Browsing Tag

nayagarh

ଇଟାମାଟି ନିକଟରେ ବସ ଦୁର୍ଘଟଣା, ଜଣେ…

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ଭୋର ସମୟରେ ଏକ ବସ ଦୁର୍ଘଟଣା ଗସ୍ତ ହୋଇଛି । ଏନଏଚ ପାଶ୍ୱର୍ରେ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକରେ ପଛ ପାଖରେ ବସ ପିଟି ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି…

ନୟାଗଡ଼ରେ ରହି ବିଛାଇଥିଲେ ଅନଲାଇନ ଠକେଇର…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସାରା ଦେଶକୁ ଠକେଇର ଚେର ଲମ୍ବାଇଥିବା ୩ ଜଣ ସାଇବର ଅପରାଧିଙ୍କୁ ଟାଉନଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ପୁରୁଣାସହର ମଙ୍ଗଳସାହିର ପଞ୍ଚୁ ଦାଶଙ୍କ ପୁଅ ମନୋରଞ୍ଜନ ଦାଶ ଓରଫ ସିଧୁ, ନବଘନପୁର ଗାଁର ଅଜୟ କୁମାର…

ବାଘ ଛାଲ ପାଇଁ ଚାଲିଥିଲା ଡିଲ,…

ଭୁବନେଶ୍ବର: ବାଘ ଛାଲ ପାଇଁ ଚାଲିଥିଲା ଡିଲ, ମାଡିବସିଲା ଏସଟିଏଫ । ଗିରଫ ହେଲେ ବାଘ ଛାଲ ବ୍ୟବସାୟୀ ଭାଗବତ ମାଝୀ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ, ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ ହୋଇଛି । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ବାଣୀଗୋଚ୍ଛା ବନ ବିଭାଗ…

ଶୋଇଥିବା ବେଳେ କଳାକନା ବୁଲାଇଲେ ଚୋର:…

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ଚୋରି, ରାହାଜାନୀ ଚରମ ସ୍ଥିତିରେ ପହଞ୍ଚିଛି । ଗତକାଲି ରାତିରେ ଫତେଗଡ଼ ଥାନା ଅନ୍ତର୍ଗତ ବାଇଗୁଣିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବ୍ୟାପକ ସୁନା ଅଳଙ୍କାର ଲୁଟ ହୋଇଛି । ବାଇଗୁଣିଆ ଗ୍ରାମର ଗଣେଶ୍ୱର ଦଳେଇଙ୍କ ପରିବାର…

ହଲ୍ ନ ମିଳିବାରୁ ସରକାରୀ କଲ୍ୟାଣ…

ନୟାଗଡ଼: କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା। ଶେଷରେ ଓଲିଉଡର ସ୍ଥିତି ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ପ୍ରଯୋଜକଙ୍କୁ ହଲ୍‌ ମିଳୁନି। ହଲ୍ ନ ମିଳିବାରୁ ଶେଷରେ ପ୍ରଯୋଜକ ବାଧ୍ୟ ହୋଇ ନୂଆ ଫିଲ୍ମକୁ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ…

ଜଙ୍ଗଲ ଅଧିକାର ଆଇନ ପରିଚାଳନା ଉପରେ…

ଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନ ପରିଚାଳନା ଉପରେ ଏକ ଦୁଇ ଦିନିଆ ମିଡିଆ କର୍ମଶାଳା ଆୟୋଜନ କରାଯାଇଛି। ସେଣ୍ଟର ଫର୍‍ ସାଇନ୍ସ ଏଣ୍ଡ ଏନଭାଇରନମେଣ୍ଟ ଓ ବସୁନ୍ଧରା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ଦିଗରେ ବ୍ୟାପକ ଆଲୋଚନା କରାଯାଇଛି। ଶୁକ୍ରବାର ଏହି କର୍ମଶାଳାର ଦ୍ୱିତୀୟ…

ମା’ କୋଳରୁ ଖସି ଭାସିଗଲା ୨୨ ମାସର…

ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦ ମିଟର ଏକ…

ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ…

ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ଷଠିଆପଲ୍ଲୀ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ଦୁଇ ଭାଇ ଅଟନ୍ତି। ବଡ଼ ଭାଇ ଚନ୍ଦ୍ରଶେଖର ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଭାଇ ରୁଦ୍ରମାଧବ ଅଙ୍ଗନଓ୍ବାଡି ଯାଉଥିଲେ। ପ୍ରାୟ ୩ ଟା ବେଳେ ଗାଁ ପୋଖରୀକୁ ଉଭୟ ଶୌଚ ହେବାକୁ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ…

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି…

ବନ୍ୟା ବିଗାଡ଼ିଲା ପରିବା ଚାଷୀଙ୍କ ଆର୍ଥିକ…

ନୟାଗଡ଼/ଗଣିଆ: ନୟାଗଡ଼ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ଗଣିଆ ବ୍ଲକର ଶହ ଶହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ବିଶେଷକରି ପୋଟଳ ଚାଷୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ଶହ ଏକର ପୋଟଳ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶହ ଶହ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।…