ମନୋରଞ୍ଜନ
Crime News in Odia | Latest Crime News Today | ଅପରାଧ ଖବର
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
Published On
By Madhusudan Das
ବେଙ୍ଗାଲୁରୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ଏକ ଭୟଙ୍କର ରୂପ ନେଇଛି। ଜଣେ ଅଟୋରିକ୍ସା ଚାଳକ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ବେଙ୍ଗାଲୁରୁର ଏଚଏଏଲ୍ ପୋଲିସ ଷ୍ଟେସନ ଅଧୀନରେ ଥିବା ବିଭୂତିପୁରା ଅଞ୍ଚଳରେ ମଙ୍ଗଳବାର...
ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍ରେ କଟାମୁଣ୍ଡ ରଖିଲା ସ୍ୱାମୀ
Published On
By Suryakanta
ଆସାମର ଗୁଆହାଟୀଠାରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ଛାପ ଏଠାରେ ପୁଣିଥରେ ଦେଖିବାକୁ ମିଳିଛି। ଜଣେ ନିଷ୍ଠୁର ସ୍ୱାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ, ତାଙ୍କ ମୁଣ୍ଡ କାଟି ଏକ ପଲିଥିନ୍ ବ୍ୟାଗ୍ରେ ପୂରାଇ ଫ୍ରିଜ୍ରେ ଲୁଚାଇ ରଖିଥିବା...
ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ
Published On
By Suryakanta
ରାଜଧାନୀ ଦିଲ୍ଲୀରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି, ଯାହା ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ଦିଲ୍ଲୀର ରୋହିଣୀ ସେକ୍ଟର-୩ ଅଞ୍ଚଳରେ ଘଟିଥିବା ବୃଦ୍ଧ ରାକେଶ ଖାନ୍ନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ମାତ୍ର କିଛି ଟଙ୍କା ଏବଂ ସୁନା ଅଳଙ୍କାର ଲୋଭରେ ନିଜ ସମ୍ପର୍କୀୟ ଝିଆରୀ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ପୋଲିସ...
ଗ୍ରେଟର ନୋଏଡାରେ ସ୍ଲିପର ବସ୍ ଭିତରେ ୧୬ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ
Published On
By Suryakanta
ଗ୍ରେଟର ନୋଏଡାରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଚଳନ୍ତା ସ୍ଲିପର ବସ୍ ଭିତରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ଘଟଣା ସାରା ଦେଶରେ ମହିଳାଙ୍କ ସୁରକ୍ଷା ଉପରେ ପୁଣି...
ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କରିବାରୁ ପୁଅକୁ ପିଟିପିଟି ମାରିଦେଲେ ବାପା....
Published On
By Madhusudan Das
ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ଅତି ଅଭାବନୀୟ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ପବିତ୍ର ଶ୍ରାବଣ ମାସରେ ଘରେ ମଟନ୍ ରାନ୍ଧିବାକୁ ଦାବି କରିବାରୁ ଜଣେ ବାପା ନିଜର ୩୦ ବର୍ଷୀୟ ପୁଅକୁ ପିଟିପିଟି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ମୃତକଙ୍କ ବାପା ଓ ମାଆଙ୍କୁ ଗିରଫ କରି...
ଦିଲ୍ଲୀରେ ୨୧ ବର୍ଷୀୟା ମଡେଲଙ୍କୁ ଘରେ ପଶି ନିର୍ମମ ହତ୍ୟା; ଜିମ୍ ଟ୍ରେନର ଫେରାର, ପରିବାରର ସାଂଘାତିକ ଅଭିଯୋଗ
Published On
By Suryakanta
ପଶ୍ଚିମ ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବୁଧବାର ସନ୍ଧ୍ୟାରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡ଼ା ଘରେ ପଶି ଅତି ନିର୍ମମ ଭାବେ ଛୁରାମାଡ଼ କରି ହତ୍ୟା କରାଯାଇଛି। ମୃତ ଯୁବତୀ ଜଣକ ହେଉଛନ୍ତି ମୁସ୍କାନ, ଯିଏକି ଜଣେ ଛାତ୍ରୀ ହେବା ସହ...
ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ
Published On
By Madhusudan Das
ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ପ୍ରେମ ପ୍ରତାରଣା ଘଟଣା ସାମ୍ନାକୁ ଆସିଛି। ପ୍ରତାରଣାର ଶିକାର ହୋଇଥିବା ମହିଳା ଇନଫୋସିଟି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଚଣ୍ଡିଖୋଲରେ ଚଢ଼ଉ କରି ପ୍ରେମିକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ଢେଙ୍କାନାଳ ଜିଲ୍ଲା କୁସୁମଯୋଡ଼ିର ତପନ କୁମାର ନାଏକ (୩୦)। ପୁଲିସ ସୂଚନାନୁଯାୟୀ, ବାଲୁଗାଁ...
ପ୍ରେମିକା ସାଜିଲା କାଳ:ପ୍ରେମିକକୁ ହତ୍ୟା କରି ଟ୍ରକରେ ଲଗାଇଲେ ନିଆଁ: ବ୍ଲାକମେଲିଂରୁ ରଚିଲେ ଭୟଙ୍କର ଷଡ଼ଯନ୍ତ୍ର
Published On
By Suryakanta
ଗତ ମାସରେ ଘଟିଥିବା ଏକ ଟ୍ରକ ଅଗ୍ନିକାଣ୍ଡ ଘଟଣାର ପୋଲିସ ଚାଞ୍ଚଲ୍ୟକର ଖୁଲାସା କରିଛି। ପ୍ରଥମେ ଏହାକୁ ଏକ ସଡ଼କ ଦୁର୍ଘଟଣା ବୋଲି ଭାବିଥିବା ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି ଯେ, ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା। ଏହି ଘଟଣାରେ ମୃତ ଟ୍ରକ ଡ୍ରାଇଭର ବଲୱିନ୍ଦର ସିଂହଙ୍କୁ ତାଙ୍କ ପ୍ରେମିକା ଅମନଦୀପ...
ଲୁଧିଆନାରେ ପିଜା ଆଉଟଲେଟ୍ ଉପରେ ଆଖିବୁଜା ଗୁଳିମାଡ଼: ୩ ସେକେଣ୍ଡରେ ୩ ରାଉଣ୍ଡ ଫାୟାରିଂ
Published On
By Suryakanta
ପଞ୍ଜାବର ଲୁଧିଆନାଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ପିଜା ଆଉଟଲେଟ୍ ଉପରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଆକ୍ରମଣକାରୀମାନେ ମାତ୍ର ୩ ସେକେଣ୍ଡ ମଧ୍ୟରେ ଲଗାତାର ୩ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଘଟଣା ପରେ ସୋସିଆଲ ମିଡିଆରେ 'ଗୋପୀ ଲହୋରିଆ ଗ୍ରୁପ୍' ନାମକ ଏକ ଆକାଉଣ୍ଟରୁ ଏହି...
ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲା: ତୃଣମୂଳ କଂଗ୍ରେସ ନେତା ନିର୍ମଳ ଘୋଷ ଗିରଫ
Published On
By Madhusudan Das
କୋଲକାତା: କୋଲକାତାର ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ତଥା ଦଳର ପୂର୍ବତନ ଚିଫ୍ ହ୍ୱିପ୍ ନିର୍ମଳ ଘୋଷ ଗିରଫ ହୋଇଛନ୍ତି । ୨୦୨୪ ମସିହାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ...
ଭାବି ସ୍ତ୍ରୀକୁ ଉପହାର ଦେବାକୁ ଲୁଟ୍ କରୁଥିଲା ଯୁବକ, ବାନ୍ଧିଲା ପୋଲିସ
Published On
By Madhusudan Das
ଭୁବନେଶ୍ୱର: ପୁଲିସ ରେକର୍ଡରେ ଜଣେ ଅଭ୍ୟାସଗତ ଅପରାଧୀ ନିଜ ଭାବି ସ୍ତ୍ରୀଙ୍କୁ ସୁନା ହାର ଉପହାର ଦେବାକୁ ମନକଲେ। ହେଲେ ପାଖରେ ଟଙ୍କା ନଥିବାରୁ ଚୋରି କରି ଉପହାର ଦେବାକୁ ସାଙ୍ଗମାନଙ୍କ ସହ ଯୋଜନା କଲେ। ହେଲେ ଶେଷରେ ପୁଲିସ ହାତରେ ଧରାପଡ଼ି ଜଣେ ସାଙ୍ଗ ଏବଂ ସେ ଜେଲ ଗଲେ। ଭାବି ସ୍ତ୍ରୀଙ୍କୁ ଉପହାର...
ପ୍ରେମ ପାଇଁ ସ୍ୱାମୀଙ୍କୁ ଛାଡିଥିଲେ, ଶେଷରେ ମିଳିଲା ମୃତଦେହ: ଦାମନରେ ବିହାରର ଛୋଟି କୁମାରୀଙ୍କୁ ନିର୍ମମ ହତ୍ୟା
Published On
By Suryakanta
ବିହାରର ନୱାଦା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ୱାମୀ ଓ ପରିବାରକୁ ଛାଡି ପ୍ରେମିକ ସହ ଫେରାର୍ ହୋଇଥିବା ଜଣେ ବିବାହିତା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ଦାମନରେ ଏକ ଭଡ଼ା ଘରୁ ମହିଳାଙ୍କ ମୃତଦେହ ଏକ ଟ୍ରଲି ବ୍ୟାଗ୍ ଭିତରୁ ଉଦ୍ଧାର କରାଯାଇଛି।...



