ଆଇପିଏଲ ୨୦୨୨ ଏଲିମିନେଟର : ଲକ୍ଷ୍ନୌ…
କୋଲକାତା : ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍କୁ ବିଜୟ ପାଇଁ ୨୦୮ ରନ୍ର ଟାର୍ଗେଟ ଦେଇଛି। କୋଲକାତାର ଇଡେନ୍ ଗାର୍ଡେନରେ ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଟସ୍ ଜିତି…