ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସମ୍ବଲପୁର

ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା…

ରେଢାଖୋଲ: ଭାରସାମ୍ୟ ହରାଇ ନୂଆପଡା ଛକରେ ଓଲଟିଲା ଯାତ୍ରୀବାହି ସିଭମ ବସ୍ । ସମ୍ବଲପୁର ଜିଲ୍ଲା ଚାରମାଳ ସୁଖାନାଳ ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଏକ…

ଝରାବେରଣୀ ଗ୍ରାମରେ ହାତୀ ଉପଦ୍ରବ;…

ଦେଓଗଡ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝରାବେରଣୀ ଗ୍ରାମରେ ଗତ ରାତିରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିବା ଜଣା ପଡିଛି । ମିଳିଥିବା ଦଉଚ ଅନୁଯାଇ ଗତ ରାତିରେ ଝରାବେରିଣୀ ଗ୍ରାମରେ ଏକ ଦନ୍ତା ପଶି ଆସି ଗ୍ରାମର ମୋହନ ନାୟକ ଓ ଆରତୀ ନାୟକଙ୍କ ଘର କାନ୍ଥ…

ସମଲେଇ ପ୍ରକଳ୍ପ ଲୋକାର୍ପଣ ସଂପୂର୍ଣ୍ଣ :…

ଭୁବନେଶ୍ଵର : ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।…

ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ…

ସମ୍ବଲପୁର: ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ । ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ। ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା'ଙ୍କ ଦର୍ଶନ କରିବା ସହ 'ସମଲେଇ ପ୍ରକଳ୍ପ'ର ଶୁଭ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…

ଆଜି ‘ସମଲେଇ ପ୍ରକଳ୍ପ’ର ଲୋକାର୍ପଣ କରିବେ…

ସମ୍ବଲପୁର : ଝଲସୁଛି ସମଲେଇ କ୍ଷେତ୍ର। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ…

‘ସମଲେଇ’ ସ୍ୱପ୍ନ ସାକାର

ସମ୍ବଲପୁର (ଶୁଭାଶିଷ): ସମଗ୍ର ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବତା କହିଲେ ମା’ ସମଲେଇ। ସମଲେଇ ପୀଠକୁ ନେଇ କେବଳ ପଶ୍ଚିମ ଓଡ଼ିଶାବାସୀ ନୁହନ୍ତି ରାଜ୍ୟବାସୀଙ୍କ ମନରେ ଅନେକ୍‌‌ ସ୍ୱପ୍ନ ଜାଗରଣ ହୋଇଥିଲା। ଆଉ ଏହି ସ୍ୱପ୍ନକୁ ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମ ଆଜି ସାକାର ହେବାକୁ ଯାଉଛି।…

ସମ୍ବଲପୁରରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ…

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ  ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର ଆହତ ହୋଇଛି। ତାକୁ ବୁର୍ଲା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଜାକବ ମଦ ଦୋକାନ ଚୋରି ଅଭିଯୋଗରେ ସମ୍ପୃକ୍ତ ଥିଲା। ତା’ ଛଡ଼ା ଅନ୍ୟ ୧୧ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।  ନେଇ ସମ୍ୱଲପୁର ଏସ୍‌ପି…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ…

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଗତକାଲି ସମ୍ବଲପୁର ଠାରୁ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ,…

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ପୁଣିଥରେ ନିରାଶ କରିଛନ୍ତି କେନ୍ଦ୍ର ସରକାର। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବନାହିଁ ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ…

ପୁଣି ଅଲୋଡା ଶିଶୁକନ୍ୟା, ମନ୍ଦିର…

ସମ୍ବଲପୁର: ପୁଣି ଅଲୋଡା ଶିଶୁକନ୍ୟା । ବରଗଡ଼ ଗୋଡଭଗା ଅଞ୍ଚଳରେ ଥିବା ଏକ ଶିବ ମନ୍ଦିର ନିକଟରେ ନବଜାତକ ଶିଶୁକନ୍ୟାକୁ କେହି ଥୋଇଦେଇ ଚାଲି ଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାର ନାକରୁ ଓ ମୁହଁରୁ ରକ୍ତ ବାହାରୁଥିବା ବେଳେ ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ମନ୍ଦିକ ପୂଜକ ଓ…