Browsing Category

ବାଲେଶ୍ଵର

ରାସ୍ତା କଡରେ ଛିଡା ହୋଇଥିବା ବେଳେ…

ଜଳେଶ୍ୱର: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଭୋଗରାଇ ବ୍ଲକ ନେଗୁଁଆ ଛକ ଠାରେ ଆଜି ଅପରାହ୍ନ ରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାସ୍ତା କଡରେ ଠିଆ ହୋଇଥିବା ବେଳେ ଏକ କାର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ହୋଇଥିବା ମହିଳା ହେଲେ…

ବାଇକ୍ ଧକ୍କାକୁ କେନ୍ଦ୍ରକରି ୨ ଗ୍ରାମ…

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସଦର ଥାନା ଜଂଖାରାଇ ଗ୍ରାମର ଗୋଟିଏ ଗୋଷ୍ଠୀ ଲୋକଙ୍କ ସହିତ ମୟୁରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା କଳମା ଗ୍ରାମର ଗୋଟିଏ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ରକ୍ତାତ ସଂଘର୍ଷ ଘଟି ଜଣକର ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା…

ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରି…

ବାଲେଶ୍ୱର: ବିଳମ୍ବିତ ରାତିରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରି ରାସ୍ତା ଉପରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ । ଗୋଲାପଲ ନିକଟରୁ ମିଳିଛି ଯୁବକଙ୍କ ରକ୍ତ ଜୁଡୁବୁଡୁ…

ଅନନ୍ୟ ମହିଳା ଖବରକାଗଜ ବିତରକ…

ବାଲେଶ୍ଵର: ସ୍ବାମୀ ବଞ୍ଚିଥିବା ବେଳେ ଦୁହେଁ ସ୍ବାମୀ ସ୍ତ୍ରୀ ଏକାସାଙ୍ଗରେ ଖବରକାଗଜ ବିକ୍ରି କରୁଥିଲେ। ସ୍ବାମୀ ସାଇକେଲରେ ସହରରେ ବୁଲି ବିଭିନ୍ନ ଖବରକାଗଜ ବିକ୍ରି କରୁଥିବା ବେଳେ ସ୍ତ୍ରୀ ପାଦରେ ଚାଲି ଚାଲି ଗାଁକୁ ଗାଁ ବୁଲି ଖବରକାଗଜ ବିକ୍ରି କରନ୍ତି। ଏମିତି ହୋଇ ପରିବାର ପ୍ରତିପୋଷଣ ହୋଇଯାଉଥିଲା।…

ଚାନ୍ଦିପୁରରେ ‘ପ୍ରହାର’ ମିସାଇଲର…

ବାଲେଶ୍ଵର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ମଙ୍ଗଳବାର ଦିନ ଭୂ-ପୃଷ୍ଠରୁ ପୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍‌ ବାଲେଷ୍ଟିକ ମିସାଇଲ ‘ପ୍ରହାର’ ମିସାଇଲ୍ ଅପରାହ୍ନ ୩ ଘଟିକା ୯ ମିନିଟରେ ସଫଳ ପରୀକ୍ଷଣ ହୋଇଯାଇଛି। ଏହି…

ବାଲେଶ୍ଵରକୁ ଓମିକ୍ରନ୍ ଚିନ୍ତା: ମାସେ…

ବାଲେଶ୍ଵର: କରୋନାର ନୂଆ ରୂପ ଓମିକ୍ରନ୍ ନେଇ ସାରା ବିଶ୍ବବାସୀ ଆତଙ୍କିତ। ତେବେ ଦେଶର ବିଭିନ୍ନ ରାଜ୍ୟରୁ ଓମିକ୍ରନ୍ ଚିହ୍ନଟ ହେଉଥିବା ବେଳେ ଏହାକୁ ନେଇ ଓଡିଶାରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ ଜଣେ ବି ଓମିକ୍ରନ୍ ଚିହ୍ନଟ ହୋଇନଥିବା ବେଳେ ରାଜ୍ୟକୁ ଆସିଥିବା ବିଦେଶ…

ଭିଜିଲାନ୍ସ ଜାଲରେ କୋଟିପତି ପିଅନ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ପିଅନ। ଲାଞ୍ଚ ନେବାବେଳେ ଧରାପଡିଲେ ବାଲେଶ୍ୱର ଜିଲ୍ଲା ପୂର୍ତ୍ତ ବିଭାଗ ୨ନମ୍ବର ଡ଼ିଭିଜନର ପିଅନ ପଦ୍ମନାଭ ସ୍ୱାଇଁ । ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛ । ମିଳିଥିବା ସୂଚନା ମୁତାବକ ସିକ୍ୟୁରିଟି ଟଙ୍କା ରିଲିଜ୍ କରିବାକୁ…

ବାତ୍ୟା ପାଇଁ ଚିନ୍ତାରେ ଚାଷୀ, ବିଲରେ…

ଜଳେଶ୍ଵର: ସାମୁଦ୍ରିକ ବାତ୍ୟା 'ଜଓ୍ବାଦ' ଯୋଗୁଁ ଜଳେଶ୍ଵର ଚାଷୀଙ୍କ ଚିନ୍ତା ବଢିଛି। ବିଲରେ ପାଚିଲା ଧାନକୁ ଚାଷୀ ଅମଳ କରି ପାରୁ ନ ଥିବାରୁ ବାତ୍ୟା ଓ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।ଜଳେଶ୍ଵର ବ୍ଲକରେ ଏବର୍ଷର ଖରିଫ ଋତୁରେ ୨୦ ହଜାର ୫୫ ହେକ୍ଟର ଜମିରେ ଧାନଚାଷ…

ବାବା ପରିଚୟ ଦେଇ ମହିଳାଙ୍କ ଠାରୁ ସାଢେ ୩…

ଜଳେଶ୍ଵର: ଜଳେଶ୍ଵର ଟାଉନ ହାଇସ୍କୁଲ ସମ୍ମୁଖ ରାସ୍ତା ଉପରେ ଦିନ ଦ୍ବିପହରରେ ଜଣେ ଯୁବକ ନିଜକୁ ହରିଦ୍ଵାରରୁ ଆସିଛି ଓ ବାବା ବୋଲି ପରିଚୟ ଦେଇ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଜଳେଶ୍ଵର…

ଓଡ଼ିଆ ଯୁବକଙ୍କୁ ଦିଲ୍ଲୀରେ ଗୁଳିକରି…

ବାହାନଗା: ରାଜଧାନୀ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଜଣାପଡ଼ିଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମର ଗେଣ୍ଡୁଆ ମଳିକଙ୍କ ପୁତ୍ର ନରେଶ(୨୧)। ନରେଶ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଦିଲ୍ଲୀରେ ଏକ…