Browsing Category
ରାଜନୀତି
ରୁଦ୍ର ପ୍ରତାପଙ୍କ ପାଇଁ ପ୍ରଚାର ମଙ୍ଗ…
ପିପିଲି : ପିପିଲି ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ନିର୍ବାଚନ ମାହୋଲ । ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ରଥୀ ମହାରଥୀ । କାରଣ ଏହି ନିର୍ବାଚନ, ମର୍ଯ୍ୟଦାର ନିର୍ବାଚନ । ଏହା ସରକାର ଗଠନ କିମ୍ବା ସରକାର ଭାଙ୍ଗି ପାରିବ ନାହିଁ, କିନ୍ତୁ ଓଡିଶାର ଜନମତର ଏକ ପ୍ରତିଫଳନ…
କୋଟିଆ ନିର୍ବାଚନ ଉପରେ ଲାଗିଲା ରୋକ୍,…
ଭୁବନେଶ୍ବର : କୋଟିଆରେ ହେବନି ନିର୍ବାଚନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ । ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ପଡୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି । ଏପ୍ରିଲ୍ ୮…
ରୁଦ୍ର ପ୍ରତାପଙ୍କ ପାଇଁ ପିପିଲିରେ…
ଭୁବନେଶ୍ବର : ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ…
ପ୍ରଧାନମନ୍ତ୍ରୀ ମୋଦୀ କ’ଣ ଭଗବାନ…
ନୂଆ ଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ଚର୍ୟ୍ୟ ପ୍ରକଟ କରି ଏହା ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କ'ଣ ଭଗବାନ ନା 'ମହାମାନବ' ଯିଏ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଦାବି କରୁଛନ୍ତି । ଯେତେବେଳେକି ପଶ୍ଚିମବଙ୍ଗର ଆଉ ୬ ଟି ପର୍ଯ୍ୟାୟ ନିର୍ବାଚନ ଏବେବି ବାକି…
ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ…
ଭୁବନେଶ୍ବର : ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି। ବିଧାନସଭାର ଗୃହର ମୁଖ୍ୟ ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଛି । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଛନ୍ତି ବିଜେପି ସଦସ୍ୟ । ବରିଷ୍ଠ ବିଜେପି…
ଉପନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ…
ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ପ୍ରଚାର ଚଳାଇଛନ୍ତି। ଏହାରି ମଧ୍ୟରେ ପିପିଲିରେ ଅଧିକ ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ। ଉପନିର୍ବାଚନ ପୂର୍ବରୁ ବିଜେପିରୁ ମୁହଁ ଫେରାଉଛନ୍ତି ଦଳର ନେତା ଓ କର୍ମୀ। ଶନିବାର ର…
ମମତାଙ୍କ ଦୃଢ଼ୋକ୍ତି, ନନ୍ଦିଗ୍ରାମରୁ ମୁଁ…
କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ…
ପିପିଲି ପାଇଁ ୩୦ ଜଣିଆ ଷ୍ଟାର…
ଭୁବନେଶ୍ବର : ଆଉ ଦିନ କେଇଟା ପରେ ପିପିଲି ଉପ ନିର୍ବାଚନ ପାଇଁ ହେବ ମତଦାନ । ଏଥିଲାଗି ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ନିଜ ନିଜର କ୍ୟାମ୍ପେନ୍ ଆରମ୍ଭ କରିସାରିଲେଣି । ଏସବୁ ଭିତରେ ଆଜି ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ଷ୍ଟାର୍ କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛି…
ମୋଦୀଙ୍କୁ ସୁବ୍ରମଣ୍ୟମଙ୍କ ସମାଲୋଚନା:…
ନୂଆଦିଲ୍ଲୀ: ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦଳୀୟ ନେତା ତଥା ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ବାମୀ। ସେ ପାକିସ୍ତାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ସହ ବାଣିଜ୍ୟିକ କାରବାର ପୁଣିଥରେ ଆରମ୍ଭ ହେବାର ଅନୁମାନକୁ ନେଇ ସ୍ବାମୀ…
ପିପିଲି ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ୱ…
ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପୁଣି ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦେଲେ ସୁପ୍ରିମୋ । ବିଜେଡି ସଭାପତି ନବୀନ ପଟ୍ଟନାୟକ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଏବଂ ପିପିଲି ବିଜ୍ଞାପିତ ପରିଷଦ ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି । ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ…