Browsing Category

ଗଞ୍ଜାମ

Ganjam News: Find all Latest and Breaking News on Ganjam. Read Breaking News on Ganjam updated and published at The Sakala.

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ:…

ବାଲୁଗାଁ: ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାଲୁଗାଁ ଏବଂ ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ମିଳିତ ଭାବେ ଚଢାଉ କରି ୧୨୬ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ସକାଳେ ଟାଙ୍ଗୀ…

ଅଟୋକୁ ପିଟିଲା କାର: ୧୩ ଆହତ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ଏକ ସଡକ ଦୁର୍ଘଟଣା ଘଟିଛି। ଅଟୋକୁ ଏକ କାର୍‍ ଧକ୍କା ଦେବା ଫଳରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଟୋ ଚାଳକ ମଧ୍ୟ ଅଛି। ଆହତ ହୋଇଥିବା ସମସ୍ତ ଶ୍ରମିକ କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଜଗନ୍ନାଥ ସାହିର।…

ଲିଫ୍ଟ ମାଗି ଲୁଟ୍‍: ଆକ୍ରମଣ କରି ନେଇଗଲେ…

ବ୍ରହ୍ମପୁର: ଚୋରି କରିବା ଉଦ୍ଦେଶ୍ୟରେ ଲୁଟେରାମାନେ ଏବେ ନୂଆ ତରିକା ଅବଲମ୍ବନ କରୁଛନ୍ତି। କେତେବେଳେ ନିଜେ ତଳେ ପଡ଼ିଯାଇ ସାହାଯ୍ୟ ମାଗି ମୋବାଇଲ୍‍ ଏବଂ ଟଙ୍କା ଲୁଟ୍‍ କରୁଛନ୍ତି ତ କେତେବେଳେ ଲିଫ୍ଟ ମାଗିବା ବାହାନାରେ ଲୁଟ୍‍ ମଧ୍ୟ କରୁଛନ୍ତି। ଠିକ୍‍ ଏହିପରି କିଛି ଲୁଟେରାଙ୍କ ଶିକାର ହୋଇଛନ୍ତି…

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଗପହଣ୍ଡି…

ଗଞ୍ଜାମ: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନୂଆ ବସ ଟର୍ମିନାଲ ଉଦଘାଟିତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ବସ୍‌ ଟର୍ମିନାଲର ଉଦଘାଟନ କରିଛନ୍ତି। ୫ କୋଟି ୮୦ ଲକ୍ଷ…

ପୁଲିସ ଖୋଜୁଥିବା ଅପହୃତ ନିଜେ ଥାନାରେ…

ବ୍ରହ୍ମପୁର: ଗତକାଲି ସକାଳ ସମୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ଜଣେ ଜଳଖିଆ ଦୋକାନୀଙ୍କ ପୁଅ ପପୁରାମ ବେହେରା(୨୧)ଙ୍କ ଅପହରଣ ମାମଲା ଆଜି ଭିନ୍ନ ମୋଡ ନେଇଛି। ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହେବା ପରେ ଗତକାଲିଠାରୁ ସାଇବର ଥାନା ଏବଂ ବୈଦ୍ୟନାଥପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିବା ସହ…

ଅମାନିଆ ହେଉଛନ୍ତି ପର୍ଯ୍ଯଟକ, ପୁଣି…

ଗୋପାଳପୁର: କରୋନା ସଂକ୍ରମଣ ତଳମୁହାଁ ହେବାପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଅନଲକ୍‍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଅଗଷ୍ଟ ୧ରୁ ଗଞ୍ଜାମ ଜିଲ୍ଲାରେ ମନ୍ଦିର, ପାର୍କ, ବେଳାଭୁମି ପ୍ରଭୃତି ସାର୍ବଜନୀନ ସ୍ଥାନକୁ କୋଭିଡ଼ ନିୟମ ମଧ୍ୟରେ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି। କିନ୍ତୁ ଆଜି…

ଘର ଖୋଜୁଛି ବାଇ ଚଢ଼େଇ

ଗଞ୍ଜାମ: ବାଇ ଚଢେଇ ଦେଖିବାକୁ ଯେପରି ସୁନ୍ଦର ତା'ଠାରୁ ଅଧିକ ସୁନ୍ଦର ତା'ର ବସା। କିନ୍ତୁ ଏହା ଧୀରେ ଧୀରେ ଲୋପ ହେବାକୁ ଲାଗିଲାଣି। କାରଣ ପ୍ରକୃତି, ପରିବେଶ, ପ୍ରବୃତ୍ତି ଓ ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ପାଇଁ ଦାଉ ସାଜିଛି। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ମନୁଷ୍ୟ ତଥା ପୃଥିବୀରେ ଥିବା…

ଚାଇଲ୍ଡ ଲାଇନ୍ ପକ୍ଷରୁ ଚଢ଼ାଉ: ୪ ଦିନରେ…

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ପ୍ରତିଦିନ ବିଭିନ୍ନ ଉପାୟରେ ନାବାଳକମାନଙ୍କୁ ଦୂରଦୂରାନ୍ତକୁ ଚାଲାଣ ହେଉଥିବା ନଜରକୁ ଆସିଛି। କେତେବେଳେ ପିଲାମାନେ ଦଲାଲମାନଙ୍କ ସହ ଏକାଠି ଯାଉଥିବା ବେଳେ କେତେବେଳେ ଲୁକ୍କାୟିତ ଭାବେ ନାବାଳକମାନଙ୍କୁ ନିଆଯାଉଛି। ଏହିପରି କିଛି ଖବର ଆସିବା ପରେ ଚାଇଲ୍ଡ ଲାଇନ୍…

ପ୍ରେମରେ ପ୍ରତାରଣା: ପ୍ରେମିକାକୁ ପୋଡ଼ି…

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୋମ ହର୍ଷଣକାରୀ ଘଟଣା ଘଟିଯାଇଛି। ପ୍ରେମରେ ପ୍ରତାରଣା କରିଛି ପ୍ରେମିକ। ପ୍ରତାରଣା ପରେ ପ୍ରେମିକାକୁ ଜୀବନରୁ ମାରିଦେବାକୁ ଉଦ୍ଯମ କରିଛି। ପ୍ରେମିକାକୁ ଡାକି ନିଆଁରେ ପୋଡି ମାରିବା ପାଇଁ ପଛାଇ ନାହିଁ ପ୍ରେମିକ। ସୂଚନା ଅନୁଯାୟୀ,…

ବ୍ଲେଡରେ ପେଟକୁ କାଟି ଅନ୍ତପୁଟା ବାହାର…

ବ୍ରହ୍ମପୁର: ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ପଲ୍ଲିଗାଁରେ ଦୁଇ ଦିନ ପୂର୍ବେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଛି। ଏହି ଘଟଣାରେ ଗଣେଶ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଏମକେସିଜିରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ…