Browsing Category

ମନୋରଞ୍ଜନ

ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫକୁ ନେଇ…

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ମୁହଁ ଖୋଲିଛନ୍ତି ସ୍ତ୍ରୀ ଶିଳ୍ପା ଶେଟ୍ଟୀ । ମାମଲାର ତଦନ୍ତ ପାଇଁ ଶୁକ୍ରବାର ରାଜ୍‌ କୁନ୍ଦ୍ରାଙ୍କ ଘରକୁ ଯାଇଥିଲା କ୍ରାମଇବ୍ରାଞ୍ଚ୍‌ ଟିମ୍‌ । ଏଠାରେ ଶିଳ୍ପା ଏବଂ ରାଜ୍‌ଙ୍କୁ ଆମ୍ନା ସାମ୍ନା ଜେରା କରିଛି…

‘ଟାଇଗର- ୩’ରେ ଇମ୍ରାନ୍‌ଙ୍କ ଏଣ୍ଟ୍ରି…

ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସଲମାନ୍‌ ଏହାର ଏକ ଭିଡିଓ ଜାରି କରି ଫିଲ୍ମର ଆରମ୍ଭ ନେଇ ଔପଚାରିକ ଘୋଷଣା କରିଛନ୍ତି। ‘ଟାଇଗର ୩’ ସଲମାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ ଫିଲ୍ମର ତୃତୀୟ…

ରାଜ କୁନ୍ଦ୍ରାଙ୍କ କଳାଧନ୍ଦାର କୁଣ୍ଡଳୀ…

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ୨୭ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଥିବା ରାଜଙ୍କୁ ଧରି ଆଜି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଛି। ମୁମ୍ବାଇର ଜୁହୁରେ ଥିବା ଶିଳ୍ପାଙ୍କ ଘରେ…

ଅଶ୍ଲୀଳ ଭିଡିଓ ମାମଲା : ଗିରଫରୁ…

ମୁମ୍ବଇ (ଏଜେନ୍ସି): ପର୍ଣ୍ଣ ଫିଲ୍ମ(ଅଶ୍ଳୀଳ ଚଳଚ୍ଚିତ୍ର)ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତ୍ନୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଗରିଫ ହେବାରୁ ବର୍ତ୍ତିବା ଲାଗି ମୁମ୍ବଇ ପୁଲିସକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଣ୍ଟି…

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ…

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଶ୍ରୀ କୁନ୍ଦ୍ରା ମୋବାଇଲ୍ ଆପ୍‌ରେ ପର୍ନୋଗ୍ରାଫିର ପ୍ରସାରଣ କରିଥିବା ଅଭିଯୋଗରେ ତାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି…

ବଧୂ ସାଜିବେ କ୍ୟାଟ୍ରିନା

ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ନିକଟରେ ତାଙ୍କର ୩୮ ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ତାଙ୍କ ଫିଲ୍ମ କ୍ୟାରିୟର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କ୍ୟାଟ୍ରିନା ତାଙ୍କ ଜନ୍ମଦିନ ଅବସରରେ ସ୍ବିମିଙ୍ଗ ପୁଲରେ ଏକ ନାଲି ରଙ୍ଗ ପୋଷାକ ପିନ୍ଧି ଗାଧୋଉଥିବାର ଫଟୋ ସୋସିଆଲ…

ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ…

ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ନାହାନ୍ତି । ହୃଦଘାତ କାରଣରୁ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଚର୍ଚ୍ଚିତ ସିରିଏଲ ‘ବାଲିକା ବଧୂ’ରେ…

ନୋରାଙ୍କୁ ନକଲ କଲେ ଜାହ୍ନବୀ

ଜାହ୍ନବୀ କପୁର ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜାହ୍ନବୀ ସବୁ ସମୟରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିଥାନ୍ତି। ଅନେକ ସମୟରେ ସେ ନିଜର ଫଟୋ ଓ ଭିଡ଼ିଓ ସେୟାର କରି ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…

ନଖ୍‌ରେୱାଲି ସାରା

ନିକଟରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ଚଳଚ୍ଚିତ୍ର ‘ଅତରଙ୍ଗୀ ରେ’ ର ସୁଟିଂ ଶେଷ କରିଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହେଉହେଉ ଏହି ଚୁଲ୍‌ବୁଲି ନାୟିକାଙ୍କ ହାତରେ ରହିଛି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ପ୍ରଡକ୍ସନ ହାଉସ୍‌ରେ ନିର୍ମିତ…

ଖୁବ୍‌ଶୀଘ୍ର ପରଦାକୁ ଫେରିବେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ପାଖାପାଖି ଅଢେଇ ବର୍ଷ ହେଲାଣି ସିନେ ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ମସିହାରେ ଶେଷଥର ପାଇଁ ଏହି ଅଭିନେତ୍ରୀ ଜଣଙ୍କୁ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଅନୁଷ୍କା କେବଳ ସୋସିଆଲ ମିଡ଼ିଆରେ ହିଁ ନଜର ଆସିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଭାରତୀୟ…
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications