ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସମୀକ୍ଷା ଓ ସଂପାଦକୀୟ

ଖୁସି ଓ ଆନନ୍ଦର ଜୀବନମନ୍ତ୍ର

ସମ୍ପ୍ରତି ଅର୍ଥ ବା ଟଙ୍କାପଇସାକୁ ସମସ୍ତ ସୁଖ, ଶାନ୍ତି ଓ ଖୁସିର ମାପକାଠି ଭାବେ ଗଣାଯାଉଛି। ଯେଉଁମାନେ ଅର୍ଥ ପଛରେ ଦୌଡୁଛନ୍ତି ସେମାନେ ଯୁକ୍ତି ବାଢ଼ନ୍ତି ଯେ ଦୁନିଆର ସମସ୍ତ ଖୁସିକୁ ଟଙ୍କା ଦ୍ୱାରା କିଣାଯାଇ ପାରିବ। ସୁଖୀ ଓ ବିଳାସପୂର୍ଣ୍ଣ ଜୀବନ ଜିଇଁବା ପାଇଁ ଟଙ୍କା ଜରୁରୀ, ଏ କଥା ଠିକ୍‌‌। କିନ୍ତୁ…

ନାଗରିକତା (ସଂଶୋଧନ) ଅଧିନିୟମ: ରାଜନୀତି…

ପ୍ରାୟ ଚାରିବର୍ଷର ବ୍ୟବଧାନ ପରେ ପୁଣି ଥରେ ସିଏଏ(ନାଗରିକତା ସଂଶୋଧନ ଅଧିନିୟମ)କୁ ନେଇ ବିବାଦ, ବିତର୍କ, ବିରୋଧାଭାସ ଓ ଉତ୍ତେଜନା ସୃଷ୍ଟି ହୋଇଛି। ବିରୋଧାଭାସକୁ ଇନ୍ଧନ ଯୋଗାଉ ଥିବା ବିରୋଧୀ ରାଜନୈତିକ ଦଳ ଓ ସଂଗଠନମାନଙ୍କର ଅଭିଯୋଗ ହେଉଛି - ସିଏଏ ସମ୍ବିଧାନର ମୌଳିକ ଅଧିକାର ହନନକାରୀ, ନିର୍ଦ୍ଦିଷ୍ଟ…

ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ…

ସମ୍ବିଧାନର ଧାରା ୩୭୦ର ବିଲୋପ ସ୍ୱାଧୀନ ଭାରତର ଏକ ଐତିହାସିକ ଘଟଣା କେବଳ ନୁହେଁ, ଏହା ସଂଘୀୟ ବ୍ୟବସ୍ଥାରେ ଦେଶର ଏକ ଘଟକ ଉପଭୋଗ କରି ଆସୁଥିବା ସ୍ୱତନ୍ତ୍ର ସାମ୍ବିଧାନିକ ସ୍ଥିତି ଓ ମାନ୍ୟତାର ଅବସାନ ମଧ୍ୟ ଘଟାଇଛି। ଏଥିସହିତ ଜାମ୍ମୁ-କାଶ୍ମୀର ଓ ଲଦାଖର ରାଜନୈତିକ ଓ ଭୌଗୋଳିକ ଚିତ୍ର ମଧ୍ୟ ବଦଳିଛି।…

ବୃଦ୍ଧାବସ୍ଥାରେ ଆଶା ଓ ଆଶଙ୍କା

ଆମ ଗାଁ ପରୀକ୍ଷିତ ବାବୁଙ୍କ ବୟସ ପ୍ରାୟ ୮୫ କି ୮୬ ବର୍ଷ ହେବ। ଆଖିକୁ ଦେଖାଯାଉନି କି କାନକୁ ଶୁଭନି। ଭୂଇଁ ଅଣ୍ଡାଳୁଛନ୍ତି। ୨-୩ ବର୍ଷ ପୂର୍ବେ ଯେତେବେଳେ ଆଖି ଓ କାନ ସମସ୍ୟା ଆରମ୍ଭ ହେଲା ତାଙ୍କୁ ପିଲାମାନେ ଡାକ୍ତରଖାନା ନେଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ସେତେବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ…

ଅନ୍ନ ବ୍ରହ୍ମ

ପଞ୍ଚଭୂତ ବିଶିଷ୍ଟ ଏ ମରଣଶୀଳ କାୟାଟି ଖାଦ୍ୟ-ପାନୀୟ ରୂପୀ ଇନ୍ଧନ ସାହାଯ୍ୟରେ ଯତ୍ନବତ୍‌‌ ଚାଲେ। ପ୍ରକୃତିଦତ୍ତ ଶାକ-ତଣ୍ଡୁଳ-ଫଳମୂଳ-ଜଳ ଗ୍ରହଣ କରି ମାତୃଗର୍ଭରୁ ଜାତ କ୍ଷୁଦ୍ର ମଣିଷଟି କ୍ରମବିଶାଳ ଶରୀର ପ୍ରାପ୍ତ କରେ ଏବଂ ମାନବ ଜନ୍ମର ଯଥାବିଧି କର୍ତ୍ତବ୍ୟ ସମ୍ପାଦନରେ ସକ୍ଷମ ହୋଇଥାଏ। ବହୁ…

ଜୈବ ବର୍ଜ୍ୟବସ୍ତୁର ସୁପରିଚାଳନା

ସମ୍ପ୍ରତି ରାସାୟନିକ ସାର ପ୍ରୟୋଗ ଦ୍ୱାରା ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଇ ମାଟିରେ ଥିବା ଅଣୁ ଜୀବଗୁଋିକ ନଷ୍ଟ ହେବା ଯୋଗୁଁ ଖାଦ୍ୟଶସ୍ୟରେ ପୋଷକତତ୍ତ୍ୱର ଅଭାବ ପରିଲକ୍ଷିତ ହେଉଛି। ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି। ରାସାୟନିକ ସାରର ବିକଳ୍ପ ହେଉଛି ଜୈବିକ ଖତ। ଏହା ସାଧାରଣତଃ…

ଓଡ଼ିଶାରେ ଆଦର୍ଶ କାରାଗାର ସଂସ୍କାର

କାରାଗାରରେ କଏଦୀଙ୍କ ଭିଡ଼ ହ୍ରାସ କରିବା ସହିତ ଏହାର ଅନ୍ତେବାସୀଙ୍କୁ ମାନୁଷିକ ପରିବେଶ ଯୋଗାଇବା କାରା ସଂସ୍କାରର ଏକ ଅଂଶ। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁଝରୀଠାରେ ରାଜ୍ୟର ପ୍ରଥମ…

ଆର୍ଥିକ ସାକ୍ଷରତା ସମୃଦ୍ଧିର ଚାବିକାଠି

ନୌକାରେ ନଦୀ ପାର ହେଉଥାଆନ୍ତି ଜଣେ ବେଦଜ୍ଞ ପଣ୍ଡିତ। ତାଙ୍କ ମନ୍ତ୍ର ଉଚ୍ଚାରଣରେ ଚତୁର୍ଦ୍ଦିଗ ପ୍ରତିଧ୍ୱନିତ ହେଉଥାଏ। ଡଙ୍ଗା ଚାଲିଥାଏ ଆଗକୁ ଆଗକୁ। ପଣ୍ଡିତେ ହଠାତ୍‌‌ ନାଉରୀକୁ ପଚାରିଲେ, ‘ତମେ ଋଗ୍‌‌ ବେଦ ଜାଣିଛ?’ ‘ନାହିଁ ଆଜ୍ଞା! ସେ ବେଦ ଫେଦ ମୋତେ ଜଣା ନାହିଁ’। ନାଉରି ଉତ୍ତର ଦେଲା। ପଣ୍ଡିତେ…

ଏଆଇ ଦୁରୁପଯୋଗର ନିରାକରଣ

ଆନ୍ତର୍ଜାତିକସ୍ତରରେ ୨୦୨୪ରେ ୫୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରରେ ସ୍ଥାନୀୟ ସରକାର ଗଠନ ନିମନ୍ତେ ନିର୍ବାଚନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ଅବସରରେ ନିର୍ବାଚନ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପଯୋଗରେ ଅସତ୍ୟ ଓ ବିଭ୍ରାନ୍ତିକର ଖବର ପ୍ରସାର ଜନିତ ବିପତ୍ତିକୁ ନେଇ ବିଭିନ୍ନ ସ୍ତରରେ ଉଦବେଗ…

ନାଗରିକତା (ସଂଶୋଧନ) ଅଧିନିୟମ…

ସାଧାରଣ ନିର୍ବାଚନର ଅଳ୍ପଦିନ ପୂର୍ବରୁ ଭାରତ ସରକାର ନାଗରିକତା (ସଂଶୋଧନ) ଅଧିନିୟମ (ସିଏଏ)ର ବିଜ୍ଞପ୍ତି ସୋମବାର ଜାରି କରିଛନ୍ତି। ଏହାସହିତ ଏହି ସଂଶୋଧିତ ଅଧିନିୟମର ପ୍ରୟୋଗ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସିଏଏ ଦ୍ୱାରା ଭାରତ ସରକାର ପଡ଼ୋଶୀ ଦେଶରେ ଅତ୍ୟାଚାରିତ ହୋଇ ଆମ ଦେଶରେ ଶରଣାର୍ଥୀ…