ଗଜପତି ଆନ୍ଧ୍ରରେ ଲହଡ଼ି, ଓଡ଼ିଶାରେ ମରୁଡ଼ି ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ହେଲାଣି ପାନୀୟଜଳ ସମସ୍ୟା।ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଗ୍ରାମର ଜନସାଧାରଣ ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି। ସହର ତଥା ଆଖପାଖ ଅଞ୍ଚଳବାସୀଙ୍କ ଜୀବନରେଖା ମହେନ୍ଦ୍ର ତନୟା ନଦୀ ଓଡ଼ିଶା ପଟେ ଶୁଖିଲା…