Browsing Category

ନିଯୁକ୍ତି

ଚାକିରୀ ଆଶାୟୀଙ୍କ ପାଇଁ ବମ୍ଫର ନିଯୁକ୍ତି…

ଭୁବନେଶ୍ବର : କର୍ମଚାରୀ ଚୟନ ଆୟୋଗ(ଏସଏସସି) ପକ୍ଷରୁ ୨୪ ହଜାରରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ପଦରେ ନିଯୁକ୍ତି ପ୍ରକ୍ରିୟାରେ ଖୁବଶିଘ୍ର ଅନୁଷ୍ଠିତ ହେବ। ବିଏସଏଫ୍, ସିଆଇଏସଏଫ୍, ସିଆରପିଏଫ୍, ଏସଏସବି, ଆଟିବିପି, ଏଆର୍, ଏସଏସଏଫ୍ ଆଦି ୭ ବର୍ଗରେ ୨୪ ହଜାର ୨୦୫ ପଦ ପୂରଣ ହେବାକୁ ଥିବାବେଳେ ଏନସିବିରେ…

ମହାକାଶ ଅଧ୍ୟୟନରେ କ୍ଯାରିଅର କରିବାକୁ…

ମହାକାଶ ଅଧ୍ୟୟନ ବିଷୟବସ୍ତୁ ହେଲା ଖଗୋଳ ବିଜ୍ଞାନ। ଏହା ବଳରେ ଖଗୋଳଶାସ୍ତ୍ରୀ ବ୍ରହାଣ୍ଡର ଗୂଢ଼ ରହସ୍ୟ ଜାଣିବାକୁ ଚେଷ୍ଟା କରନ୍ତି। ଚନ୍ଦ୍ର, ତାରା ତଥା ଅନ୍ୟାନ୍ୟ ଗ୍ରହ, ନକ୍ଷତ୍ର ଆଦି ବିଷୟରେ ଏଥିରେ ଅଧ୍ୟୟନ କରାଯାଏ। ତେେବ ଏହା ଯେତିକି ରୋଚକପୂର୍ଣ୍ଣ, ସେତିକି କଷ୍ଟକର। ଏହା ଏକ ଆହ୍ବାନପୂର୍ଣ୍ଣ…

ବିଭିନ୍ନ ପଦ ପୂରଣ ପାଇଁ ଏକକ ଯୋଗ୍ୟତା…

ଭୁବନେଶ୍ୱର: ନିଯୁକ୍ତି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ)। ପୂର୍ବାପେକ୍ଷା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛ ଓ ସରଳ ହୋଇଥିବାବେଳେ ଚଳିତ ବର୍ଷରୁ ନିଯୁକ୍ତି ପଦ୍ଧତ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ବର୍ଷରୁ ଏକକ ଯୋଗ୍ୟତା…

ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।…

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଲାଗି…

ଭୁବନେଶ୍ୱର: ନୂତନ ମାନ୍ୟତା ପାଇଥିବା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧୨ଟି ଶିକ୍ଷକ ପଦ ସୃଷ୍ଟି କରିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଥିବାବେଳେ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ଆଦି ବିଭିନ୍ନ…

ରୋବୋଟିକ୍ସ ଇଞ୍ଜିନିୟରିଂରେ କ୍ୟାରିୟର…

ଆଜିକାଲି ମନୁଷ୍ୟର କାର୍ଯ୍ୟକୁ ସହଜ କରୁଛି ମେସିନ୍‌। ଆଉ ଏବେ ରୋବୋଟ୍‌ ସ୍ବଳ୍ପସମୟରେ ଅନେକ କାର୍ଯ୍ୟକୁ ସହଜରେ କରିପାରୁଛି। ଏହି କାରଣରୁ ସ୍ବାସ୍ଥ୍ୟ, ଉଦ୍ୟୋଗ କମ୍ପାନୀ, ଶିଳ୍ପ କାରଖାନା, ଶିକ୍ଷା କ୍ଷେତ୍ରରେ ରୋବୋଟ୍‌ ସାଇନ୍ସର ଆବଶ୍ୟକତା ବଢ଼ିବାରେ ଲାଗିଛି। ଏ କ୍ଷେତ୍ରରେ ଅଧିକ ସୁଯୋଗ ରହିଥିବାରୁ…

ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫରେ କ୍ଯାରିଅର…

ଦିନକୁ ଦିନ ବନ୍ୟସମ୍ପଦ ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲ କ୍ଷୟ ଯୋଗୁ ଜଳବାୟୁ ଉପରେ ବ୍ୟାପକ ପ୍ରଭାବ ପଡ଼ୁଛି। ବିଶ୍ବତାପନ ବୃଦ୍ଧି ପାଉଛି। ସେହିପରି ଅବାଧ ଶିକାର ଯୋଗୁଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଉଦ୍‌ବେଗଜନକଭାବେ କମି ଯାଉଛି। ଏହି ବିପର୍ଯ୍ୟୟ କେବେଳ ଗୋଟିଏ ରାଜ୍ୟ କିମ୍ବା ଦେଶରେ ସୀମିତ ହୋଇ…

ପ୍ରଡକ୍ଟ ଡିଜାଇନରେ କ୍ଯାରିଅର କରିବାକୁ…

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥା’ନ୍ତି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଯେକୌଣସି ସାମଗ୍ରୀକୁ ପ୍ରସ୍ତୁତ କରିବାରେ ପ୍ରଡକ୍ଟ ଡିଜାଇନର୍‌ଙ୍କ ସବୁଠୁ ବଡ଼ ଭୂମିକା ରହିଥାଏ । ଏପରିକି ଏମାନଙ୍କୁ ବୈଦ୍ୟୁତିକ ସାମଗ୍ରୀ, ଖେଳନା, ପ୍ଲାଷ୍ଟିକ୍‌ ସାମଗ୍ରୀ, ଶିକ୍ଷାଉପକରଣ ଆଦି ବିଭିନ୍ନ…

ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି…

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ…

ଆନିମେସନରେ କ୍ୟାରିୟର କରିବାକୁ…

ଆଜିକାଲି ଟେଲିଭିଜନ ଓ ଫିଲ୍ମ ସହିତ ବିଜ୍ଞାପନ ଉଦ୍ୟୋଗରେ ଆନିମେସନ ଏବଂ ସ୍ପେଶାଲ ଇଫେକ୍ଟସର ଚାହିଦା ଅଧିକ। ଆନିମେସନ୍‌ରେ ବ୍ୟବହୃତ ଟେକ୍ନିକ୍ ସମୟ ସହିତ ବିକଶିତ ହେଉଛି। ଯୁବପିଢ଼ିଙ୍କଠାରେ ମଧ୍ୟ ଏହାକୁ ନେଇ ଆଗ୍ରହ ବଢ଼ୁଥବାରୁ ଆନିମେସନ୍‌ ଏକ ସୁନ୍ଦର କ୍ୟାରିୟର ବିକଳ୍ପ ଭାବେ ଉଭା ହୋଇଛି। ନିଯୁକ୍ତି…