Browsing Category

କନ୍ଧମାଳ

Kandhmal News: Find all Latest and Breaking News on Kandhmal. Read Breaking News on Kandhmal updated and published at The Sakala.

GI ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା…

ଫୁଲବାଣୀ: ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କନ୍ଧମାଳ ହଳଦୀ । GI ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ଏବେ ନଆଇପି (National Intellectual Property) ଆୱାର୍ଡ ମିଳିଛି। ଦିଲ୍ଲୀରେ ଜାତୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ୍ସପୋର୍ଟର କନକ୍ଲେଭରେ ବିଭାଗୀୟ ମନ୍ତ୍ରୀ ପୀୟୂଷ…

କନ୍ଧମାଳରେ ପୁଣି ଲଜ୍ଜା: ମାନସିକ…

ରାଇକିଆ: କନ୍ଧମାଳରେ ପୁଣି ଲଜ୍ଜା। ଜଣେ ସାମାନ୍ୟ ମସ୍ତିସ୍କ ବିକଳାଙ୍ଗ ବିବାହିତା ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରିଛନ୍ତି ଅଜ୍ଞାତ ଦୁର୍ବୃତ୍ତ। ତା’ପରେ ରାସ୍ତାକଡ଼େ ଅଚେତ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି। ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ନିକଟରେ ଏଭଳି ଏକ ଲଜ୍ଜାଜନକ…

କନ୍ଧମାଳ ସୁଡ୍ରା ଜଙ୍ଗଲରେ ପୁଲିସ ଓ…

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ଥରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ତରଫରୁ ଫୁଟିଛି ଗୁଳି । ଭୟଙ୍କର ଭାବେ ଗୁଳି ବିନିମୟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ଏବଂ ଏବେ ମଧ୍ୟ କୁମ୍ବିଂ…

ଆକାଶରୁ ଖସିଲା ମୃତ୍ଯୁ: ବଜ୍ରାଘାତରେ ୧୧…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଶିପଡ଼ା ପଞ୍ଚାୟତର ମାଝି ପଦର ଗ୍ରାମରେ  ଅଭାବନୀୟ ଘଟଣା ଘଟିଛି। ବଜ୍ରାଘାତରେ ୧୧ ଗୋରୁଙ୍କ ମୃତ୍ଯୁ ଘଟିଛି। ବିଲରେ ଚରୁ ଥିବା ସମୟରେ ଏହି  ୧୧ ଗୋରୁ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ୧୧ ଗୋରୁଙ୍କ ମୃତ୍ଯୁ ଘଟିଛି।

‘ସରକାରୀ ସ୍କୁଲ ଏବଂ କଠିନ…

ଫୁଲବାଣୀ: ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରତିପାଦିତ କରିଛନ୍ତି।…

ଲଗାଣ ବର୍ଷାରେ ଜଳମଗ୍ନ ହେଲା ତୁମୁଡିବନ୍ଧ…

ତୁମୁଡିବନ୍ଧ : ଲଘୁଚାପ ଯୋଗୁଁ ସୋମବାର ମଧ୍ୟରାତ୍ରି ଠାରୁ ବର୍ଷା ଲାଗିରହିବା ଫଳରେ ତୁମୁଡିବନ୍ଧ ଅଞ୍ଚଳର ଅନେକ ସ୍ଥାନରେ ଜଳମଗ୍ନ ହେଉଥିବାର ଦେଖିବାକୁ ମିଳିଛି । ତୁମୁଡିବନ୍ଧଗ୍ରାମ ପଞ୍ଚାୟତ କାଲିଶାପଦର ଗ୍ରାମରେ ପାହାଡିଆ ଓ ବିଲପାଣି ପଶିବା ଦ୍ୱାରା ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଯିବାଦ୍ୱାରା…

ହତ୍ୟା ମାମଲାରେ ନୀରିହଙ୍କୁ ଗିରଫ ଧମକ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନାର ତକ୍ରାଳୀନ ଭାରପ୍ରାପ୍ତ ଥାନା ଅଧିକାରୀ ସବ୍‌ ଇନ୍ସପେକ୍ଟର ହରିବନ୍ଧୁ ପରିଡା ଏକ ହତ୍ୟା ମାମଲାରେ ନୀରିହଙ୍କୁ ଧମକାଇ ଲାଞ୍ଚ ନେବା ମହଙ୍ଗା ପଡିଛି। ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଜାଲରେ ପଡିଥିଲେ ହରିବନ୍ଧୁ ପରିଡା । ଏହି ମାମଲାର ବିଚାର…

ପୁଲିସକୁ ପୁଲିସର ମାଡ଼: ଗୃହରକ୍ଷୀଙ୍କୁ…

ଫୁଲବାଣୀ: କନ୍ଧମାଳରେ ପୁଲିସ ବିଭାଗରେ ବିଚିତ୍ର ସ୍ଥିତି। ପୁଲିସ ମାଡ ମାରୁଛି ପୁଲିସ କର୍ମଚାରୀଙ୍କୁ। କୋଟଗଡ ଥାନା ଅଧିକାରୀ ଧିରଜ ଲେଙ୍କା ସେହି ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀକୁ ପ୍ରବଳ ମାଡ ମାରିଛନ୍ତି । ଆହତ ଗୃହରକ୍ଷୀ ଆଜି ଫୁଲବାଣୀ ଆସି ଏସପି ବିନିତ୍‌ ଅଗ୍ରବାଲଙ୍କୁ ସାକ୍ଷାତ କରି ଗୁହାରି…

କାର୍ଯ୍ଯରତ ମହିଳା ଏସ.ଆଇଙ୍କ ଝୁଲନ୍ତା…

ଫୁଲବାଣୀ: ଜି ଉଦୟଗିରି ଥାନାରେ କାର୍ଯ୍ଯରତ ମହିଳା ଏସ.ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସରକାରୀ ବାସଭବନରୁ ଜି ଉଦୟଗିରି ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଏ ନେଇ ଥାନା ଅଧିକାରୀ କିମ୍ବା ଅନ୍ୟ କୌଣସି ପଦାଧିକାରୀଙ୍କ…

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ…

ଫିରିଙ୍ଗିଆ: ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର।  କିଛିମାସ ଆଗରୁ ନିଜ ଜମିରେ ହଳ କରି ଚର୍ଚ୍ଚାରେ ରହିଆସିଥିବା ବିଧାୟକ କିଛିଦିନ ତଳେ ଅନୁଷ୍ଠିତ ହୋଇ ଥିବା ମେଟ୍ରିକ ପରୀକ୍ଷାରେ ପାସ କରି ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ଏବେ ସ୍କୁଲ ପରିଦର୍ଶନରେ ଆସି କ୍ଲାସ ରୁମରେ…