ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ବାଲେଶ୍ଵର

ମୋବାଇଲରେ କଥାହେବାକୁ ମନା କରିବାରୁ…

ସୋର: ସୋର ଥାନା ସରସଙ୍ଖ ପଞ୍ଚାୟତ ଅନ୍ତର୍ଗତ ହାତିଗଡ଼ିଆ ଗ୍ରାମର ଜଣେ ଝିଅ ତାଙ୍କ ବାପାମାଆଙ୍କୁ ପନିକିରେ ଆକ୍ରମଣ କରିଛି।  ଫଳରେ ଉଭୟ ବାପାମାଆ ଗୁରୁତର ଭାବେ ଆହତ ହୋଇଛନ୍ତି। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ସୂଚନା ଅନୁଯାୟୀ, ରଞ୍ଜିତ ସିଂଙ୍କ ଝିଅ…

ସିମୁଳିଆ ବିଡିଓଙ୍କ ଝୁଲନ୍ତା ଶବ ଉଦ୍ଧାର

ସିମୁଳିଆ/ବାରିପଦା: ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱଜିତ ମହାନ୍ତି(୫୮)ଙ୍କ ଝୁଲନ୍ତା ଶବ ମାର୍କୋଣାସ୍ଥିତ ତାଙ୍କ ସରକାରୀ ବାସଭବନରୁ ଜବତ ହୋଇଛି। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶ୍ରୀ ମହାନ୍ତି ଗୁରୁବାର ପୂର୍ବାହ୍ନରେ ବ୍ଲକ…

ପୁଣି ଅଲୋଡା ହେଲା ଶିଶୁକନ୍ୟା,…

ନୀଳଗିରି: ପୁଣି ଅଲୋଡା ହେଲା ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଦେଖିବାକୁ ମିଳିଛି । ଜନ୍ମ ଦେଇ ପିଲାକୁ ପଲିଥିନରେ ଗୁଡ଼ାଇ ରାସ୍ତା କଡ଼ରେ ଫିଙ୍ଗିଦେଇଛି ମା' । ଶିଶୁଟି ନୀଳଗିରି ପୋଡାକୁଳ ସିଟି ସ୍କୁଲ୍ ରାସ୍ତା ନିକଟରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟଲୋକେ। ପରେ…

ଗ୍ୟାସ କଟରରେ ଏଟିଏମ କାଟି ନେଇଗଲେ ୨୦…

ବାଲେଶ୍ବର: ଗ୍ୟାସ କଟରରେ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କରୁ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେ ୬ରୁ ଅଧିକ ଲୁଟେରା ଆସିଥିଲେ।  ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି ।…

ଜୟନ୍ତୀଙ୍କ ମନୋବଳକୁ ହରାଇପାରିନି କର୍କଟ,…

ବାଲେଶ୍ୱର(କଳିଙ୍ଗ କୁମାର ସାହୁ): ନିଜ ଦୃଢ଼ ଇଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଯେତେ ଝଡ଼ଝଞ୍ଜା ଆସିଲେ ମଧ୍ୟ ପାହାଡ଼ ଭଳି ଠିଆ ହୋଇ ନିଜକୁ ସୁଦୃଢ଼ କରିଥାଏ। ସେହିପରି ଜଣେ ନାରୀ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥାଏ। ବାଲେଶ୍ୱରରେ ଏଭଳି ଏକ ଦୃଶ୍ୟ…

ପୃଥକ ପୃଥକ ସ୍ଥାନରେ ସମୁଦ୍ରରେ ବୁଡ଼ି…

ପୁରୀ/ଜଳେଶ୍ୱର: ବଡ଼ ଦିନରେ ପିକନିକ କରିବାକୁ ଆସି ସମୁଦ୍ରରେ ବୁଡ଼ି ଯାଇ ପୃଥକ ପୃଥକ ସ୍ଥାନରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଚକ୍ର ତୀର୍ଥ ବେଳାଭୂମିରେ ଗାଧଉଥିବା ବେଳେ ହଠାତ ଜଣେ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ନୋଳିଆଙ୍କ ଦ୍ୱାରା ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର…

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା…

ସୋର: ଭାରସାମ୍ୟ ହରାଇ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ଗାଁ ରାସ୍ତାରୁ ବିଲକୁ ଓଲଟିଲା ହାଇଡ୍ରୋ କ୍ଲୋରିକ ଏସିଡି ଗ୍ୟାସ ବୋଝେଇ ଟ୍ୟାଙ୍କର । ଏହି କେମିକାଲ ବୋଝେଇ ଟ୍ୟାଙ୍କର ନାଟୋ ବାଇଓ ସାଇନ୍ସ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିବା ବେଳେ ଓଲଟି ପଡ଼ିଥିଲା।…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ସାର ଦୋକାନ…

ଚନ୍ଦନେଶ୍ଵର: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱର ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ନେଗୁଆ ଛକରେ ବୁଧବାର ଅଗ୍ନିକାଣ୍ଡରେ ସୀତାରାମ ସାହୁଙ୍କ ଜଳିଗଲା ସାର ଦୋକାନ ସହ ପାନ ଦୋକାନ। ପାଖାପାଖି କୋଟିଏ ଟଙ୍କାର ସମ୍ପତି ନଷ୍ଟ ହୋଇଛି ବୋଲି ମାଲିକ କହିଛନ୍ତି। ଆଜି ଅପରାହ୍ନ ସମୟରେ ଏଭଳି ଭୟାବହ…

ପର୍ଯ୍ୟଟନ ଶିଳ୍ପର ମାନ୍ୟତାକୁ ଅପେକ୍ଷା…

ବାଲେଶ୍ୱର(ଅସୀମ ମହାପାତ୍ର): ରାଜ୍ୟର ୪୮୦ କିଲୋମିଟର ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ କେବଳ ୮୧ କି.ମି ବେଳାଭୂମି ରହିଛି। ଯେଉଁଠି ରହିଛି ବିସ୍ତୀର୍ଣ୍ଣ ବେଳାଭୂମି ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଓ ଆକର୍ଷଣୀୟ ତଥା ଶାନ୍ତ ମନୋରମ ପ୍ରାକୃତିକ ପରିବେଶ।…

ଭାସ୍କର୍ଯ୍ୟ କଳାର ଯାଦୁଗର ତପନ

ବାଲେଶ୍ୱର (ଭୂପତି ପରିଡା):ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଲାଭ ସମୟରେ ଚିତ୍ରକଳା ପ୍ରତି ଅହେତୁକ ଆଗ୍ରହ ଦେଖି ବାଲେଶ୍ୱର ଆର୍ଟ ଏଣ୍ଡ କ୍ରାପ୍ଟ କଲେଜରେ ବାପା ନାଁ ଲେଖିଥିଲେ। ଯୁକ୍ତ ଦୁଇରେ ଦୁଇ ବର୍ଷ ବିଭିଏ କୋର୍ସରେ ୪ବର୍ଷ ଧରି ମୂର୍ତ୍ତି(ସ୍କଲଚର) ଏପ୍ଲାଏ (ଗ୍ରାଫିକ୍ସ) ପେଣ୍ଟିଂ ଓ ଇଣ୍ଡିଆନ…