Browsing Category

କେନ୍ଦୁଝର

Keonjhar News: Find all Latest and Breaking News on Keonjhar. Read Breaking News on Keonjhar updated and published at The Sakala.

ଗଣ୍ଡଗୋଳ ସମାଧାନ କରିବାକୁ ଆସି ପୁତୁରାକୁ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ। ପୁତୁରାକୁ ପିଟିପିଟି ମାରିଦେଇଛି କକା। ପୁତୁରା କମଳାକାନ୍ତ ନାୟକ ନିଶାଗ୍ରସ୍ତ ହୋଇ ପତ୍ନୀ ପଦ୍ମନୀକୁ ପିଟାମରା କରୁଥିଲା । ଗଣ୍ଡଗୋଳ ସମାଧାନ କରିବାକୁ ଆସିଥିବା କକା ଉତ୍ତେଜିତ ହୋଇ ନିଜେ…

ମାଲବାହୀ ଟ୍ରେନ ଧକ୍କାରେ ୩ ହାତୀ ମୃତ

କେନ୍ଦୁଝର/ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାଂଶପାଣି ବେହେରା ହାଟିଂ ନିକଟରେ ଗତକାଲି ଏକ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ୩ଟି ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ବାଂଶପାଣି ଷ୍ଟେସନ ନିକଟ ବେହେରା ହାଟିଂ ନିକଟରେ ହାତୀପଲ ଟ୍ରେନ ଲାଇନ ପାର ହେଉଥିବାବେଳେ ବିପରୀତ…

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ସ୍ୱାମୀର…

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତୁ ହେବା ପରି ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ନିଜ ବାପ ଘରେ ଶୋଇଥିବା ବେଳେ ସ୍ୱାମୀ ବୁଧବାର ରାତି ଶୋଶୁର ଘରେ ପଶି ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା।…

ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ…

ଭୁବନେଶ୍ୱର: ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ କାର୍ଯ୍ଯାଳୟରେ ଇଡିର ଚଢାଉ । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ସକାଳୁ ଚଢାଉ କରିଛି ଇଡି । ଯୋଡାର ଦୁଇଟି ଓ ଭୁବନେଶ୍ବରର ଦୁଇଟି କାର୍ଯ୍ଯାଳୟରେ ଚଢାଉ ଚାଲିଛି । ଆଜି ସକାଳ ୮ଟାରୁ ଯୋଡାର ୨ଟି…

ସଉଦା ଆଣି ଫେରିଵାବେଳେ ଆକ୍ରମଣ କଲା…

ତେଲକୋଇ: ତେଲକୋଇ ବନବିହାରିପୁର ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ । ସଉଦା ଆଣି ଫେରିଵାବେଳେ ଆକ୍ରମଣ କରିଛି ଏକ ଦନ୍ତା ହାତୀ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବନବିହାରିପୁର ମୁଣ୍ଡାସାହି ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ…

ପ୍ରେମ ସମ୍ପର୍କକୁ ନେଇ ଯୋଡ଼ା ଥାନାରେ…

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାରେ ଆଜି ଛତିଶଗଡ ପୁଲିସର ହାଇଡ୍ରାମା ଦେଖିବା ପାଇଁ ମିଳିଛି। ଛତିଶଗଡରୁ ଫେରାର ହୋଇଯାଇଥିବା ପ୍ରେମିକାକୁ ଧରିବା ପାଇଁ ଯୋଡ଼ାରେ ପହଞ୍ଚିବା ପରେ ପୁଲିସ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଛତିଶଗଡ ପୁଲିସର ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅଞ୍ଚଳର ରୋହିତ…

କାନୁପୁର ବୃହତ ଜଳସେଚନ ପ୍ରକଳ୍ପର…

ଯୋଡ଼ା/କେନ୍ଦୁଝର: ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ। ତାଙ୍କ ସହିତ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଗସ୍ତରେ ଆସିଛନ୍ତି। ହେଲିକପ୍ଟର ଯୋଗେ ଆସି ପ୍ରଥମେ ଚମ୍ପୁଆ ବ୍ଲକର ଚିମିଳା…

ମେଳା ଦେଖାଇ ନେବା ବାହାନାରେ ନାବାଳିକାକୁ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅଞ୍ଚଳରେ ୨୦୧୭ ମସିହାରେ ମେଳା ଦେଖାଇ ନେବା ବାହାନାରେ ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ପକ୍ସୋ କୋର୍ଟ। କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୫/୦୧/୨୦୧୭ ରେ ବାମେବାରୀ ଥାନା…

କେନ୍ଦୁଝର ଜିଲ୍ଲାପାଳଙ୍କୁ ମିଳିଲା…

କଟକ: କେନ୍ଦୁଝର ଜିଲ୍ଲାପାଳଙ୍କୁ ମିଳିଲା ଆସ୍ବସ୍ତି। କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଏସଟି କମିଶନ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଛନ୍ତି ହାଇକୋର୍ଟ। ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । କମିଶନଙ୍କ ନିର୍ଦ୍ଦେଶକୁ ଜିଲ୍ଲାପାଳ…

ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୧…

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ରେ ସୋମବାର ଦିନ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟ ରେ ହୋଇଥିବା ସଂଘର୍ଷ ରେ ଉଭୟ ପକ୍ଷ ରୁ ଯୋଡ଼ା ଥାନା ରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଆଜି ଯୋଡ଼ା ପୋଲିସ ଦୁଇ ଗୋଷ୍ଠୀ ରୁ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା…