Browsing Category
ମନୋରଞ୍ଜନ
ଚିର ନିଦ୍ରାରେ ‘ନିଦ ଭରା ରାତି’ର ସଂଗୀତ…
ଭୁବନେଶ୍ବର : ଓଲିଉଡ଼ର ବରିଷ୍ଠ ସଙ୍ଗୀତ ନିର୍ଦେଶକ ଜଲାଲ ଆଡେନି ଆଉ ନାହାନ୍ତି। ମୃତ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆଜି ସକାଳେ କଟକ ବକ୍ସିବଜାର ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ବହୁ ଓଡ଼ିଆ ଓ ବଲିଉଡ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ।…
ମୟୂରଭଞ୍ଜରୁ ମାୟାନଗରୀ : ସଲମାନ୍ଙ୍କ…
ଛୋଟବେଳୁ ଅଭିନେତା ହେବାର ସ୍ବପ୍ନ ଥଲା, ଆଉ ସେହି ସ୍ବପ୍ନ ପାଇଁ ସେ ବହୁ ଘାତ ପ୍ରତିଘାତର ସାମ୍ନା କରି ବଲିଉଡରେ ପହଞ୍ଚି ପାରିଛନ୍ତି। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତର ଆଦିବାସୀ ଯୁବକ ରାମ ସିର୍କା ଏବେ ବଲିଉଡ୍ରେ ରାଜ୍ କରୁଛନ୍ତି। ବଲିଉଡ୍ର ଦବଙ୍ଗ…
ବଲିଉଡ୍ ଅଭିନେତା ଅମୀର ଖାନ୍ କରୋନା…
ମୁମ୍ବଇ: ବଲିଉଡ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି । Aamir Khan…
ସୁଶାନ୍ତଙ୍କ ସହ ବ୍ରେକ୍ଅପ୍କୁ ନେଇ ମୁହଁ…
ବଲିଉଡ଼ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସବୁଠୁ ଅଥିକ ଚର୍ଚ୍ଚାରେ ରହିଥିଲେ ତାଙ୍କର ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ଇତିମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ୯ ମାସ ବିତିଯାଇଥିଲେ ସୁଦ୍ଧା ଅନେକ ସମୟରେ ତାଙ୍କ ପ୍ରଶଂସକମାନେ ଏହି ଘଟଣା ପାଇଁ ଅଙ୍କିତାଙ୍କୁ ଦାୟୀ କରୁଥିବାର…
ବାଲୁକାକଳା ମାଧ୍ୟମରେ କଙ୍ଗନାଙ୍କୁ…
ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । କଙ୍ଗନା ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି। ଏହି ଅବସରରେ ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି…
ପୁଣି ଥରେ ମହାନତାର ପରିଚୟ ଦେଲେ ସୋନୁ…
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ଯେଉଁଭଳି ଭାବେ ସାହାଯ୍ୟ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ। ପୁଣି ଥରେ ମହାନତାର ପରିଚୟ ଦେଇଛନ୍ତି ସୋନୁ ସୁଦ। ୩୦୦ ଛାତ୍ରୀଙ୍କୁ ଅନଲାଇଲ କ୍ଲାସ ପାଇଁ ମୋବାଇଲ ଫୋନ ଯୋଗାଇଦବେ ସୋନୁ। ଏ…
ଏପ୍ରିଲ୍ରେ ପରଦାକୁ ଆସିବ ‘ଥଲାଇବି’
ବଲିଉଡ୍ର ଦବଙ୍ଗ ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇବି’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି। ୨୩ ମାର୍ଚ୍ଚ କଙ୍ଗନାଙ୍କ ଜନ୍ମଦିନରେ ଏହାର ଟ୍ରେଲର୍ ରିଲିଜ୍ କରିବାକୁ ସ୍ଥିର କରାଯାଇଛି। ‘ଥଲାଇବି’ ଏକ ପଲଟିକାଲ ଥ୍ରିଲର୍ ଫିଲ୍ମ। ଅଭିନେତ୍ରୀରୁ ରାଜନେତ୍ରୀ ସାଜିଥିବା…
୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର,…
ନୂଆଦିଲ୍ଲୀ: ସୋମବାର ଅପରାହ୍ନ ସମୟରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥର ୩ ଓଡିଆ ସିନେମାକୁ ଜାତୀୟ ସିନେ ପୁରସ୍କାର ପ୍ରଦାନ କରାଯାଇଛି। 'ଶଲା ବୁଢାର ବଦ୍ଲା'…
‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ…
ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଫିଲ୍ମ 'ଛିଛୋରେ'କୁ ପୁରସ୍କୃତ କରାଯାଇଛି। ସେହିପରି 'ମଣିକର୍ଣ୍ଣିକା' ପାଇଁ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
ସୁଶାନ୍ତଙ୍କୁ ନେଇ ମୁହଁ ଖୋଲିଲେ କ୍ରୀତି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ପ୍ରାୟ ୯ମାସ ପୂରିଯାଇଛି। ସୁଶାନ୍ତଙ୍କ ସହ ଫିଲ୍ମ ‘ରାବତା’ରେ କାମ କରିଥିବା ଅଭିନେତ୍ରୀ କ୍ରୀତି ସାନନ କିନ୍ତୁ ସେତେବେଳେ ତାଙ୍କ ମୃତ୍ୟୁ ସମୟରେ ମିଡ଼ିଅାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ନିକଟରେ କ୍ରୀତି ଏହାର କାରଣ…