Browsing Category

ଧର୍ମ

ଭାରତର ଏପରି ଏକ ମନ୍ଦିର ଯେଉଁଠି ଶ୍ରାବଣ…

ରାଜସ୍ଥାନ: ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ପବିତ୍ର ମାସ ଭାବରେ ଗଣନା କରାଯାଏ। ପ୍ରଭୁ ଭୋଳାନାଥଙ୍କର ଏହା ଏକ ପ୍ରିୟ ମାସ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଶିବ ଭକ୍ତମାନେ ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରନ୍ତି l ଶ୍ରlବଣ ମାସର ସୋମବାରରେ ଭାରତର ପ୍ରତ୍ୟେକ ଶୈବପୀଠ ଚଳଚଞ୍ଚଳ…

ଭାରତର ରହସ୍ଯମୟ ମନ୍ଦିର, ବର୍ଷକୁ…

ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହାର ଅନେକ ରହସ୍ୟ ରହିଛି। ଏହି ରହସ୍ଯର କାରଣ ଆଜି ଯାଏ ମଧ୍ଯ ଜଣାପଡି ନାହିଁ। ରହସ୍ୟ ଯୋଗୁଁ ଏହି ମନ୍ଦିରଗୁଡ଼ିକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କେତେକ ମନ୍ଦିର ସେମାନଙ୍କର ଅନନ୍ୟ ସ୍ଥାପତ୍ୟ ପାଇଁ ଜଣାଶୁଣା ହୋଇଥିବାବେଳେ ଘଟୁଥିବା ଆଶ୍ଚର୍ଯ୍ଯକର…

ଆସନ୍ତା ୧୦ ତାରିଖରେ ବର୍ଷର ପ୍ରଥମ ତଥା…

ଭୁବନେଶ୍ୱର : ଆସନ୍ତା ଜୁନ ୧୦ ତାରିଖରେ ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ ସଂଗଠିତ ହେବ। ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ସବିଶେଷ ସୂଚନା ଦିଆଯାଇଛି। ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧ଟା ୪୨ରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ। ଅପରାହ୍ନ ୪ଟା ୧୧…

ଭାବନାରୁ ସାଧନା: କାଠରେ ହନୁମାନ ଚାଳିଶା…

କରୋନା ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ। ଏହି ରୋଗ କବଳରୁ ମୁକ୍ତି ପାଇବା ପାଇଁ ସମସ୍ତେ ଏବେ ତ୍ରାହି ତ୍ରାହି ଡାକ ଦେଉଛନ୍ତି। ଏହି ମହାମାରୀକୁ ଦୂରେଇ ଦେବା ପାଇଁ ଆମ ଦେଶରେ ଅନେକସ୍ଥାନରେ ପୂଜାପାଠ କରାଯାଉଥିବାର ମଧ୍ୟ ନଜିର ରହିଛି। ଗଞ୍ଜାମର ଅରୁଣ ସାହୁ ନାମକ ଜଣେ ଯୁବକ କରୋନାରୁ…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଜାଣନ୍ତୁ ଆମ…

ପବିତ୍ର ଅକ୍ଷୟତୃତୀୟା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ଅକ୍ଷୟତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ କହିବାର ଯଥେଷ୍ଟ ତାତ୍ପର୍ଯ୍ୟ ଅଛି । କାରଣ ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଅନୁସାରେ ଏହି…

ପୌରାଣିକ କଥା, ଭୀମଙ୍କ ଅଭିମାନ ଭଙ୍ଗ

ମହାଭାରତ କଥାବସ୍ତୁ ଅନୁଯାୟୀ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ଭୀମସେନ ଅତ୍ୟନ୍ତ ବଳଶାଳୀ। ସବୁବେଳେ ସେ ତାଙ୍କର ବଳକୁ ନେଇ ଅଭିମାନ ଓ ଗର୍ବ କରୁଥାନ୍ତି। ବନବାସ ସମୟରେ ତାଙ୍କର ଏହି ଗର୍ବ ଓ ଅଭିମାନ ଚୂର୍ଣ୍ଣ ହୋଇଥିଲା କେବଳ ଜଣେ ବୃଦ୍ଧ ବାନର ତାଙ୍କୁ ବଳରେ ପରାସ୍ତ କରିଦେଲା। ତେବେ କିଭଳି ଭୀମଙ୍କର ଏହି…

