ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଧର୍ମ

କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହିସବୁ…

ହିନ୍ଦୁମାନଙ୍କ ପାଇଁ କାର୍ତ୍ତିକ ମାସର ଅନେକ ମହତ୍ତ୍ବ ଅଛି। ଏହି ମାସରେ ଶ୍ରୀବିଷ୍ଣୁ, ମା’ଲକ୍ଷ୍ମୀ ଓ ତୁଳସୀଙ୍କ ପୂଜାର୍ଚ୍ଚନା ବିଶେଷ ଭାବେ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ପୌରାଣିକ କଥାନୁସାରେ, କାର୍ତ୍ତିକ ମାସରେ ଭଗବାନ ଶ୍ରୀବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି ଏବଂ ମା’…

ନବଦୁର୍ଗା ଉପାସନାର ପର୍ବ ନବରାତ୍ରୀ

ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏଥିରେ ମା’ ଦୁର୍ଗାଙ୍କ ନଅଟି ସ୍ବରୂପକୁ ପୂଜା କରାଯାଏ, ଯାହାଙ୍କୁ ନବଦୁର୍ଗା ଭାବେ ବର୍ଣ୍ଣନା କରାଯାଇଛି।ଶୈଳପୁତ୍ରୀ: ନବରାତ୍ରୀର ପ୍ରଥମଦିନରେ ଶୈଳପୁତ୍ରୀ ପୂଜା ପାଆନ୍ତି। ସେ ହିମାଳୟଙ୍କ କନ୍ୟା ଭାବେ ଜନ୍ମ…

ନବରାତ୍ରୀରେ ଘରକୁ ଆଣନ୍ତୁ ଏହିସବୁ…

ନବରାତ୍ରୀ ମା’ ଦୁର୍ଗାଙ୍କର ଏକ ମହାନ ପର୍ବ। ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଏହି ସମୟରେ କିଛି ଜିନିଷ ଘରକୁ ଆଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ମା’ଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ମୂର୍ତ୍ତି…

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ…

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପ୍ରାଚୀନ ଗ୍ରନ୍ଥ, ପୁରାଣ, ଉପନିଷଦ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ବକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ। ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟିକର୍ତ୍ତା। ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ…

କାହାକୁ ମାଗନ୍ତୁନି ଏହିସବୁ ଜିନିଷ

ଶାସ୍ତ୍ରପୁରାଣ ଏବଂ ବାସ୍ତୁଶାସ୍ତ୍ରରେ ଏପରି ଅନେକ ନିୟମ ଉଲ୍ଲେଖ କରାଯାଇଛି, ଯାହାକୁ ଅନୁସରଣ କରି ଜୀବନରେ ଆସୁଥିବା ବାଧାବିଘ୍ନକୁ ଦୂର କରିହେବ। ଏହି କ୍ରମରେ ଏମିତି କିଛି ଜିନିଷ ଅଛି, ଯାହାକୁ ଲୋକମାନେ ସାଧାରଣ ମନେ କରି ପରସ୍ପରକୁ ଦେଇଥାନ୍ତି। ନିତିଦିନିଆ ଚଳଣିରେ ଯଦି କେତେବେଳେ ଲୁଣ ବା ଦହିର…

ପ୍ରଭୁ ଶ୍ରୀକୃଷ୍ଣଙ୍କ ମାନବଲୀଳାର ପର୍ବ…

ଯେତେବେଳେ ଧରାପୃଷ୍ଠରେ ପାପୀମାନଙ୍କର ପ୍ରାଦୁର୍ଭାବ ବଢ଼ିଯାଏ, ଠିକ୍‌ ସେହି ସମୟରେ ଭଗବାନ ସ୍ବୟଂ ଧରାପୃଷ୍ଠକୁ ଅବତାର ନେଇ ଆସନ୍ତି। ଭଗବାନଙ୍କ ଲୀଳା ସମ୍ପର୍କରେ ଅନାଦି କାଳରୁ ଜଗତବାସୀ ଶୁଣି ଆସୁଛନ୍ତି। ଯେତେ ଶୁଣିଲେ ବି ଏ ଲୀଳା ସର୍ବଦା ନିତ୍ୟ ନବୀନ ଲାଗେ। ସକଳ ମାଧୁର୍ଯ୍ୟ ଆଉ ଜ୍ଞାନର ଯେ ଉତ୍ସ,…

