Browsing Category

ବରଗଡ଼

କରୋନା ଲଢ଼େଇରେ ସମ୍ମୁଖ ଯୋଦ୍ଧା: ବରଗଡ଼…

ବରଗଡ଼: ଚାରିଆଡ଼େ କରୋନା ଚିନ୍ତା। ସମସ୍ତଙ୍କ ମନରେ ଅଜଣା ଲୁକ୍କାୟିତ ମୃତ୍ୟୁ ଭୟ। ସାଂପ୍ରତିକ ପରିସ୍ଥିତିରେ ନିଜ ସ୍ଵାସ୍ଥ୍ୟ କଥା ଭାବିବା ଓ ଚାରିକାନ୍ଥ ଭିତରେ ରହିବା ହିଁ ବୁଦ୍ଧିମାନର କାମ। ସାମାନ୍ୟ ଥଣ୍ଡା, କାଶ ଜ୍ବର ବି ମନରେ ଅଜଣା ଭୟ ସୃଷ୍ଟି କରୁଛି । ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ…

ଜେଲରେ କରୋନା ଆତଙ୍କ, ପଦ୍ମପୁର…

ବରଗଡ଼: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ କଏଦୀ କରୋନା ସଂକ୍ରମିତ ହେଉଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ପଦ୍ମପୁର ଏସଡିଏମଓ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଆବଶ୍ୟକ ପଡ଼ିଲେ…

ବାପାକୁ ପିଟିପିଟି ହତ୍ୟା କଲା ପୁଅ

ଭେଡେନ: ବରଗଡ଼ ଜିଲ୍ଳା ଭେଡେନ ବ୍ଳକ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ମୃତକ ହେଲେ ୬୫ ବର୍ଷିୟା ମଙ୍ଗଳ ସେଠ। ସେ ତାଙ୍କ ଚାରି ପୁଅ ସହ ରହୁଥିଲେ । ତାଙ୍କ ତୃତୀୟ ପୁଅ ଶିବ ସହ ଦୁଇ ଦିନ ତଲେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶିବ ତାର ବାପା…