ଦିବ୍ୟ ଦ୍ରବ୍ୟ,ପାନପତ୍ର

ଯେ କୌଣସି ଶୁଭକାର୍ଯ୍ୟ ହେଉ କିମ୍ବା ବିଶେଷ ପୂଜାନୁଷ୍ଠାନ, ପାନପତ୍ରକୁ ଗୋଟିଏ ପବିତ୍ର ଦ୍ରବ୍ୟ ଭାବେ ବ୍ୟବହାର କରାଯାଏ। ଶାସ୍ତ୍ରପୁରାଣ ମତ ଅନୁଯାୟୀ ପାନପତ୍ରର ବିଭିନ୍ନ ଅଂଶରେ ଅନେକ ଦେବୀ-ଦେବତା ବାସ କରିଥାନ୍ତି। ପାନପତ୍ରର ଉପର ଅଂଶରେ ଇନ୍ଦ୍ର ଓ ଶୁକ୍ରଦେବ ବିରାଜମାନ। ମଧ୍ୟ ଭାଗରେ ମା’ ସରସ୍ବତୀ…

ଶ୍ରୀବିଷ୍ଣୁଙ୍କୁ ପୂଜା କରୁଥିଲେ,…

ସାଧାରଣ ଭାବରେ ପ୍ରତ୍ୟେକ ହିନ୍ଦୁଙ୍କ ପୂଜା ଘରେ ବିଭିନ୍ନ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରହିଥାଏ। ଯଦି ଶ୍ରୀବିଷ୍ଣୁଙ୍କ ଫଟୋ କିମ୍ବା ମୂର୍ତ୍ତି ରଖÒ ପୂଜା କରୁଥାନ୍ତି, ତେବେ କିଛି ନୀତିନିୟମ ରହିଛି, ଯାହାକୁ ପାଳନ କରିବା ଆବଶ୍ୟକ। ନଚେତ୍ ପୂଜାରେ ବିଘ୍ନ ସୃଷ୍ଟି ହେବା ସହ ନକାରାମÒକ ଶକ୍ତିର…

ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ

ପୁରୀ:  ଆଜି ପବିତ୍ର ମାଘ ମାସ ପୂର୍ଣ୍ଣିମା। ଏହି ଅବସରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଦ୍ବିପ୍ରହର ଧୂପ ପରେ ରତ୍ନସିଂହାସନରେ ଗଜଉଦ୍ଧାରଣ ବେଶରେ ବିଭୂଷିତ ହେବେ ମହାପ୍ରଭୁ। ଗରୁଡ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର। ମହାପ୍ରଭୁ…

ଜାଣନ୍ତୁ ପୂର୍ଣ୍ଣକୁମ୍ଭର ମହତ୍ତ୍ବ

ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ପୂର୍ଣ୍ଣକୁମ୍ଭ ସ୍ଥାପନା କରାଯାଏ। ପୂର୍ଣ୍ଣକୁମ୍ଭର ଅନ୍ୟନାମ ହେଉଛି ସୋମ କଳସ, ଚନ୍ଦ୍ର କଳସ, ଇନ୍ଦ୍ର କୁମ୍ଭ, ପୂର୍ଣ୍ଣଘଟ, ଓ ମଙ୍ଗଳ ଘଟ। ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ପ୍ରତ୍ୟେକ ଦିବ୍ୟ ବସ୍ତୁ ସହିତ ଅମୃତ କଳସ ମଧ୍ୟ ଉତ୍ପନ୍ନ ହୋଇଥିଲା। କଳସରେ…