ଶୁଭଫଳ ପ୍ରାପ୍ତି ପାଇଁ ଜନ୍ମାଷ୍ଟମୀ ଦିନ…

ହିନ୍ଦୁ ସଂସ୍କୃତିରେ ଜନ୍ମାଷ୍ଟମୀର ବେଶ୍‌ ମହତ୍ତ୍ୱ ରହିଛି। ତେଣୁ ଏହି ଶୁଭ ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ କରିବା ସହିତ ଶୁଭଫଳ ଲାଭ କରିବା ପାଇଁ କିଛି ଜିନିଷ ଘରକୁ ଆଣିବା ଉଚିତ।*ଜନ୍ମାଷ୍ଟମୀ ଦିନ କାମଧେନୁଙ୍କ ଫଟୋ କିମ୍ବା ମୂର୍ତ୍ତି ଘରକୁ ଆଣିବା ଦ୍ବାରା ବ୍ୟବସାୟରେ ଉନ୍ନତି…

ପ୍ରଭୁ ଲିଙ୍ଗରାଜଙ୍କର ଯେତେ ଯାତ, ସେତେ…

ଭୁବନେଶ୍ୱର(ଦତ୍ତାତ୍ରେୟ ନାୟକ): ବ୍ରହ୍ମଲିଙ୍ଗଙ୍କଠାରେ ଲାଗି ନୈବେଦ୍ୟ ମହାପ୍ରସାଦର ମାନ୍ୟତା ପାଇଛି। ଯାହା ଦେବ ଭୋଗ୍ୟ; ହରି, ହର ଓ ବ୍ରହ୍ମାଙ୍କର ଅତି ପ୍ରିୟ ତାହାକୁ ମହାପ୍ରସାଦ ବ୍ୟତିରେକ ଅନ୍ୟ କିଛି କୁହାଯାଇପାରିବ ନାହିଁ। ଏକାମ୍ରକ୍ଷେତ୍ରର ପ୍ରମୁଖ ଶୈବପୀଠ ତଥା ମହାପ୍ରଭୁ ଲିଙ୍ଗରାଜଙ୍କ…

ଶ୍ରାବଣ ମାସରେ ଲଗାନ୍ତୁ ଏହି ୫ଟି ଗଛ,…

ଶ୍ରାବଣ ମାସରେ ଭଗବାନ ଭୋଳାନାଥ ତାଙ୍କ ଭକ୍ତଙ୍କ ଉପରେ ବିଶେଷ କୃପା କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମିତି ୫ଟି ଗଛ ଅଛି, ଯାହାକୁ ଶ୍ରାବଣ ମାସରେ ଲଗାଇବା ଦ୍ବାରା ଭଗବାନ ଶିବ ଓ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ଭାଗ୍ୟ ଉନ୍ନତି ହୋଇଥାଏ। ସେହି ପାଞ୍ଚଟି ଗଛ ହେଉଛି –ବେଲ ଭଗବାନ…

ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ;…

ଅନାଦି ଅନନ୍ତ ନିରାକାର ଭଗବାନ ଶିବଙ୍କର ଆଦିଅନ୍ତ ସନ୍ଧାନ କରିବା ଶ୍ରୀବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପାଇଁ ମଧ୍ୟ ସମ୍ଭବ ନୁହେଁ। ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ। ଶିବଙ୍କ ମହିମା ମଣ୍ଡିତ ପବିତ୍ର ଅମରନାଥ ଗୁମ୍ଫା ହେଉଛି ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥସ୍ଥଳ। ଏହି ଗୁମ୍ଫା ସମ୍ପର୍କିତ…