ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ମାଲକାନଗିରି

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର…

ମାଲକାନଗିରି: ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ । ଜଳସମ୍ପଦ ବିଭାଗର JE ସଞ୍ଜୟ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ମାଲକାନଗିରି ସ୍ଥିତ ଅଫିସ୍‌ ଓ ସରକାରୀ ବାସଭବନରେ ରେଡ୍‌ ଚାଲିଛି।

କଳି ଝଗଡ଼ାର ଚରମ ପରିଣତି: ସ୍ତ୍ରୀ ଗଳା…

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ରହିଥିବା ବଣ୍ଡାଲଗୁଡା ସାହିରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ାର ଚରମ ପରିଣତି ଦେଖାଯାଇଛି। ସ୍ତ୍ରୀର ଗଳା କାଟିବା ପରେ ନିଜେ ନିଜର ଗଳା କାଟିଛି ସ୍ବାମୀ।…

ପୁଣି ଜଣେ ମହିଳା ମାଓବାଦୀଙ୍କ…

ମାଲକାନଗିରି: ପୁଣି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ରୋଶନୀ ଓରଫ ଉଙ୍ଗି ମାଡଭି। କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ମାଲକାନଗିରି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଉଙ୍ଗି…

ଆଜି ମାଲକାନଗିରି ବିମାନବନ୍ଦରର…

ମାଲକାନଗିରି: ପୂରଣ ହେବ ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ଏଣିକି ମାଲକାନଗିରି ଆକାଶରେ ବି ଉଡ଼ିବ ବିମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିବେ। ନବନିର୍ମିତ ଏହି ବିମାନବନ୍ଦର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ଏଠାରେ…

ବାଇକକୁ ଧକ୍କା ଦେଲା କୁକୁଡ଼ା ବୋଝେଇ…

କାଲିମେଳା: ମାଲକାନଗିରିରୁ ମୋଟୁ ସ୍ଥିତ ୩୨୬ନମ୍ବର ଜାତୀୟ ରାଜପଥ MV -126 ଗ୍ରାମ ନିକଟ ଘାଟି ରସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଇଛି କୁକୁଡ଼ା ବୋଝେଇ ଗାଡ଼ି। ଫଳରେ ଘଟଣାସ୍ଥଳରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ…

ରୂପାନ୍ତରଣର ନୂଆ ଅଧ୍ୟାୟ ଲେଖିବ…

ମାଲକାନଗିରି : ବର୍ଷ ବର୍ଷ ଧରି ଅପେକ୍ଷା ଥିବା ସ୍ବପ୍ନ ପୂରଣ ହେବାକୁ ଯାଉଛି। ଆଜି ମାଲକାନଗିରି ବିମାନ ବନ୍ଦରକୁ ବିମାନର ଟ୍ରାଏଲ ରନ୍‌ ସଫଳ ହୋଇଥିବା ବେଳେ ଖୁବ୍‌ଶୀଘ୍ର ବିମାନ ଉଡିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିବେ। ଭୁବନେଶ୍ୱରରୁ…

ସୀମାନ୍ତରେ ପୁଲିସ-ମାଓବାଦୀ ଗୁଳିବିନିମୟ;…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୁଲିସ୍ ଓ ମାଓବାଦୀ ଗୁଳିବିନିମୟ ହୋଇଥିବାବେଳେ ଏଥିରେ ଜଣେ ୬ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବାବେଳେ ଝିଅଟିର ମାଆ ଓ ଦୁଇ ଯବାନ ଆହତ ହୋଇଥିବା ଜଣାପଡ଼ଛି।ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ଭୈରମଗଡ଼ ଅଞ୍ଚଳରେ…

ଜାନୁଆରୀରେ ମାଲକାନଗିରିକୁ ଉଡ଼ିବ ବିମାନ;…

ଭୁବନେଶ୍ୱର: ବିମାନ ଦେଖିବ ରାଜ୍ୟର ସବୁଠାରୁ ଉପାନ୍ତ ଜିଲ୍ଲା ମାଲକାନଗିରି। ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ। ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ଏ…

ମାଲକାନଗିରି ପୁଲିସକୁ ବଡ଼ ସଫଳତା:…

କାଳିମେଳା: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ମାଟିତଳୁ ଉଦ୍ଧାର ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ। ଆନ୍ଧ୍ର - ଓଡ଼ିଶା ସୀମାନ୍ତ କାଳିମେଳା ଥାନା ଅନ୍ତର୍ଗତ କୂର୍ମାନୁର ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ ମାଟିତଳୁ ମିଳିଥିବା…

ଛତିଶଗଡ଼ ଦାନ୍ତେୱାଡ଼ାରେ ଏନକାଉଣ୍ଟର :…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଦାନ୍ତେୱାଡ଼ା ଜିଲ୍ଲାର ଡାବୁକୁନା ଅଞ୍ଚଳରେ ଡିଆରଜି ଯବାନମାନେ ସର୍ଚ୍ଚ ଅପରେସନରୁ ଫେରୁଥିବା ବେଳେ ସନ୍ଧ୍ୟାରେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ…