Browsing Category

କଟକ

Cuttack News: Find all Latest and Breaking News on cuttack. Read Breaking News on cuttack updated and published at The Sakala.

ଗୁରୁ ନାଁରେ କଳଙ୍କ: ପରୀକ୍ଷା ନାଁରେ…

କଟକ: ଗୁରୁ ନାଁରେ କଳଙ୍କ, କଟକରେ ଲଜ୍ଜା। ପରୀକ୍ଷା ନାଁରେ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ମଧୁପାଟଣା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ଗଣିତ ଶିକ୍ଷକଙ୍କୁ  ପୁଲିସ ଗିରଫ କରିଛି।…

ଲସି ଦୋକାନ ଉପରେ ମାଡ଼ିଗଲା ଟ୍ଯାଙ୍କର: ୧…

କଟକ: ଏମିତି ବି ଆସେ ମୃତ୍ଯୁ। ବେପାରା ଚାଲିଥିବା ବେଳେ ହଠାତ ମାଡିଆସିଲା ମୃତ୍ଯୁର ଟ୍ଯାଙ୍କର। ଅକାଳରେ ଚାଲିଗଲା ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଜଗତପୁର ଭଏରପୁର ଠାରେ। ରାସ୍ତାକଡ଼ ଲସି ଦୋକାନରେ ବେପାର ଚାଲିଥିବା ବେଳେ ହଠାତ ଏକ ତେଲ ଟ୍ୟାଙ୍କର ମାଡ଼ି ଯାଇଛି।…

ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୨…

ଆଠଗଡ: ଆଠଗଡ ବଡମ୍ବା ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ଗୁଳିମାଡ ହୋଇଥିବା ଜଣାପଡ଼ିଛି। ସରକାରୀ ଜମିକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଦୁଇ ଜଣ ହେଲେ ଭଗତପୁର ଗାଁର ଅଶ୍ବିନୀ ପାଳ ଓ ପବିତ୍ର ଆରୁଖ । ସୂଚନାଯୋଗ୍ୟ ଯେ,…

କୌଳିକ ବୃତ୍ତି ହରାଉଛନ୍ତି କୁମ୍ଭକାର 

ଆଠମଲ୍ଲିକ: ବୃତ୍ତି ଏ ମୋ ପୋଷେ କୁଟୁମ୍ବ ନ୍ୟାୟରେ ଆଠମଲ୍ଲିକ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା କୁମ୍ଭକାର ନିଜ ପରିବାର ଭରଣ ପୋଷଣ କରିଥାନ୍ତି। କିନ୍ତୁ ଏବେ ଏହି ବୃତ୍ତି ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉ ନ ଥିବାରୁ କୁମ୍ଭକାର ମାନେ ସେମାନଙ୍କର ବୃତ୍ତି ହରାଉଥିବା ଭଲି ଦୃଶ୍ୟ ଦେଖିବାକୁ ମିଳୁଛି।…
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications