Browsing Category

ଭଦ୍ରକ

ଭଦ୍ରକରେ ୨ ଅପରାଧୀଙ୍କୁ ପୁଲିସର…

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ନିକଟରେ ଏନକାଉଣ୍ଟର । ଏନକାଉଣ୍ଟର ଶିକାର ହୋଇଛନ୍ତି ୨ ଅପରାଧୀ। ସେମାନେ  ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ  ଓ ନୀଳଗିରି ଅଂଚଳ ର ସୁଶାନ୍ତ ମଲ୍ଲିକ। ଉକ୍ତ ୨ ଅପରାଧୀ ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଡ଼ିତ ଥିବା ସୂଚନା ।  ସେମାନଙ୍କ ନିକଟରୁ ମାରଣାସ୍ତ୍ର…

ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ…

ଭଦ୍ରକ: ଡକାୟତି ଉଦ୍ୟମ କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣିକୁ ଏନକାଉଣ୍ଟର କରିଛି ପୁଲିସ । ଭଦ୍ରକ ଜିଲ୍ଲା ଚଢ଼େୟା ଠାରେ ଡକାୟତି ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରିଛି ଗ୍ରାମାଞ୍ଚଳ ପୋଲିସ । ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା। ପୁଲିସର ଏହି…

ବଢୁଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ଯ:…

ଭଦ୍ରକ: ଦିନକୁ ଦିନ ବିଗିଡୁଛି ଆଇନ ଶୃଙ୍ଖଳା। ଗତ ୨ଦିନ ତଳେ ସହରାଞ୍ଚଳ ଅଧିନ ପୁରୁଣା ବଜାର ଥାନାକୁ ଲାଗି ରହିଥିବା ଶିବ ମନ୍ଦିର କଦମ୍ବେଶ୍ୱରରୁ ଲୁଟେରା ମାନେ କଳାକନା ବୁଲାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ । ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ…

ସରିଲା ଭଦ୍ରକର ପ୍ରସିଦ୍ଧ କାଳୀପୂଜା:…

ଭଦ୍ରକ: ଆଜି ସରୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ଏଥର ତିନି ଦିନରେ ସରିଛି କାଳୀପୂଜା । ପୂର୍ବରୁ ଦଶ ଦିନ ଧରି ପାଳିତ ହୁଏ ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି । ପୂଜା କମିଟି ଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି ।…

କବାଡ଼ି କାରଖାନା ଉପରେ ପୁଲିସର ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ରବିବାର ପୁଲିସ ଚଢ଼ାଉ କରିଛି। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି ମାଲିକ ନିଜ ଗାଡ଼ିର ଜିପିଏସକୁ ଟ୍ରାକ କରି ଗାଡ଼ିର ପିଛା କରିଥିଲେ। ଗାଡ଼ିଟି…

ବୈତରଣୀ ନଦୀର ମୁଆଁଘାଟରେ କୁମ୍ଭୀର…

ଚାନ୍ଦବାଲି: ଚାନ୍ଦବାଲି ନିକଟସ୍ଥ ବୈତରଣୀ ନଦୀର ମୁଆଁଘାଟରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।  ଅଳ୍ପକେ ବର୍ତ୍ତିଲେ ୪ ମତ୍ସ୍ୟଜୀବୀ। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଏକ ଡଙ୍ଗା ନେଇ ନଦୀକୁ ଯାଇଥିଲେ ମତ୍ସ୍ୟଜୀବୀ । ଜାଲ ମାରିବା ବେଳେ ଦେଖିବାକୁ ପାଇଥିଲେ ୧୫ଫୁଟର କୁମ୍ଭୀର ।…

ଗୁଳିମାଡ଼ କରି ଦୁର୍ବୃତ୍ତ ଲୁଟିନେଲେ…

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଦର୍ଶନପୁର ମାଛହାଟ ଛକରେ ହୋଇଛି  ଲୁଟ୍‌ । ଗୁଳି କରି ଚକାଡ଼ୋଳା ଗହଣା ଦୋକାନ ମାଲିକଙ୍କଠାରୁ ଦୁର୍ବୃତ୍ତ ୧୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୋକାନ ବନ୍ଦ କରି ମାଲିକ ତାପସ ସାହୁ ଘରକୁ ବାହାରୁ…

ପୁଣି ଜବତ ହେଲା ବ୍ରାଉନସୁଗର, ମହିଳାଙ୍କ…

ଭଦ୍ରକ: ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱରରୁ ଚାଲାଣ ବେଳେ ପୁଲିସ ଦ୍ବାରା ଜବତ ହେଲା ୩୧୬ ଗ୍ରାମର ବ୍ରାଉନସୁଗର । ତେବେ ବ୍ରାଉନସୁଗର ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ । ତେବେ ଗିରଫ ତିନି ଜଣ ହେଲେ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର…

ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ…

ଭଦ୍ରକ: ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରିଛି ।  ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଭଦ୍ରକ…

ପିଶାଚ ବାପର ପାପ: ସ୍ତ୍ରୀର ଚରିତ୍ରକୁ…

ଭଦ୍ରକ: ପିଶାଚ ବାପାର ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ୩ ବର୍ଷ ଶିଶୁ କନ୍ୟାର ଯୌନାଙ୍ଗକୁ ବ୍ଲେଡରେ କାଟିଦେଇଛି ବାପା ।  ଗୁରୁତର ଅବସ୍ଥାରେ ଝିଅଟିକୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବାପାକୁ ପୁଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ଏଭଳି…