ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

କଳାହାଣ୍ଡି

Kalahandi News: Find all Latest and Breaking News on Kalahandi. Read Breaking News on Kalahandi updated and published at The Sakala.

କଳାହାଣ୍ଡିରେ ଧୁମଧାମରେ ଚାଲିଛି କଳା…

କଳାହାଣ୍ଡି: କଳାହାଣ୍ଡିରେ ଧୁମଧାମରେ ଚାଲିଛି କଳା ସଂସ୍କୃତି ମହାକୁମ୍ଭ କଳାହାଣ୍ଡି  ଘୁମୁରା ଉତ୍ସବ- ୨୦୨୪।  ନାଚ ଗୀତରେ ଦୁଲୁକି ଉଠିଛି ରେଣ୍ଡୋ ମାଝୀ ମଞ୍ଚ। ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ୍ ପାଖରେ ଚାଲିଛି ମହୋତ୍ସବ । ଦ୍ୱିତୀୟ ସନ୍ଧ୍ୟାରେ କଳାହାଣ୍ଡିଆ କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ…

କଳାହାଣ୍ଡି ଜିଲ୍ଲାସ୍ତରୀୟ ନୂଆ-ଓ ଉତ୍ସବ:…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତଛାତ୍ରୀଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର। ଜୟ ଜଗନ୍ନାଥ, ଜୟ ମା’ ମାଣିକେଶ୍ବରୀ କହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ 5T…

ଭବାନୀପାଟଣାକୁ ଗଡ଼ିବ…

ଭୁବନେଶ୍ୱର : ବିଶାଖାପାଟନମ୍‌‌-ରାୟଗଡ଼ା ଓ ରାୟଗଡ଼ା-ବିଶାଖାପାଟନମ୍‌‌ ପାସେଞ୍ଜର୍‌ ସ୍ପେଶାଲ ଟ୍ରେନ୍‌‌କୁ ଭବାନୀପାଟଣାକୁ ସମ୍ପ୍ରସାରିତ କରାଯାଇଛି। ଏହି ଟ୍ରେନ୍‌ ବିଶାଖାପାଟନମ୍‌‌ଠାରୁ ଆସନ୍ତା ୨୭ରୁ ଏବଂ ଭବାନୀପାଟଣାରୁ ୨୮ରୁ ଚଳାଚଳ କରିବ। ଉଭୟ ପାର୍ଶ୍ବରୁ ବିଶାଖାପାଟନମ୍‌‌ ଏବଂ ରାୟଗଡ଼ା ମଧ୍ୟରେ…

ଦୁଇ ବାଇକ ମୁହାଁମୁହିଁ ଧକ୍କା; ୨ମୃତ,…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପରାମାଲ-ବେହେରା ରାସ୍ତାରେ ବାଇକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ଆଜି ଅପରାହ୍ଣ ସମୟରେ ଖପରାମାଲ ଦେଇ ଗୋଟାଏ ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ବେହେରା…

କଳାହାଣ୍ଡି ଏମ୍.ରାମପୁରରେ ହାତୀ ଉପଦ୍ରବ,…

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।ସୂଚନା ଅନୁଯାୟୀ, ଗତକାଲି ରାତିରେ ରତନପୁର ଗାଁ ନିକଟରେ ହାତୀପଲ ଆତଙ୍କ ଚଳାଇଥିବା ନେଇ ଖବର…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ,…

ଭବାନୀପାଟଣା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡକର୍ଲାକୋଟ ଜିଆରଏସ ଏମ୍‌. ପାଣିଗ୍ରାହୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଆରଏସ ମାର୍ଗାରେଟ ପାଣିଗ୍ରାହୀ ଧରାପଡ଼ିଛନ୍ତି। ଜଣେ ଜବ୍ କାର୍ଡଧାରୀଙ୍କଠାରୁ…

ଉଧାର ଟଙ୍କା ମାଗିବାରୁ ଯୁବକଙ୍କ ଦେହରେ…

ଭବନୀପାଟଣା: ଉଧାର ଟଙ୍କା ମାଗିବା ପଡ଼ିଲା ମାହାଙ୍ଗା। ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୂର୍ବୁର୍ତ୍ତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ କସାକେନ୍ଦୁ ଅଞ୍ଚଳର ରଞ୍ଜନ ପାଢ଼ୀ କିଛି ବ୍ୟକ୍ତିଙ୍କୁ ହାତ ଉଦ୍ଧାର ଟଙ୍କା ଦେଇଥିଲେ। ସେ ମାନଙ୍କୁ ଟଙ୍କା ମାଗିବାରୁ କିଛି ଦୁବୃର୍ତ୍ତ…

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାଁ,…

ଭବାନୀପାଟଣା : ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାଁ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରିଛନ୍ତି । ରାଜ୍ୟର ପ୍ରଥମ ସରକାରି ଅନୁଷ୍ଠାନ ଭାବେ ଦେବାଦେବୀଙ୍କ ନାମରେ ନାମିତ ହୋଇଛି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ।…

ଆଜିଠୁ କଳାହାଣ୍ଡିରେ ଗଡ଼ିବ ‘ଲକ୍ଷ୍ମୀ’…

ଭବାନୀପାଟଣା : ରାଜ୍ୟ ସରକାରଙ୍କ ଅନ୍ୟତମ ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’ରେ ବୁଧବାର ଠାରୁ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଗଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଆସି ଏଠାରେ ୬୩ଟି ଲକ୍ଷ୍ମୀ ବସ୍‌‌ର ଶୁଭାରମ୍ଭ କରିବେ। ତେବେ ଆସନ୍ତାକାଲି କଳାହାଣ୍ଡି…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି କଳାହାଣ୍ଡି । କାଲି କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଜିଲ୍ଲାବାସୀଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ…