Browsing Tag

odisha

ରାଜ୍ୟରେ ନକଲି କରୋନା ମେଡିସିନ:…

ଭୁବନେଶ୍ୱର: ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା…

କରୋନା ପାଇଁ ସ୍ଥଗିତ ରହିଲା ଓଜେଇଇ…

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଜୁନ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ହେବାର ଥିଲା। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ନେଇ ତାରିଖ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟରେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍…

ନଦୀରେ ଗାଧୋଉଥିବାବେଳେ ଭିଡିନେଲା…

ନଦୀରେ ଗାଧୋଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ବ୍ରାହ୍ମଣୀ ନଦୀ ନୀଳକଣ୍ଠପୁର ତୁଠ ନିକଟରୁ ପୁରସ୍ତମ ଧଳ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଛି। ପୁରସ୍ତମ ଧଳ ଗାଧୋଉଥିବା ବେଳେ ତାଙ୍କୁ କୁମ୍ଭୀର…

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ଗ୍ରୀନ…

ଭୁବନେଶ୍ୱର: କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ରାଜ୍ୟ ସରକାରଙ୍କ Green Passage ଯୋଜନାରେ ସାମିଲ କରାଯିବ। ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ରାଜ୍ୟ ସରକାର। ସେମାନଙ୍କ ବୈଷୟିକ ଶିକ୍ଷା ଯଥା ମେଡିକାଲ ଓ ଇଂଜିନିୟରିଂ ପାଠ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ,…

ମାଛ ଧରୁଥିବାବେଳେ ପାଣିରେ ବୁଡି ଯୁବକଙ୍କ…

ରୂପସା : ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ବୁଧଖଣ୍ଡି ଗ୍ରାମରେ ଜଣେ ଯୁବକ ନିଜ ପୋଖରୀରେ ମାଛ ଧରୁଥିବା ବେଳେ ଜାଲରେ ଛନ୍ଦି ହୋଇ ଯିବାରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ପ୍ରଭୁଚରଣ ରାଉତ (୩୦) । ଆଜି ସକାଳେ ପ୍ରଭୁଚରଣ ନିଜ ପୋଖରୀକୁ ଜାଲ ପକାଇବା ପାଇଁ ଯାଇଥିବା…

ଜୁନ୍ ୧୬ରୁ ଖୋଲିବ ରାଜ୍ୟର ସମସ୍ତ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଜୁନ୍ ୧୬ରୁ ଖୋଲିବ। ଏନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଥିଲା । ତେବେ ଏହି…

ବୋଲେରୋରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,…

ନବରଙ୍ଗପୁର : ଗଞ୍ଜେଇ ବେପାରୀମାନେ ଲକଡାଉନରେ ବହୁତ ସକ୍ରିୟ ହୋଇପଡିଥିବା ଜଣାପଡୁଛି । ଯେ କୌଣସି ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ପଛାଉନାହାନ୍ତି ବେପାରୀ । ପୋଲିସକୁ ଚକମା ଦେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏକ ବୋଲେରୋରେ ମାଲକାନଗିରିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ…

କିରୋସିନ୍ ଢାଳି ବଧୁ ହତ୍ୟା ଅଭିଯୋଗ

ତୋଟାପଡା/ବାଲେଶ୍ୱର : ବଧୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କିରୋସିନ୍ ଢାଳି ଝିଅକୁ ଜାଳି ଦେଇଥିବା ଅଭିଯୋଗ କରିଛନ୍ତି ନିଜ ଭାଇ ଓ ବାପା। ମୃତକ ମହିଳା ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମର ଅମୀୟ ସାହୁ (୨୮)ଙ୍କ ପତ୍ନୀ ସୁକାନ୍ତି ସାହୁ(୨୨)। ଝିଅର…

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୭,୭୩୩…

କରୋନା ମହାମାରୀଙ୍କୁ ନେଇ ରାଜ୍ୟ ପାଇଁ ଖୁସି ଖବର । ଆଜି ଆଉ ୭୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ସୁସ୍ଥଙ୍କ ସଂଖ୍ୟା ବଢି ବଢି ଚାଲିଛି ଯାହା ଓଡିଶା ପାଇଁ ଶୁଭଙ୍କର । ଆଜି ଗୋଟିଏ ଦିନରେ ୪,୪୬୯ କରୋନା ପଜିଟିଭ…

ଘର ଭିତରୁ ବିବାହିତା ମହିଳାଙ୍କ ମୃତ ଦେହ…

ବେଲପଡା : ବେଲପଡା ବ୍ଲକ କର୍ଲାବାହାଲି ଗାଁରେ ରବିବାର ପୋଲିସ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି | ମୃତ ମହିଳା ଜଣକ ହେଲେ ସେହି ଗାଁର ଋଷିକେଶ ବନଗୁଳାଙ୍କ ସ୍ତ୍ରୀ ହେମଳତା ବନଗୁଳା |ତାଙ୍କୁ ସ୍ୱାମୀ ଋଷିକେଶ ହତ୍ୟାକରି ଆତ୍ମହତ୍ୟା ରୁପ ଦେଉଥିବା ଅଭିଯୋଗ କରି ହେମଳତାଙ୍କ ଭାଇ ଚିତ୍ରସେନ…
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications