ଆଜିର ରାଶିଫଳ (୧୯-୨-୨୦୨୧)
ମେଷ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ଆର୍ଥିକ ଉନ୍ନତି ହେବ। ବନ୍ଧୁମିଳନ ଯୋଗ ରହିଛି। ମହିଳାମାନେ ଭକ୍ତି ପରାୟଣା ହେବେ। ବାଣିଜ୍ୟରେ ଲାଭ ଦ୍ବିଗୁଣିତ ରହିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ବୃଷ:ଶ୍ରୀ ଚନ୍ଦ୍ର କାରଣରୁ ପ୍ରାଚୁର୍ଯ୍ୟତା ଭିତରେ ସମୟ କଟିବ। ଚାକିରିରେ ଉତ୍ସାହିତ ରହିବେ। ଶିଳ୍ପ ଓ…