Browsing Category

ନବରଙ୍ଗପୁର

Nabarangpur News: Find all Latest and Breaking News on Nabarangpur. Read Breaking News on Nabarangpur updated and published at The Sakala.

ଉମରକୋଟ ସହରରେ ଖୋଲିବ ରିଲିୟାନ୍ସ…

ଭୁବନେଶ୍ୱର / ନବରଙ୍ଗପୁର: ଭାରତର ବୃହତମ ତଥା ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନବରଙ୍ଗପୁର ଜିଲାର ଉମରକୋଟ ସହରରେ ତାହାର ନୂଆ ଷ୍ଟୋର ଖୋଲିବା ସମ୍ପର୍କରେ ଘୋଷଣା କରିଛି । ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ…

ବାଡ଼ିରେ ଫଳିଛି କରୋନା ଭାଇରସ୍ ଆକୃତିର…

ନବରଙ୍ଗପୁର: ବାଡିରେ ଫଳିଛି ସାରା ବିଶ୍ବରେ ଆତଙ୍କ ରଚିଥିବା କରୋନା ଭାଇରସ୍ ଆକୃତିର କାକୁଡି । ଏହି ଭାଇରସର  ଆକୃତିର କକୁଡି ଦେଖିବାକୁ ମିଳିଛି  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ସରାଗୁଡା ଗାଁରେ।  ବ୍ୟକ୍ତିଗତ କାମରେ ସରାଗୁଡା ଯାଇଥିବା ରବି ନାଗ ନାମକ ବ୍ୟକ୍ତିଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି…

ଘର ଭିତରୁ ଭାଲୁ ଉଦ୍ଧାର

ଝରିଗାଁ : ନବରଙ୍ଗପୁର ଝରିଗାଁ ଥାନା ଅନ୍ତର୍ଗତ ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରୁ ଏକ ଭାଲୁ ଉଦ୍ଧାର ହୋଇଛି। ଦୀର୍ଘ ସମୟ କସରତ ପରେ ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଉକ୍ତ ଭାଲୁକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ଜଗି ସାନ୍ତାଙ୍କ ଘର ଭିତରକୁ ଆଜି ଏକ ଭାଲୁ…

ସ୍ତ୍ରୀକୁ ମାରିବାପରେ ସ୍ବାମୀର…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ହତ୍ୟା କରିବାପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ସ୍ତ୍ରୀ ପାର୍ବତୀ ଜାନୀଙ୍କୁ…

କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତି,…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର ।…