ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସମ୍ବଲପୁର

ଜୁଚୁନି, ରାଜମା ଓ ରଙ୍ଗିନ ପନିପରିବା ଚାଷ…

ସମ୍ୱଲପୁର(ଶୁଭାଶିଷ ପାଢ଼ୀ): ଶଙ୍ଖଜିନୀଙ୍କ କହିବା ଅନୁସାରେ ସେ ସ୍ୱାବଲମ୍ବୀ ହେବାକୁ ମନ କରିଥିଲେ। ଘରେ ଏକ ଗ୍ରୋସରୀ ଦୋକାନ କରିଥିଲେ। ଜେରକ୍ସ ମେସିନ ସହ ଖଲିଦନା ତିଆରି ମେସିନ ମଧ୍ୟ ବସାଇଥିଲେ। ସେଥିରୁ କିଛି ଅର୍ଥ ରୋଜଗାର ଆରମ୍ଭ ହେଲା। ପରେ ପରିବାର କରୁଥିବା ଚାଷ ଦେଖି ସେ ମଧ୍ୟ ମନ ବଳାଇଥିଲେ ଓ…

ହୀରାକୁଦ ଅଞ୍ଚଳରେ ବ୍ୟାପୁଛି…

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି। ୩ ଦିନ ମଧ୍ୟରେ ଝାଡାବାନ୍ତିରେ  ୧୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ୭ରୁ ଉର୍ଦ୍ଧ୍ବ  ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା…

ଏୟାରଲିଫ୍ଟ ହେଲେ ପ୍ରସନ୍ନ ଆଚାର୍ଯ୍ୟ,…

ସମ୍ବଲପୁର: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ କରାଯାଇଛି। ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁରରୁ ଜମାଦାରପାଲ୍ଲି ଏୟାରଷ୍ଟ୍ରିପକୁ ଅଣାଯାଇ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ…

ଆଗକୁ ରାଜ୍ୟର ସବୁ ସହରରେ ‘ମୋ ବସ୍‌’…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର…

ମାର୍ଚ୍ଚ ୬ ତାରିଖରେ ବିଏସକେୱାଇ ନବୀନ…

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ଯାୟରେ ଏହା ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ । ପରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର  ୯୦ ପ୍ରତିଶତ ଲୋକ ଉପକୃତ ହେବେ । ବିଏସକେୱାଇର ଏହି…

ବାପାକୁ ପିଟିପିଟି ହତ୍ୟା କଲା ସୈତାନ ପୁଅ

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଘେନୁୁପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି।  ବାପକୁ ହତ୍ୟା କରିଛି  ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ କୁମୁରା।…

ପୁନରୁଦ୍ଧାର ହେବ ସ୍ବାଧୀନତା ସଂଗ୍ରାମର…

ସମ୍ବଲପୁର(ଶୁଭାଶିଷ ପାଢ଼ୀ): ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତତ୍କାଳୀନ ଚୌହାନ ରାଜା ଛତ୍ର ସାଏଙ୍କ ସମୟରେ ଭବ୍ୟ ରାଜପ୍ରସାଦରାଜାବଖର ନିର୍ମାଣ କରାଯାଇଥିଲା। ଦୋମହଲା ବିଶିଷ୍ଟ ଏହି କୋଠାରେ ୪୦ଟି କୋଠରୀ ରହିଛି। ହଜାରିବାଗ ଜେଲରୁ ମୁକୁଳିବା ପରେ ୧୮୫୭ରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରକୁ ୧୫ଶହ…

ସ୍କୁଟି -ବାଇକ୍ ମୁହାଁମୁହିଁ ଧକ୍କା, ୨…

ସମ୍ବଲପୁର: ବୁର୍ଲା ଭିସୁଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ସ୍କୁଟି -ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାରୁ…

ସମ୍ବଲପୁର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ରେଳଷ୍ଟେସନରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ…

ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ…

ସମ୍ବଲପୁର: ସମ୍ବଳପୁରରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଧନୁପାଲୀ ଥାନା ଅନ୍ତର୍ଗତ ଗୋବିନ୍ଦପଲାରେ ଏକ ଅଳଙ୍କାର ଦୋକାନରେ ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ…