Browsing Category

ମାଲକାନଗିରି

କଲାଗଣ୍ଡା ବିଦ୍ୟାଳୟରେ ବ୍ୟାପିଛି ଅଜଣା…

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଲାଗଣ୍ଡା ମଙ୍ଗଳ ବିଭାଗ ବିଦ୍ୟାଳୟରେ ଗତ ଦୁଇଦିନ ମଧ୍ୟରେ ଅଜଣା ରୋଗରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗ କଣ ଏବଂ କେଉଁ କାରଣରୁ…

ଚିକିତ୍ସା ଆଳରେ ସ୍ତ୍ରୀର କିଡନୀ…

ମାଲକାନଗିରି: ମାଲକାନଗିରି ଟାଉନଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ସ୍ତ୍ରୀର କିଡନୀ ସ୍ୱାମୀ ବିକିଦେଇଥିବା ଅଭିଯୋଗ ହୋଇଛି। ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ। ଅଭିଯୋଗ ଅନୁଯାୟୀ, ୧୨ବର୍ଷ ତଳେ କୋତାମେଟା ଗାଁର…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି:…

ମାଲାକାନଗିରି: ମାଲାକାନଗିରି ଜିଲ୍ଲାରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ସ୍ଥାନରେ ପୋଲ ଉପରେ ଜଳ ପ୍ରବାହ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅତ୍ୟଧିକ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଆରଇସି-୧୬ ଗ୍ରାମର ସାଧୁରାମ…

ଉଛୁଳା ନଦୀ ପାଇଁ ଗର୍ଭବତୀ ମହିଳା…

ମାଲକାନଗିରି: ଆସହ୍ୟ ହେଲା ପ୍ରସବ ଯନ୍ତ୍ରଣା। ଲଗାଣ ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବଢିବା କାରଣରୁ ନଦୀପାର ହୋଇ ପାରିଲେ ନାହିଁ ପ୍ରସୂତୀ ମହିଳା। ଶେଷରେ ଡାକ୍ତରଖାନାରେ ପହଞ୍ଚି ନପାରି ନଦୀକୂଳରେ ଶିଶୁକୁ ଜନ୍ମ ଦେଲେ। ଏଭଳି ପରିସ୍ଥିତିରେ ଦେବଦୂତ ସାଜି ମହିଳାଙ୍କ ପ୍ରସବ କରାଇବା ପରେ ଡାକ୍ତରଖାନାରେ…

ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା…

ମାଲକାନଗିରି: ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବନ୍ୟା ପରିସ୍ଥିତି ମୁକାବିଲା ପାଇଁ…

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାବେଳେ ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ପଡିଆ ବ୍ଲ କର ବଜଗୁଡ଼ାରୁ ୩୨ଜଣ ଜଣ, ଏମ୍ଭି ୫୭ ଗ୍ରାମରୁ ୧୧ଜଣ ଓ ଗିରିକାନପାଲି ଗ୍ରାମରୁ ୪୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବା…

ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି:…

ମାଲକାନଗିରି: ପ୍ରବଳ ବର୍ଷାରେ ବେହାଲ ହୋଇ ପଡିଛି ମାଲକାନଗିରି ଜିଲ୍ଲା । ଗତ ଏକସପ୍ତାହ ଧରି ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ସାବେରି, ସିଲେରୁ ଚିନା ଗୋଦାବରୀ ପ୍ରଭୃତି ନଦୀରେ ଜଳସ୍ତର ବୃଦ୍ଧି ପାଇ ତଳି ଅଞ୍ଚଳରେ ଅନେକ ରାସ୍ତା ଉପରକୁ ଜଳ ଆସି ଯାତାୟାତ ବନ୍ଦ ହୋଇ ପଡିଛି । ଏହାସହ ଅନେକ ଅଞ୍ଚଳରେ…

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ…

ମାଲକାନଗିରି: ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଏକ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିବା ଜଣାପଡିଛ। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ଯୁ ଘଟିଥିବ ବେଳେ ୬ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ବସରେ ୩୦ରୁ ଅଧିକ ଜଣ ଯାତ୍ରୀଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଉଦ୍ଧାର…

କଙ୍ଗାରୁ କୋର୍ଟ ଭାଙ୍ଗିଦେଲା ପ୍ରେମ…

ମାଲକାନଗିରି: ପତ୍ନୀଙ୍କୁ ତାଙ୍କ ବାପ ଘର ଲୋକେ ନେଇ ଆଉ ନ ଛାଡ଼ିବାରୁ ମାଲକାନଗିରି ଜିଲ୍ଲା ଏମ୍‌ଭି-୯ ଗ୍ରାମର ସଞ୍ଜିତ ହାଲଦାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଞ୍ଜିତ ପଡୋଶୀ ଛତିଶଗଡ଼ ବୈଲାପାରି ଗ୍ରାମର ଗାୟତ୍ରୀ ପଡିଆମୀ ନାମକ ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରୁଥିଲେ। ସାବାଳକ…