Browsing Category

ଦେବଗଡ଼

Deogarh News: Find all Latest and Breaking News on Deogarh. Read Breaking News on Deogarh updated and published at The Sakala.

ଖେଳୁଥିବା ବେଳେ ଅଘଟଣ: ବିଦ୍ୟୁତ…

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି।  ଯାଆଁଳା ଶିଶୁ ଖେଳିଥିବା ବେଳେ ଅଘଟଣ ଘଟିଛି। ଖେଳୁଥିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାଆଁଳା ଶିଶୁ । ଏହି ବଦ୍ଯୁତ ଆଘାତରେ ଜଣେ ଶିଶୁର ମୃତ୍ଯୁ ଘଟିଥିବା ବେଳେ ଆଉ ଜଣେ ଶିଶୁ ଗୁରୁତର ହୋଇଥିଲେ। ଗୁରୁତର…

ମଦ୍ଯପ ବାପାର ନୃଶଂସ କାଣ୍ଡ: ବାପାର…

ଦେବଗଡ଼: ଦେବଗଡ ଜିଲ୍ଲା ଗୁଣ୍ଡୁରିପୋଷି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ମୃତକ ହେଲେ ଗୋଲବଦନ ପାତ୍ର । ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ…

ସୀମା ଟପିଲା ବିଜେପି: ଖବର ସଂଗ୍ରହବେଳେ…

ଭୁବନେଶ୍ବର: ସୀମା ଟପିଲା ବିଜେପି। ଖବର ସଂଗ୍ରହବେଳେ କାର୍ଯ୍ଯରତ ସାମ୍ବାଦିକଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଜଣାପଡ଼ିଛି। ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଜଣଙ୍କ ହେଉଛନ୍ତି ବୈଦ୍ଯୁତିକ ଗଣମାଧ୍ଯମ ନନ୍ଦିଘୋଷ ଟିଭିର ବ୍ରିଜେଶ ସାହୁ। ବ୍ରିଜେଶ  ଦେବଗଡ଼ ବନ୍ଦ ଡାକରାର ଖବର ସଂଗ୍ରହ କରୁଥିଲେ।…

ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଦେବଗଡ଼:  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥର ବଲଣ୍ଡା ଘାଟି ରାସ୍ତାରେ ଏକ ବାଇକ୍‌ ଜଳି ଯାଇଥିବା ଦେଖିବାକୁ ମିଳିଛି । ବାହାଡାପୋଷୀ ଠାରୁ ଅଳ୍ପ ଦୂରରେ ବଲଣ୍ଡା ଘାଟି ରାସ୍ତାରେ ମଟରସାଇକଲ ଚାଳକ ଜଣକ ପରିସ୍ରା କରିବା ପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରିଥିବା ବେଳେ…

ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା…

ଦେବଗଡ଼: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ବନ ବିଭାଗର ଚଢାଉ। ଦେବଗଡ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ଗୋଟିଏ ଚିତାବାଘ ଛାଲ ଜବତ ହୋଇଥିବା ବେଳେ ୨ ବାଘଛାଲ ବେପାରୀଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନା ଅନୁଯାୟୀ,  ଚିତାବାଘ ଚାଲ ବିକ୍ରି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ଭିଜିଲାନ୍ସ ଟିମ୍ ତାଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ଅଫିସରେ ରେଡ୍ ଚଳାଇଛନ୍ତି ।…

ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ଚିହ୍ନଟ…

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହୋଇଛି ଗୋଟିଏ ଡେଲଟା ପ୍ଲସ କେସ। ଦେବଗଡ଼ରୁ ଚିହ୍ନଟ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଡି ଟିମ୍ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସଂକ୍ରମିତ…

ଦୁର୍ଘଟଣା ପରେ ଟ୍ରକ୍‌ ସହ ଜିଅନ୍ତା…

ଦେବଗଡ : ଦେବଗଡ଼ ବାରକୋଟ ଥାନା କଲା ଗ୍ରାମଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ପୋଲ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯିବାସହ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୦ଟା ୧୫ମିନିଟ ସମୟରେ…