Browsing Category

ଢେଙ୍କାନାଳ

Dhenkanal News: Find all Latest and Breaking News on Dhenkanal. Read Breaking News on Dhenkanal updated and published at The Sakala.

ପଞ୍ଚାୟତ କାର୍ଯ୍ୟାଳୟରୁ ଡିଜି ଚୋରି…

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ପଞ୍ଚାୟତ କାର୍ଯ୍ୟାଳୟରୁ ଗତ ତା୬/୧୧/୨୦୨୧ ରାତିରେ ଏକ ଜେନେରେଟର(ଡିଜି) ଚୋରି ହୋଇଥିଲା। ଏହି ଚୋରିରେ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ବାମୀ ଓ ଭାଇକୁ ପୋଲିସ ଗିରଫ କରିଛି। ସୂଚନା ଥାଉ କି, କରୋନା ମହାମାରୀ ଯୋଗୁଁ ପ୍ରତି ପଞ୍ଚାୟତରେ…

ଭିଜିଲାନ୍ସ ଜାଲରେ ମହାବିରୋଡ଼ ଫାଣ୍ଡି…

କାମାକ୍ଷାନଗର/ଢେଙ୍କାନାଳ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମହାବିରୋଡ଼ ଫାଣ୍ଡି ପୋଲିସ ଏସଆଇ ସମରେନ୍ଦ୍ର ସାମଲଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଢେ଼ଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ ଜାରି ରହିଛି । ମହାବୀରରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର…

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ: ଶାଶୁ…

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ରାତିରେ ଶାଶୁ-ବୋହୂ ଶୋଇଥିବା ବେଳେ ତାଙ୍କ ଉପରକୁ ମାଟି କାନ୍ଥ ଭୁଶୁଡି ପଡିଛି। ଫଳରେ ଘଟଣାସ୍ଥଳରେ ଶାଶୁଙ୍କ ମୃତ୍ଯୁ ଘଟିଥିବା ବେଳେ ବୋହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ଗୁଳିମାଡ଼ କରି ୬ଲକ୍ଷ ୫୦ ହଜାର ଟଙ୍କା…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଗୁଳିମାଡ଼ । ଗୁଳିମାଡ଼ କରି ଟଙ୍କା ଲୁଟି ନେଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ କର୍ମଚାରୀ। ଏହି ସମୟରେ…

ଆଇଆଇଏମସିରେ ସ୍ୱାଧୀନତା ଦିବସ ପାଳିତ:…

ଢେଙ୍କାନାଳ: ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରିଲା । ଗତ ୭୫ ବର୍ଷ ଧରି ଆମର ଗତି କୁଆଡ଼େ, ଆମେ କେତେ ଉନ୍ନତି କଲେଣି, କେଉଁ କ୍ଷେତ୍ରରେ ଏବେବି ପଛରେ ପଡି଼ଛନ୍ତି- ଏ ସବୁକୁ ନେଇ ଏବେ ସମୀକ୍ଷା କରିବାର ସମୟ ଆସିଛି । ପୁଣି ତାକୁ ନେଇ ଆଗାମୀ ଦିନରେ କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଢେଙ୍କାନାଳ/କଙ୍କଡାହାଡ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କେରେଜୋଳି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। କଟକର ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍‍ ଆସି ଏକ କାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ।…

ମହଙ୍ଗା ପଡ଼ିଲା ବିବାହିତା ମହିଳାଙ୍କ ସହ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଥିବା ଯୁବକର ମୃତ ଦେହ ପ୍ରେମିକାଙ୍କ ଘରୁ ପୋଲିସ ଠାବ କରିଛି। ଏହାକୁ ନେଇ ଯୁବକର ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଦୁଇଟି ସନ୍ତାନର ଜନନୀ ଜନୈକା ବିବାହିତ ମହିଳା ସହିତ ସଦର…

ଜେଲ ପାଚେରୀ ଡେଇଁ କଏଦୀ ଚମ୍ପଟ

ହିନ୍ଦୋଳ: ହିନ୍ଦୋଳ ଜେଲ ମଧ୍ୟରୁ ଆଜି ଜଣେ ବିଚାରାଧୀନ କଏଦୀ ପାଚେରୀ ଡେଇଁ ଚମ୍ପଟ ମାରିଛି । ଖବର ଜଣା ପଡିବା ପରେ ଜେଲ କର୍ତ୍ତୃପକ୍ଷ ହିନ୍ଦୋଳ ଥାନାକୁ ଖବର ଦେଇଥିଲେ। ଏହାପରେ ଉଭୟ ପୁଲିସ ଓ ଜେଲ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା। ମାତ୍ର ଆସାମୀଙ୍କୁ ଧରି ପରି ନ ଥିଲେ। ସୂଚନା ଯୋଗ୍ୟ ଯେ,…

ବାଘବସା ଗାଁରେ ନବ ବଧୂକୁ ହତ୍ୟା

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣି ପଞ୍ଚାୟତ ବାଘବସା ଗ୍ରାମରେ ପ୍ରେମ ବିବାହ କରିଥିବା ନବ ବଧୂକୁ ହତ୍ୟା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗ କରିଛନ୍ତି ନବ ବଧୂଙ୍କ ପିତା । ମୃତକ ଜଣକ ହେଲେ ଝିଲି ତାଣ୍ଡି (୨୦ବର୍ଷ) ତାଙ୍କର ଘର ବଲାଙ୍ଗୀର ଜିଲ୍ଲାର କଣ୍ଟାଇପାଲି…

ବୋମା ଓ ଗୁଳିରେ ଗର୍ଜିଲା କାମାକ୍ଷାନଗର:…

କାମାକ୍ଷାନଗର: ବୋମା ଆଉ ଗୁଳିରେ ଥରିଲା କାମାକ୍ଷାନଗର ସହର । ବୁଧବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ୬ ରାଉଣ୍ଡ ଗୁଳି ଆଉ ବୋମା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣେ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର…