Browsing Category

ନୟାଗଡ଼

Nayagarh News: Find all Latest and Breaking News on Nayagarh. Read Breaking News on Nayagarh updated and published at The Sakala.

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଟାଙ୍ଗୀ ପାଟଣା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ମୃତ୍ୟୁ ପରେ ସ୍ତ୍ରୀର ମୃତ୍ୟୁ ଘଟିଛି । ସୂଚନାନୁସରେ, ଉକ୍ତ ସାହିର ଦିଲ୍ଲୀପ ପାତ୍ର ଆଠମଲ୍ଲିକର ଏକ ଘରୋଇ ବ୍ୟାଙ୍କରେ ପରିଚାଳକ ଭାବେ କାମ କରୁଥିଲେ। ସେଠାରେ ସେ କାରୋନା ଆକ୍ରାନ୍ତ…

ଭୋଜି ଖାଇ ଜଣେ ମୃତ, ୨୫ ଗୁରୁତର

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରବିଗାଡ଼ିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁରେ ଘଟିଛି ଅଘଟଣ। କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି। ମୃତକଙ୍କ ନାଁ ମାଟିଆଣୀ ବାରିକ (୫୫) ବୋଲି ଜଣାପଡ଼ିଛି। ଗୁରୁତର ସମସ୍ତ…

ସରପଞ୍ଚ ପଦବୀ ହରାଇଲେ ସୌମ୍ୟରଞ୍ଜନ…

ନୟାଗଡ଼: ପଦବୀ ହରାଇଲେ ନୟାଗଡ଼ ଜିଲ୍ଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ସୋମ୍ଯ ପଞ୍ଚାୟତରେ ମନମୁଖୀ କାମ କରୁଥିବା ଅଭିଯଗୋ ହେଇଥିଲା।। ଏ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଆଜି ପଞ୍ଚୟତର ସମସ୍ତ…

ନୟାଗଡ଼ ରେଳଷ୍ଟେସନରେ ଆତଙ୍କରାଜ,…

ନୟାଗଡ଼ : ନୟାଗଡ ଟାଉନ୍ ରେଳ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଆତଙ୍କ ଖେଲାଇଛନ୍ତି ନିଶାଖୋର ବ୍ୟକ୍ତି। ୧ ରୁ ଅଧିକ ମଦ୍ୟପ ଯୁବକ ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅଫିସ କାଗଜପତ୍ର ପୋଡ଼ି ଦେଇଛନ୍ତି। ଏହି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ…

ଥାନାରେ ବିଜେପି କର୍ମୀଙ୍କ ଆତଙ୍କରାଜ

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ୁଛି ବୋଲି ବିଭିନ୍ନ ସମୟରେ ବିଜେପି ଗଳା ଫଟାଇ ଚିତ୍କାର କରୁଛି। ହେଲେ ଖୋଦ୍‌ ବିଜେପି କର୍ମୀମାନେ ଅରାଜକତା ଓ ଆତଙ୍କରାଜ ସୃଷ୍ଟି କରୁଛନ୍ତି। ରାଜଧାନୀରେ ବିଜେପିର କିଛି ଯୁବନେତା ଓ ନେତ୍ରୀ ଜଣେ ବ୍ୟକ୍ତିଙ୍କ ଘରେ ଚାରିଘଣ୍ଟା ଆତଙ୍କରାଜ ଚଳାଇବା…

ରଘୁନାଥପୁର ଗାଁରେ କଙ୍ଗାରୁକୋର୍ଟ, ଷଣ୍ଢ…

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ କଙ୍ଗାରୁକୋର୍ଟର ନିଷ୍ପତ୍ତି ଅନୁସାରେ, ସଦରଥାନାରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଷଣ୍ଢ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଅଭିଯୋଗକୁ ଭିତି କରି ୪୫/୨୧ରେ ଉକ୍ତ ଗ୍ରାମର ରଞ୍ଜନ ଦାଶଙ୍କ ନାମରେ ମାମଲା ରୁଜୁ କରିଛି ।…
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications