Browsing Category
ସମୀକ୍ଷା ଓ ସଂପାଦକୀୟ
ପଞ୍ଜାବ ପୁଣି ଅଶାନ୍ତ, ତୁରନ୍ତ ଦୃଢ଼…
ପ୍ରାୟ ତିନି ଦଶନ୍ଧି ପରେ ପଞ୍ଜାବ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ସ୍ୱତନ୍ତ୍ର ଖାଲିସ୍ତାନ ଗଠନ ଦାବିରେ ବିଚ୍ଛିନ୍ନତାବାଦୀମାନେ ପୁଣି ଥରେ ସେଠାରେ ସକ୍ରିୟ ହୋଇଛନ୍ତି। ଆତ୍ମଘୋଷିତ ଧର୍ମଗୁରୁ ତଥା କଟ୍ଟରପନ୍ଥୀ ଅମୃତ ପାଲ୍ ସିଂହ ଓ ତାହାର ସମର୍ଥକମାନେ ଏବେ ପଞ୍ଜାବରେ ନିଜର ଉପସ୍ଥିତି ଜାହିର କରିବା…
ଆମର ଅବହେଳିତ କୀର୍ତ୍ତିରାଜି
ଭାରତ ଐତିହାସିକ ଆଉ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧଶାଳୀ ରାଷ୍ଟ୍ର। ଯେଉଁଠି ସାମାଜିକ ସାଂସ୍କୃତିକ ଧାରା ବହୁ ପ୍ରାଚୀନକାଳରୁ ଅବିରତ ଚାଲିଆସିଛି। ଆମର କୀର୍ତ୍ତିରାଜି ଅନେକତାରେ ଏକତାର ପ୍ରକୃତ ଅର୍ଥରେ ପ୍ରତିବିମ୍ବିତ ଆଉ ପ୍ରଦର୍ଶିତ କରୁଛି। ଏହାକୁ ଦେଖି ଭାରତର ସମନ୍ୱୟବାଦୀ ସଂସ୍କୃତି ଆଉ…
ଆଜିର ଗଣମାଧ୍ୟମ
ଆଜିକାଲି ସମସ୍ତ ରାଜନୈତିକ ଦଳ, ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ନିଜ ନିଜ ପକ୍ଷ ରଖିବା ପାଇଁ ଜନସମ୍ପର୍କ ଅଧିକାରୀ ବା ପ୍ରବକ୍ତା ନିଯୁକ୍ତି କରୁଛନ୍ତି। କିନ୍ତୁ ଜନଗଣଙ୍କ ପକ୍ଷ ରଖିବା ପାଇଁ ଥିବା ବିକଳ୍ପର ପରିସର ଦିନକୁ ଦିନ ସଂକୁଚିତ ହେବାରେ ଲାଗୁଥିବା ଅଭିଯୋଗ ହେଉଛି। ସରକାରଙ୍କ ପାଖରେ ଗଣମାନଙ୍କ…
ହସ୍ତତନ୍ତ ବସ୍ତ୍ର ପିନ୍ଧିବାକୁ ସରକାରୀ…
ରାଜ୍ୟରେ ହାତବୁଣା ବା ହସ୍ତତନ୍ତ ବସ୍ତ୍ରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ସରକାରୀ କର୍ମଚାରୀମାନେ ସପ୍ତାହକୁ ଥରେ ଏହି ଲୁଗା ବା କପଡ଼ାରେ ପ୍ରସ୍ତୁତ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ପରାମର୍ଶ ଦେଇଛନ୍ତି। ଏହି ମର୍ମରେ ବୟନ ଓ ହସ୍ତତନ୍ତ…
ବନ୍ଧନରୁ ମୁକ୍ତି
ଦାସତ୍ୱ ଓ ବନ୍ଧନରୁ ମୁକ୍ତି ଈଶ୍ୱରଙ୍କର ଏକ ବଡ଼ ଆଶୀର୍ବାଦ। ଏପରି ମୁକ୍ତି ମିଳିଲେ ହିଁ ସ୍ୱାତନ୍ତ୍ର୍ୟ ଓ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ପାଇଁ ଅଧିକାର ତଥା ସୁଯୋଗ ମିଳିପାରେ। ଦେଶ ସ୍ୱାଧୀନ ଥିଲେ ହିଁ ବ୍ୟକ୍ତିଗତ ବା ନାଗରିକ ସ୍ୱାଧୀନତା ମିଳିପାରିବ। ଏହାର ଅର୍ଥ ନୁହେଁ ଯେ ସ୍ୱାଧୀନ ଦେଶରେ…
ଓଡ଼ିଶାରେ ଲୋକାଭିମୁଖୀ ଶାସନ ସଂସ୍କାର-…
ଗଣତାନ୍ତ୍ରିକ ସରକାରର ତିନୋଟି ଅଙ୍ଗ ହେଲା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ନିର୍ବାଚିତ ସରକାରଙ୍କର ବିକାଶ ତଥା ଜନମଙ୍ଗଳ କାର୍ଯ୍ୟକ୍ରମଗୁଡ଼ିକୁ ଜନତାଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ବ୍ୟୁରୋକ୍ରାସି ବା ପ୍ରଶାସନିକ କଳର। କାର୍ଯ୍ୟପାଳିକାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ହେବା…
ଆମେରିକାରେ ବ୍ୟାଙ୍କ ଦେବାଳିଆ ପ୍ରସଙ୍ଗ,…
ସ୍ୱଳ୍ପଦିନର ବ୍ୟବଧାନରେ ଆମେରିକାର ତିନୋଟି ବ୍ୟାଙ୍କ ଭୁଶୁଡ଼ି ପଡ଼ିଛି। ସେଥିମଧ୍ୟରୁ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଧରାଶାୟୀ ହେବା ଆମେରିକାର ଅର୍ଥ ବ୍ୟବସ୍ଥା ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ବିଶ୍ୱର ସବୁଠୁ ବିକଶିତ ଓ ସର୍ବବୃହତ୍ ଅର୍ଥନୀତି ଆମେରିକାରେ ଏ ଯେଉଁ ଘଟଣା ଘଟୁଛି ତାହା ଅପ୍ରତ୍ୟାଶିତ…
ସ୍ୱଦେଶୀଙ୍କ ପଳାୟନ
ଜନସଂଖ୍ୟା ବିସ୍ଫୋରଣ, ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି, ବିଶ୍ୱରେ ଖାଦ୍ୟ ସଂକଟ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନେକ ଦେଶ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ୨୦୨୬ ବେଳକୁ ଜନସଂଖ୍ୟାରେ ଚୀନକୁ ଟପି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ହେବାକୁ ଯାଉଛି ଭାରତ, ଯାହାକି ଭାରତୀୟମାନଙ୍କ ପାଇଁ ଆଦୌ…
ବରିଷ୍ଠଙ୍କ ପାଇଁ ଅବସର ବିହାର
ବିକଶିତ ଓ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ଜାପାନ, ଚୀନ ଭଳି ପ୍ରାଚ୍ୟ ପରିବେଶରେ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଏକାଂଶ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରିବା ନିମନ୍ତେ ଅବସର ବିହାରରେ ବସବାସକୁ ଗୁରୁତ୍ୱ ଦେଇଥା’ନ୍ତି। ଦ୍ୱିତୀୟ ବିଶ୍ୱଯୁଦେ୍ଧାତ୍ତର ଅବସ୍ଥାରେ ପ୍ରସାରିତ ଅବସର ବିହାର ପରିକଳ୍ପନା କୋଭିଡ-୧୯…
ସମଲିଙ୍ଗୀ ବିବାହ ବିତର୍କ: ପବିତ୍ର ବିବାହ…
ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଛି। ମାମଲା ସୁପ୍ରିମକୋର୍ଟର ପାଞ୍ଚଜଣିଆ ସମ୍ବିଧାନ ପୀଠକୁ ଯାଇଥିବାବେଳେ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି ଯେ ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଓ…