ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ନୟାଗଡ଼

Nayagarh News: Find all Latest and Breaking News on Nayagarh. Read Breaking News on Nayagarh updated and published at The Sakala.

ପିକନିକ୍‌ ସାରି ଫେରୁଥିବା ବେଳେ ଅଘଟଣ:…

ଦଶପଲ୍ଲା : ସାଙ୍ଗମାନେ ମିଶି କନ୍ଧମାଳର ଦାରିଙ୍ଗବାଡି ପିକନିକ୍‌ ଯାଇଥିଲେ। ସେଠି ବୁଲାବୁଲି ସହ ଭୋଜି ଭାତ କରି ମଜାମସ୍ତିରେ ଘରକୁ ଫେରୁଥିଲେ। ହେଲେ ଅଧାବାଟରେ ଜମ ଜଗି ରହିବା ଭଳି ଘଟିଲା ଅଘଟଣ। ଘରୁକୁ ‍ଫେରିଲା ବେଳେ ଅଧ ବାଟରେ ଟ୍ରଲରକୁ ଭ୍ୟାନ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ମା’ ଦକ୍ଷିଣକାଳୀଙ୍କଠାରେ ଲାଗି ହେଲା ୧୪…

ନୟାଗଡ଼ : ଶନିବାର ପବିତ୍ର ଧନୁ ସଂକ୍ରାନ୍ତିଠାରୁ ନୟାଗଡ଼ ପୁରୁଣାସହରରେ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କଠାରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଏହା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । ପ୍ରତ୍ୟେକ ଦିନ ମା’ଙ୍କ ପାଖରେ ୧୪ ଥାଳି ଭୋଗ ଲାଗି ହୁଏ । ଏଥିରେ ୧୧ ଥାଳି କାନିକା ଭୋଗ ଏବଂ ୩ ଥାଳି…

ଭିଜିଲାନ୍ସ ଜାଲରେ ନୟାଗଡ଼ ସବ-ରେଜିଷ୍ଟର,…

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ନୟାଗଡ଼ ସବ ରେଜିଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଛାପା ମାରିଥିବା ବେଳେ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି।ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଚଢାଉ କରୁଛି। ସବରେଜିଷ୍ଟର…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ…

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନାକୁ ଆଜି ଜଣେ ବ୍ୟକ୍ତି ନିଜ ସ୍ତ୍ରୀର କଟାମୁଣ୍ଡ ଧରି ଆସିଥିବା ଦେଖାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଅର୍ଜୁନ ବାଘ । ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବିଡ଼ାପାଜୁ ଗ୍ରାମର ଅର୍ଜୁନ ଆଜି ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ କଟା…

କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ନୟାଗଡ଼ : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଇକିରି ପଞ୍ଚାୟତ ଝରଦେଇ ପୀଠ ନିକଟରୁ ବନବିଭାଗ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍ କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ଅନ୍ତର୍ଗତ ଟିପୁରା ଗ୍ରାମର ସୁନୀଲ ଜେନା, ସୁବାଷ ଜେନା ଏବଂ ବିରୁଡ଼ା ଗ୍ରାମର…

ସ୍ତ୍ରୀର ଅଧା ଜିଭକୁ କାମୁଡି ଛିଣ୍ଡାଇ…

ନୟାଗଡ଼ : ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ନରହନ୍ତା ସ୍ୱାମୀ ନିଜ ସ୍ତ୍ରୀର କାମୁଡି କରି ଅଧା ଜିଭକୁ ଛିଣ୍ଡାଇଦେଲା । ସୁଚନାନୁସାରେ ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗ୍ରାମର ଗଦାଧର ପରିଡା ନୟାଗଡ଼ ବ୍ଲକ ଆଙ୍କୁଲାଇ ପାଟଣାର ରଞ୍ଜିତା ପରିଡ଼ାକୁ ବିବାହ କରିଥିଲେ । ୧୬ ମସିହାରେ ଗଦାଧର…

ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ହେଲେ…

ନୟାଗଡ଼ : ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ହୋଇଛନ୍ତି ଦୁର୍ଯ୍ୟୋଧନ ବେହେରା । ସେ ବର୍ତ୍ତମାନ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ନୟାଗଡ଼ ପୂର୍ବତନ ଜିଲ୍ଲା ଯୁବ…

ନିଜ ବନ୍ଧୁକ ଗୁଳିରେ ନିହତ ହେଲେ ଯବାନ

ନୟାଗଡ: ନିଜ ବନ୍ଧୁକ ଗୁଳିରେ ନିହତ ହେଲେ ନିଜେ ଯବାନ। ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମର ବଂଶୀଧର ସାହୁଙ୍କ ପୁଅ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫ ଜବାନ ଭାବେ କାର୍ଯ୍ୟ କାରୁଥିଲେ । ଦୁଇ ବର୍ଷ ଆଠ ମାସ ତଳେ ସେ ଚାକିରି ଆରମ୍ଭ କରିଥିଲେ ।…

କୁମ୍ଭାରପଡାରେ ଗୋଷ୍ଠୀ ସଂଘର୍ଷ : ବୋମା…

ଖଣ୍ଡପଡା : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କୁମ୍ଭାରପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହରିଜନ ସାହିରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟକି ଦୁଇ ହରିଜନ ଗୋଷ୍ଠୀ ଙ୍କ ମଧ୍ୟରେ ଦୀର୍ଘଦିନ ଧରି ରାଜନୈତିକ ଏବଂ ପାରିବାରିକ ବିଶୃଙ୍ଖଳା ଲାଗି ରହିଥିବା ବେଳେ ଦୀପାବଳି ଛୁଟି…

ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ସହ…

ୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ସହ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛ। ପୀଡ଼ିତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଖବର ଅନୁଯାୟୀ, ପୀଡ଼ିତା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ କେହି…