ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଜଗତସିଂହପୁର

Jagatsinghapur News: Find all Latest and Breaking News on Jagatsinghapur. Read Breaking News on Jagatsinghapur updated and published at The Sakala.

ଜଗତସିଂହପୁରର ମା’ ଶାରଳାଙ୍କ ମନ୍ଦିର…

ଜଗତସିଂହପୁର: ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ଶାରଳାଙ୍କ ମୁଖ୍ୟ ହୁଣ୍ଡି କାଟି ଲୁଟ । ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ହୁଣ୍ଡି ନିକଟରେ କଟର ରେଂଚି ପଡିଛି। ପୋଲିସ ଜଗିକି ଅଛି ହୁଣ୍ଡି ବାକ୍ସକୁ । ସୁରକ୍ଷା ବେବସ୍ଥାକୁ ନେଇ ପ୍ରଶ୍ନ। ମନ୍ଦିର ଭିରରେ…

ଜାଲରେ ପଡିଲା ତେଲିଆ ବୋରେଇ ମାଛ, ୨୦…

ପାରାଦୀପ: ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ । ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମ କରାଯାଇଛି । ଯାହାର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ରହିଛି । ସେହି ମାଛର ନାଁ ରହିଛି ତେଲିଆ ବୋରେଇ । ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି । ତେବେ ପାର୍ବତୀ ନାମକ…

ରାତି ଅଧରେ ଜଳିଗଲା ତେଲ ବୋଝେଇ କଣ୍ଟେନର…

ପାରାଦୀପ : ଜଗତସିଂହପୁର ଜିଲ୍ଲା ପାରାଦୀପ ଉଦୟବିହାର ନିକଟରେ ବିଳମ୍ବିତ ରାତ୍ରୀରେ ହୁତୁହୁତୁ ହୋଇ ଜଳିଗଲା ଚୋରା ତେଲ ବୋଝେଇ କଣ୍ଟେନର୍ । ଏକ ଡିଜେଲ ବୋଝେଇ କଣ୍ଟେନରରେ ନିଆଁ ଲାଗିବାରୁ ତାହା ପାଖରେ ଥିବା ୨ଟି ଟ୍ରକ୍‌ ବି ହୁତୁହୁତ ହୋଇ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ରାତି ଅଧରେ ପହଞ୍ଚି…

ପରଲୋକରେ ଯାତ୍ରା ଜଗତର କମେଡି କିଙ୍ଗ୍‌…

ପାରାଦ୍ଵୀପ : ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀଙ୍କ ପରଲୋକ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ରବି ଶତପଥୀ ଶଯ୍ୟାଶାୟୀ ହୋଇପଡିଥିଲେ।…

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ…

ଜଗତସିଂହପୁର : ଜିଲ୍ଲାର ବାଲିକୁଦା ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଥିବା ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବୁଧବାର ରାୟ ପ୍ରକାଶ ପାଇଛି । ପୋକସୋ ଫାଷ୍ଟ ଟ୍ରାକ ବିଚାରପତି ମାନ୍ୟବର ଅଜୟ କୁମାର ମହାନ୍ତି ଆସାମୀ ଗଣେଶ୍ଵର ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୬୫ହଜାର ଟଙ୍କା ଜରିମାନା…

ଓଲଟିଲା ଗ୍ୟାସ୍ ଟ୍ୟାଙ୍କର: ଫୋନ…

ପାରାଦୀପ: ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିଲା ଗ୍ୟାସ ଟ୍ୟାଙ୍କର। ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଚଣ୍ଡିଖୋଲ ରାସ୍ତାରେ ଯିବା ବେଳେ ହାତୀଟାଙ୍କି ନିକଟରେ ଘଟିଛି ଏଭଳି ଘଟଣା। ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ ପୁଲିସ ପହଞ୍ଚିଛି। ଉଭୟପଟ ରାସ୍ତାକୁ ସିଲ କରିଛି ପୁଲିସ।…

କୁରାଢିରେ ଦୁଇଜଣଙ୍କୁ ହାଣି ଦେଲେ ଯୁବକ :…

ପାରାଦ୍ଵୀପ : କାଠ ହଣା କୁରାଢିରେ ଦୁଇଜଣଙ୍କୁ ହାଣି ଦେଲେ ଯୁବକ। ସାଇଲୋ ପଞ୍ଚାୟତ ଭିତରଣା ଗ୍ରାମରେ ଘଟିଛି ଏହି ଘଟଣା। ସେହି ଗ୍ରାମର ସୁବାସ ବିଶ୍ବାଳ ଅଚାନକ ଆକ୍ରମଣ କରିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ମିଳିଥିବା ସୂଚନା…

ଦଶ ତୁଠ ବେଳେ ଅଘଟଣ: ଦେବୀନଦୀରେ ଭାସି…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ୨୨ ମୌଉଜା ବରେଡ଼ିଆ ଠାରେ ଅଘଟଣ ଘଟିଯାଇଛି। ଦେବୀନଦୀରେ ଦଶ ତୁଠ ଚାଲୁଥିବା ସମୟରେ ୭ ଜଣ ନଦୀରେ ଭାସିଯାଇଥିଲେ। ପରେ ୬ ଜଣଙ୍କୁ ଉଦ୍ଧାର କରଯାଇଥିଲା ।୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତରଥିବା ୨ଜଣଙ୍କର ମୃତ୍ୟୁ…

ରାଜ୍ୟ ମହିଳା ହ୍ୟାଣ୍ଡ୍‌‌ବଲ୍‌‌ର…

ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): କୁହାଯାଏ ୧୯୯୩ରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମ ହ୍ୟାଣ୍ଡ୍‌‌ବଲ୍‌‌ ଖେଳ ମୁଦୁପୁରରେ ଆରମ୍ଭ ହୋଇଥିଲା। କ୍ରୀଡ଼ାପ୍ରେମୀ ପ୍ରିୟନାଥ ରାୟଙ୍କ ଉଦ୍ୟମରେ ଏହି ଖେଳ ଆରମ୍ଭ ହେବାର ଦୁଇବର୍ଷ ମଧ୍ୟରେ ଏହା ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା। ଏହି ଖେଳ ପାଇଁ ଅଧିକ…

କୋଟିପତି ପବ୍ଲିକ ହେଲ୍‌ଥ ଅଫିସରଙ୍କ ଘରେ…

ପାରାଦୀପ: କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିଭିନ୍ନସ୍ଥାନରେ ଗତକାଲିଠୁ ସିବିଆଇ ଚଢଉ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଛି। ଏହାସହ ରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ…