ପାଇପ୍ ଲାଇନ କାମବେଳେ ବିସ୍ଫୋରଣ ଘଟି ୨…
ନୟାଗଡ଼ : ନୟାଗଡ଼ ଜିଲ୍ଲା ଯାଉଥିବା ଗେଲ୍ ଇଣ୍ଡିଆ ପାଇପ୍ ନିର୍ମାଣ କାର୍ଯ୍ୟ ବେଳେ ବିସ୍ଫୋରଣ ଘଟିଛି । ନିର୍ମାଣ କାମ ବେଳେ କମ୍ପ୍ରେସର ଫାଟି ଯିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ମହାରାଷ୍ଟ୍ରର ବିଜୟ ଗାଙ୍ଗୁଲି ଏବଂ ସୋନୁ ବୋଲି ସୂଚନା ମିଳିଛି । ଅନ୍ୟ ୩ ଜଣ ଶ୍ରମିକ…