15th Aug sidebar
15th Aug sidebar
Browsing Category

ଅନୁଗୁଳ

Angul News: Find all Latest and Breaking News on Angul. Read Breaking News on Angul updated and published at The Sakala.

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୬୫…

ଅନୁଗୁଳ:  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ୬୫ ବର୍ଷର ଜଣେ ବୃଦ୍ଧ ମଙ୍ଗଳବାର ଗିରଫ ହୋଇଛନ୍ତି। ସୂଚନା ମୁତାବକ, ସୋମବାର ଜଣେ ନାବାଳିକା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିଲେ। ଏହି ସମୟରେ ଗାଁର ଋଷି ନାଏକ ( ୬୫ ) ନାମକ ଜଣେ ବୃଦ୍ଧ ନାବାଳିକାଙ୍କୁ…

ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ…

ଅନୁଗୁଳ: ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଥିବା ଆଉ ଏକ ହାତୀ ଶାବକର ଆଜି ମୃତ୍ୟୁ ହୋଇଛି। ଗତ ତା୧୯ / ୦୬ ରିଖରେ ସାତକୋଶିଆ ବନଖଣ୍ଡ ପମ୍ପାସର ଠାରେ ଚାରି/ପାଞ୍ଚ ବର୍ଷର ଅଣ୍ଡିରା ହାତୀ ଶାବକ ଅସୁସ୍ଥ ଥିବା ଘଟଣା ନଜରକୁ ଆସିଥିଲା । ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଶାବକଟି ଜଗନ୍ନାଥପୁର ବନ୍ଧ…

ବିଦ୍ୟୁତ ବିଭାଗ ଓ ବନବିଭାଗର ମନମାନି:…

ସତକୋଶିଆ: ଅନଗୁଳ ବ୍ଲକ ଅନ୍ତୁଳିଆ, ଟାଇଁସୀ, କଠୋଭୋଇ, ଜଗନ୍ନାଥପୁର, ପୁରୁଣାକୋଟ, ଟିକରପଡା ପଞ୍ଚାୟତର ସମସ୍ତ ଗ୍ରାମକୁ ଜରପଡା ବିଦ୍ଯୁତ ବିଭାଗ ଲାଇନ ଦେଇଥିଲେ ମଧ୍ୟ ବିଦ୍ଯୁତବିଭାଗ ଓ ବନବିଭାଗର ଖାମଖିଆଲି ମନୋଭାବ ଯୋଗୁଁ  ସତକୋଶିଆ ଅଧିକାଂଶ ସମୟ ଅନ୍ଧାର ଘେରରେ ରହୁଥିବା ଅଞ୍ଚଳବାସୀ ଅଭିଯୋଗ…

ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ୬ ମୃତ

ଘଟଗାଁ/ ଅନୁଗୁଳ ବ୍ଲକ/ ରାଇରଙ୍ଗପୁର/ ଛେଣ୍ଡିପଦା: ଦାଉ ସାଧୁଛି ପ୍ରକୃତି। ବଜ୍ରାଘାତ ଯୋଗୁଁ ଅକାଳରେ ଚାଲିଯାଉଛି ଜୀବନ। ବୁଧବାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ଯୁ ଘଟିଛି। କିଏ ବିଲକୁ ଯାଇଥିବା ବେଳେ କିଏ ଘରକୁ ଫେରୁଥିବା ବେଳେ ତ' ଆଉ କିଏ ଛେଳି ଓ ଗୋରୁ ଚରଉଥିବା ବେଳେ ବଜ୍ରାଘାତର…

ଶିକାରୀ ଫାସରେ ଫସିଲା କଲରାପତରିଆ ବାଘ,…

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଗତ ସପ୍ତାହରେ ପମ୍ପାସର ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା ବେଳେ ଆଜି ଶିକାରୀ ଫାସରେ ଏକ କଲରାପତରିଆ ବାଘ ପଡିଛି। ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଆଜି…

ଖାଦ୍ୟ ଅନ୍ବେଷଣରେ ଗାଁରେ ପଶିଛନ୍ତି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଗାଁକୁ ଆଜି ସକାଳୁ ଏକ ହାତୀ ପଲ ପଶି ଆସିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତରେ ଅଛନ୍ତି। ଏହି ହାତୀ ପଲରେ ଗୋଟିଏ ଦନ୍ତା ସମେତ ଛୋଟ ବଡ଼ ମିଶାଇ ୬ଟି ହାତୀ ରହିଥିବା ନେଇ ଗାଁ ଲୋକେ ସୂଚନା ଦେଇଛନ୍ତି। ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ଗାଁରେ ଏହି ହାତୀପଲ ରହି ଯାଇଥିବା…

ହାତୀ ଉପଦ୍ରବ ରୋକିବେ ମହୁମାଛି, ବନ…

ଅନୁଗୁଳ: ହାତୀ ଉପଦ୍ରବ ରୋକିବେ ମହୁମାଛି । ବନ ବିଭାଗ ତରଫରୁ ଏଭଳି ଏକ ପ୍ରକଳ୍ପ ହାତକୁ ନିଆଯାଇଛି । ପାଇଲଟ ପ୍ରଜେକ୍ଟ ଭାବେ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡରେ ଥିବା ଲକ୍ଷ୍ମୀପୁର ଓ ଲାଠିକଟା ଗାଁରେ କାର୍ଯ୍ୟକାରୀ ଆରମ୍ଭ କରାଯାଇଛି। ଖଦି ବୋର୍ଡ଼ ତରଫରୁ ମହୁ…

ଅଟୋକୁ ପିଟିଲା ପିଆଜ ବୋଝେଇ ଟ୍ରକ୍‌:…

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ - ଅଟୋକୁ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ମୃତକ ମହିଳା ହୋଇଥିବା ବେଳେ ୩ ଗୁରୁତରଙ୍କ ମଧ୍ୟରେ ବି ଜଣେ ମହିଳା ଅଛନ୍ତି। ଅଟୋକୁ…

ମହୁମାଛି ଆକ୍ରମଣ: ୧ମୃତ, ୩ ଗୁରୁତର

ତାଳଚେରସଦର: ତାଳଚେର ପୌରପରିଷଦ ୯ନମ୍ବରର ୱାର୍ଡ଼ ଜାମ୍ବୁବଣିଆ ସାହିର ଶୁଭେନ୍ଦୁ ସାହୁ (୨୬) ତାଙ୍କର ୩ଜଣ ସାଙ୍ଗ ମାନଙ୍କ ସହିତ କଟକ ଜିଲ୍ଳା ବାଙ୍କିି ବୁଲିଯିବାକୁ ଯାଇଥିଲେ। ସେମାନେ ଭୁବନେଶ୍ୱର ପଟିଆରୁ ବାହାରି  ବାଙ୍କି ପାଟପୁର ଗାଁ ପାଣ୍ଡବବଖରା ପାହାଡ଼କୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଶୁଭେନ୍ଦୁ…

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ:…

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି ।  ମୃତକ ଜଣଙ୍କ ହେଲେ …