହେଲେ ଚୁଡାମଣି ନାଗ, ତ୍ରିନାଥ ନାଗ , ଲକ୍ଷ୍ମଣ ନାଗ, ଗୁଣସାଗର ନାଗ (୧୫)। ସୂଚନା ଅନୁଯାୟୀ, ଘର…

ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କେନ୍ଦୁବାହାରା ଗାଁରେ ଦୁଃଖଦ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅଙ୍କର ମୃତ୍ଯୁ ଘଟିଛି। ରାତିରେ ଶୋଇଥିବା ବେଳେ ପ୍ରଥମେ ଝିଅକୁ ସାପ କାମୁଡ଼ିଥିଲା । ସାପ ଘଉଡ଼ାଇବାକୁ ଉଦ୍ୟମ ବେଳେ ମାଆକୁ ମଧ୍ୟ ସାପ କାମୁଡ଼ିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା…

ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା…

ନୂଆପଡ଼ା: ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ନୂଆପଡ଼ାରେ ଆରମ୍ଭ ହୋଇଛି। ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି‌ଛନ୍ତି। ଏହି ଡାକ୍ତର ଟିମରେ କାର୍ଡିଓଲୋଜି‌ ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ,…

ବାଲ୍ୟବିବାହ ରୋକି ମାଇଲଖୁଣ୍ଟ ସାଜିଛନ୍ତି…

ନୂଆପଡ଼ା: ଆଜିବି ଲୋକେ ସାମାଜିକ ରୀତି ନୀତି ସହ ଜଡିତ ରହି କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ଗଳିରେ ବସବାସ କରୁଛନ୍ତି। ଏହାକୁ ଦୂର କରିବାକୁ କେବଳ ଯେ ସରକାରୀ ନିତି ନିୟମ ସବୁକିଛି ନୁହେଁ। ଏଥିପାଇଁ ସାମାଜିକ ଏବଂ ପରିବାର ସ୍ତରରେ ଯେ ସଚେତନତାର ଆବଶ୍ୟକତା ରହିଛି ଏହାକୁ ପ୍ରମାଣିତ କରିଦେଖାଇଦେଇଛନ୍ତି…

ଭାରସାମ୍ଯ ହରାଇ ଗଛରେ ପିଟିହେଲା କାର୍ ,…

ନୂଆପଡ଼ା : ନୂଆପଡା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ସୁନସୁନିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ,…

ତିନି ମାମୁଙ୍କ ଚକ୍ରବ୍ୟୂହରେ ଭାଣିଜୀ,…

ନୂଆପଡ଼ା: ସମସ୍ତେ ଜାଣନ୍ତି ଯେ ମହାଭାରତରେ କୌରବ କାକାମାନଙ୍କ ଚକ୍ରବ୍ୟୁହରେ ପଡ଼ି ଅଭିମନ୍ୟୁ ଛଟପଟ ହୋଇଥିଲେ। ହେଲେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଜଣେ ତରୁଣୀ ତିନି ମାମୁଙ୍କ ଚକ୍ରବ୍ୟୁହରେ ପଡ଼ିଯାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ପଞ୍ଚାୟତରେ…