ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଗଞ୍ଜାମ

Ganjam News: Find all Latest and Breaking News on Ganjam. Read Breaking News on Ganjam updated and published at The Sakala.

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ୫…

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବରାଡ଼ି ନିକଟରେ ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକମାନେ ହେଲେ ସୋରଡା ବିଦ୍ୟୁତ ବିଭାଗ କର୍ମଚାରୀ ରଜନୀ…

ବଣଭୋଜିରେ ଫୁଟିଲା ଗୁଳି, ସମିତି ସଭ୍ୟଙ୍କ…

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗରେଈଝୁଳି ଗାଁରେ ବଣଭୋଜି ବେଳେ ମାରପିଟ ଓ ଗୁଳିମାଡ଼ରେ ଜଣେ ଗୁରୁତର । ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ । ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ ଏକ ଇଟା ଭାଟିରେ…

ପିତଳ ମାଛକୁ ‘ନା’

ଗଞ୍ଜାମ (ବିନ୍ଦୁପ୍ରିୟା ଦାସ): ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ। ଏହି ଶିଳ୍ପ ପାଇଁ ଆବଶ୍ୟକ କର୍ମଶାଳା ବେଲଗୁଣ୍ଠାରେ ନ ଥିବାରୁ ତାଲିମ୍‌‌ ପ୍ରାପ୍ତ କାରିଗରମାନେ ଅନ୍ୟତ୍ର ଚାଲିଯାଉଥିବା ଦେଖିବାକୁ ମିଳିଛି। ଦଶ ଇଞ୍ଚ ଲମ୍ୱର ମାଛ…

ଓଡ଼ିଶାର ରୂପାନ୍ତରଣକୁ ସହିପାରୁ…

ବ୍ରହ୍ମପୁର: ଓଡ଼ିଶାର ରୂପାନ୍ତରଣକୁ ସହିପାରୁନାହାନ୍ତି ନାହାନ୍ତି ବିରୋଧୀ । ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଏମିତି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି- ରୂପାନ୍ତରଣ କଥା ଆସିଲା ବେଳକୁ ବିରୋଧୀ ଅନ୍ଧ ହେଇଯାଉଛନ୍ତି ।…

ମାଆ ଖମ୍ବେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା…

ଆସିକା: ଆସିକାର ମାଆ ଖମ୍ବେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ରୂପାନ୍ତରଣ ନେଇ ଶ୍ରଦ୍ଧାଳୁ ଓ ପୂଜକଙ୍କ ସହ ଆଲୋଚନା କରିଛନ୍ତି । ଖମ୍ବେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଏକ କୋଟି ୮ ଲକ୍ଷ ଟଙ୍କା…

ମୁସଲିମ୍‌ ଧର୍ମପୀଠରେ ହିନ୍ଦୁ…

ବ୍ରହ୍ମପୁର(କ୍ଷୀରସିନ୍ଧୁ ମହାନ୍ତି ଓ ଗୋପାଳ ରେଡ୍ଡି): ଧର୍ମ, ବର୍ଣ୍ଣ, ଜାତି ସବୁଠୁ ଊଦ୍ଧ୍ୱର୍ରେ ଭକ୍ତି ଓ ଭାବନା। ସମସ୍ତଙ୍କୁ ଆଦରି ନେଇ ନିଜ କୋଳରେ ବଢ଼ାଇଥିବା ମାଟି ହେଉଛି ଭାରତ। ଏହି ମାଟିର ମହିମା ଯେମିତି ପ୍ରଖ୍ୟାତ ଦେଶର ପ୍ରସ୍ତାବନା ବି ସମୃଦ୍ଧ। ଏଇଥିପାଇଁ ତ ସର୍ବଧର୍ମ ସମନ୍ୱୟର ବାର୍ତ୍ତା…

ହିଞ୍ଜିଳିରେ ‘ଯୁବ ଓଡ଼ିଶା ନବୀନ…

ବ୍ରହ୍ମପୁର/ହିଞ୍ଜିଳି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇଦୁନିଆ ଗଞ୍ଜାମ ଗସ୍ତରେ ଆସିଥିବା "୫-ଟି' ତଥା ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଶନିବାର ସୋମରଝଳ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ଏଠାରେ ବିଜୁ ଜନତା ଦଳର…

ଗଞ୍ଜାମରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ…

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ  ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ…

ଗଞ୍ଜାମ କାଳିପଲ୍ଲୀରେ ଯବାନଙ୍କୁ ଆକ୍ରମଣ…

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ସେନା କର୍ମଚାରୀ ଜେ.ଡିଲେଶ୍ୱର ପାତ୍ରଙ୍କୁ ହତ୍ୟା ଘଟଣାରେ ଗଞ୍ଜାମ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏହାସହିତ ସେମାନଙ୍କ ଠାରୁ ଦୁଇଟି ବାଇକ ଓ ଦୁଇଟି ମୋବାଇଲ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.…

ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଅଭିଯୋଗ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଅଭିଯୋଗ । ଗୋପାଳପୁର ଠାରେ କେହି ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ପ୍ରତିନିଧିଙ୍କ ନାଁ ଜଗନ୍ନାଥ ନାୟକ। ସେ 'ସମୟ' ଖବର କାଗଜରେ ପ୍ରତିନିଧି ଭାବେ କାମ କରୁଥିବା ସୂଚନା । ଗୋପାଳପୁର ଏକ ଭଡା…